ମାଛ କରୁଛି ଟାଟୁ!

ଫିଲିପାଇନ୍ସ: ଯୁବକ ଯୁବତୀଙ୍କ ମଧ୍ୟରେ ଚାଲିଛି ଏବେ ଟାଟୁ କ୍ରେଜ୍‌। ଏବେ ଏହି କ୍ରେଜ୍ ଯୁବପୀଢିଙ୍କ ପାଖରେ ସୀମିତ ହୋଇ ରହି ନାହିଁ। ଆଜି ଆମେ ଆପଣଙ୍କୁ ଏଭଳି ଏକ ମାଛ ଦେଖାଇବୁ ଦେଖିଲା ମାତ୍ରେ ଆଶ୍ଚର୍ଯ୍ୟ ହୋଇ ଯିବେ। ଫିଲାପାଇନ୍ସ ସମୁଦ୍ରରୁ ଜଣେ ଧୀବର ଏକ ଅଜବ ମାଛ ଧରିଛନ୍ତି। ମାଛଟିର ଶରୀରରେ ରହିଛି ଟାଟୁ ଚିହ୍ନ।  ଏହି ମାଛର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।  ଏହି ମାଛକୁ ଦେଖିବାକୁ ଆସୁଥିବା […]

fish

fish

Rakesh Mallick
  • Published: Wednesday, 10 May 2017
  • Updated: 10 May 2017, 12:34 PM IST

ଫିଲିପାଇନ୍ସ: ଯୁବକ ଯୁବତୀଙ୍କ ମଧ୍ୟରେ ଚାଲିଛି ଏବେ ଟାଟୁ କ୍ରେଜ୍‌। ଏବେ ଏହି କ୍ରେଜ୍ ଯୁବପୀଢିଙ୍କ ପାଖରେ ସୀମିତ ହୋଇ ରହି ନାହିଁ। ଆଜି ଆମେ ଆପଣଙ୍କୁ ଏଭଳି ଏକ ମାଛ ଦେଖାଇବୁ ଦେଖିଲା ମାତ୍ରେ ଆଶ୍ଚର୍ଯ୍ୟ ହୋଇ ଯିବେ। ଫିଲାପାଇନ୍ସ ସମୁଦ୍ରରୁ ଜଣେ ଧୀବର ଏକ ଅଜବ ମାଛ ଧରିଛନ୍ତି। ମାଛଟିର ଶରୀରରେ ରହିଛି ଟାଟୁ ଚିହ୍ନ।  ଏହି ମାଛର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।  ଏହି ମାଛକୁ ଦେଖିବାକୁ ଆସୁଥିବା ଲୋକେ ମଧ୍ୟ ମାଛ ସହ ଫଟୋ ଉଠାଇବାକୁ ଭୁଲୁ ନାହାଁନ୍ତି।

କିଛି ଲୋକେ ଏହା ଇଶ୍ୱରଙ୍କ ଏକ ଅବତାର ବୋଲି କହୁଥିବାବେଳେ ଆଉ କିଏ ଏହି ମାଛଟିକୁ ଦେଖୁଛି ସେ  ବିଶ୍ୱାସ କରିପାରୁ ନାହିଁ। ପ୍ରଥମେ ଏହାକୁ  ଅନ୍ୟ ଏକ ପ୍ରାଣୀ ବୋଲି କୁହାଯାଉଥିଲା। ପରେ ଏହା ଏକ ମାଛ ବୋଲି ଜଣାପଡ଼ିଥିଲା।

ସୌଜନ୍ୟ- ଅମର ଉଜାଲା

ଫଟୋ-ଅମର ଉଜାଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story