ହୃଦଘାତ ହଠାତ୍‌ ଆସେ ନାହିଁ: ଟିକିଏ ସତର୍କ ରହିଲେ ବଞ୍ଚି ଯିବ ଜୀବନ, ଜାଣନ୍ତୁ ୪ଟି ଲକ୍ଷଣ

ସାଧାରଣତଃ ସମସ୍ତଙ୍କ ମଧ୍ୟରେ ଗୋଟିଏ ଧାରଣା ରହିଛି ହୃଦଘାତ ବା ହାର୍ଟ ଆଟାକ ହଠାତ୍‌ ହୋଇଥାଏ। ମେଜର ଆଟାକ୍‌ ଜଣଙ୍କ ଜୀବନ ନେଇଯାଇଥାଏ। ହେଲେ ଏଭଳି ଧାରଣା ସମ୍ପୂର୍ଣ୍ଣ ସତ ନୁହେଁ। ହୃତଘାତ ହେବାର ବହୁତ କାରଣ ରହିଛି। ତେବେ କିଛିଟା ଏମିତି ଲକ୍ଷଣ ରହିଛି ଯାହା ଉପରେ ସାମାନ୍ୟ ଧ୍ୟାନ ଦେଲେ ଜଣେ ହୃଦଘାତରୁ ବର୍ତ୍ତିଯିବା ସହ ମୃତ୍ୟୁମୁଖରୁ ରକ୍ଷା ପାଇପାରିବେ। ଆସନ୍ତୁ ଜାଣିବା ଏହି ଲକ୍ଷଣ ଗୁଡିକ ସମ୍ପର୍କରେ ଯାହା ହୃଦଘାତ ପୂର୍ବରୁ ଆସିଥାଏ। […]

Heart-attacks

Heart-attacks

Rakesh Mallick
  • Published: Tuesday, 11 July 2017
  • Updated: 11 July 2017, 01:27 PM IST

Sports

Latest News

ସାଧାରଣତଃ ସମସ୍ତଙ୍କ ମଧ୍ୟରେ ଗୋଟିଏ ଧାରଣା ରହିଛି ହୃଦଘାତ ବା ହାର୍ଟ ଆଟାକ ହଠାତ୍‌ ହୋଇଥାଏ। ମେଜର ଆଟାକ୍‌ ଜଣଙ୍କ ଜୀବନ ନେଇଯାଇଥାଏ। ହେଲେ ଏଭଳି ଧାରଣା ସମ୍ପୂର୍ଣ୍ଣ ସତ ନୁହେଁ। ହୃତଘାତ ହେବାର ବହୁତ କାରଣ ରହିଛି। ତେବେ କିଛିଟା ଏମିତି ଲକ୍ଷଣ ରହିଛି ଯାହା ଉପରେ ସାମାନ୍ୟ ଧ୍ୟାନ ଦେଲେ ଜଣେ ହୃଦଘାତରୁ ବର୍ତ୍ତିଯିବା ସହ ମୃତ୍ୟୁମୁଖରୁ ରକ୍ଷା ପାଇପାରିବେ। ଆସନ୍ତୁ ଜାଣିବା ଏହି ଲକ୍ଷଣ ଗୁଡିକ ସମ୍ପର୍କରେ ଯାହା ହୃଦଘାତ ପୂର୍ବରୁ ଆସିଥାଏ।

୧. ଶରୀରରେ ବହୁତ ପୀଡ଼ା ହେଉଥିଲେ ଓ ଛାତିରେ ଅସ୍ୱଭାବିକତା ପରିଲକ୍ଷିତ ହେବା ହୃଦଘାତର କାରଣ ହୋଇପାରେ।

୨. ଥଣ୍ଡା ଧରିବା ଓ କାଶ ହେବା ଏକ ସାଧାରଣ ଘଟଣା। ହେଲେ ଏହି ସମୟରେ ନିଶ୍ୱାସ ନେବାରେ କଷ୍ଟ ହେଲେ ହେୟଜ୍ଞାନ କରନ୍ତୁ ନାହିଁ। ଏହା ହୃଦଘାତର ପୂର୍ବ ଲକ୍ଷଣ ହୋଇପାରେ। ତେଣୁ ଏମିତି ସମସ୍ୟାରେ ପଡ଼ିଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

୩. ଖରାପ ଖାଦ୍ୟ ଖାଇବା କିମ୍ବା ଖାଇବା ପିଇବା ଠିକ୍‌ ରହୁ ନଥିଲେ ପାଚନତନ୍ତ୍ର ସହ ଜଡିତ ବହୁ ସମସ୍ୟା ଦେଖା ଦେଇଥାଏ। ଏପରି ହେବାକୁ ହୃଦଘାତର ପୂର୍ବ ଲକ୍ଷଣ ବୋଲି କୁହାଯାଇଥାଏ।

୪. କର୍ମଜୀବି ଲୋକେ ଅଫିସ କାମକୁ ନେଇ ସାଧାରଣତ ଚିନ୍ତିତ ରହିଥାନ୍ତି। ଘରେ ବି ଅଫିସ୍‌ କାମକୁ ନେଇ ଚିନ୍ତିତ ରୁହନ୍ତି। ଯଥା ସମ୍ଭବ ଅଫିସ୍‌ କାମକୁ ଅଫିସ୍‌ରେ ସୀମିତ ରଖିବାକୁ ଚେଷ୍ଟା କରନ୍ତୁ। ନ ହେଲେ ଏହା ହୃଦଘାତର କାରଣ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story