ଜାତି ଧର୍ମର ଊର୍ଦ୍ଧ୍ୱରେ ବନ୍ଧୁତ୍ୱ: ଦୁନିଆ ପାଇଁ ଉଦାହରଣ ସୃଷ୍ଟି କଲେ ସୁଦାମା ଓ ଏଜ୍ ଖାନ

ଦୁନିଆର ସବୁଠୁ ନୀବିଡ ସମ୍ପର୍କ ହେଉଛି ବନ୍ଧୁତ୍ୱ। ମଣିଷ ଜୀବନରେ ବନ୍ଧୁତ୍ୱର ଠାରୁ ମୂଲ୍ୟବାନ ସମ୍ପର୍କ ବୋଧହୁଏ ଆଉ କିଛି ନଥାଏ। ବନ୍ଧୁତ୍ୱ ପାଇଁ ଜାତି , ଧର୍ମ, ବର୍ଣ୍ଣ, ଓ ବୟସର ବିଭେଦ ନଥାଏ। ବନ୍ଧୁତ୍ୱ ପାଇଁ  ଲୋଡା ଖାଲି  ପରଷ୍ପର ପ୍ରତି ବିଶ୍ୱାସ ଓ ଭଲ ପାଇବା। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି କୃଷ୍ଣ ସୁଦାମାଙ୍କ ବନ୍ଧୁତ୍ୱ। ମଧ୍ୟପ୍ରଦେଶର ଗର୍ଡାହାକୋଟାରେ ଏକ ମୁସଲିମ୍‌ ପରିବାରର ବଡ଼ ପୁଅ ବାପାଙ୍କ ମୃତ୍ୟ ପରେ ତାଙ୍କର ହିନ୍ଦୁ […]

SUDAMA

SUDAMA

Rakesh Mallick
  • Published: Sunday, 06 August 2017
  • Updated: 07 August 2017, 07:12 AM IST

Sports

Latest News

ଦୁନିଆର ସବୁଠୁ ନୀବିଡ ସମ୍ପର୍କ ହେଉଛି ବନ୍ଧୁତ୍ୱ। ମଣିଷ ଜୀବନରେ ବନ୍ଧୁତ୍ୱର ଠାରୁ ମୂଲ୍ୟବାନ ସମ୍ପର୍କ ବୋଧହୁଏ ଆଉ କିଛି ନଥାଏ। ବନ୍ଧୁତ୍ୱ ପାଇଁ ଜାତି , ଧର୍ମ, ବର୍ଣ୍ଣ, ଓ ବୟସର ବିଭେଦ ନଥାଏ। ବନ୍ଧୁତ୍ୱ ପାଇଁ  ଲୋଡା ଖାଲି  ପରଷ୍ପର ପ୍ରତି ବିଶ୍ୱାସ ଓ ଭଲ ପାଇବା। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି କୃଷ୍ଣ ସୁଦାମାଙ୍କ ବନ୍ଧୁତ୍ୱ।

ମଧ୍ୟପ୍ରଦେଶର ଗର୍ଡାହାକୋଟାରେ ଏକ ମୁସଲିମ୍‌ ପରିବାରର ବଡ଼ ପୁଅ ବାପାଙ୍କ ମୃତ୍ୟ ପରେ ତାଙ୍କର ହିନ୍ଦୁ ସାଙ୍ଗକୁ ସାରାଜୀବନ ପାଇଁ ଆପଣେଇ ନେଇଛନ୍ତି। ଖାଲି ସେତିକି ନୁହେଁ ତାଙ୍କୁ ବାପାର ସମ୍ମାନ ମଧ୍ୟ ଦେଇଛନ୍ତି। କାରଣ ତାଙ୍କ ବାପା ଏଜ୍‌ ଖାନ୍ ଓ ସୁଦାମା ପଟୱା ଦୁଇଜଣ ନିବିଡ ବନ୍ଧୁଥିଲେ। ବୟସ ହୋଇଯିବାରୁ ଏଜ୍‌ ଖାନଙ୍କ ମୃତ୍ୟୁ ହୋଇଗଲା। ପରମ ବନ୍ଧୁଙ୍କ ବିୟୋଗରେ ଭାଙ୍ଗିପଡିଲେ ସୁଦାମା। ଏଜ ଖାନଙ୍କ ସହ ଦୀର୍ଘ 30 ବର୍ଷର ବନ୍ଧୁତ୍ୱକୁ  ବାରମ୍ବାର ମନେପକାଇ ଭାବପ୍ରବଣ ହୋଇପଡୁଥିଲେ ସେ। ସୁଦାମାଙ୍କ ଏଭଳି ଦଶା ଦେଖି ନପାରି ଏଜ ଖାନଙ୍କ ବଡ ପୁଅ ଓ ତାଙ୍କ ପରିବାର ସୁଦାମାଙ୍କୁ ସାରାଜୀବନ ନିଜ ଘରେ ରଖି ବାପାଙ୍କ ସମ୍ମାନ ଦେବାକୁ ସ୍ଥିର କଲେ। ଏଥିରେ ସୁଦାମାଙ୍କ ପରିବାର ମଧ୍ୟ ଆରାଜି ହୋଇନଥିଲେ। ସୁଦାମାଙ୍କ ସବୁ ଇଚ୍ଛା ପୁରା କରିବା ପାଇଁ ଏବେ ପ୍ରତିଶୃତି ବଦ୍ଧ ଏଜ୍‌ ଖାନଙ୍କ ପରିବାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story