ଆଜି ନୁହେଁ। କାହିଁ କେଉଁ ଅନନ୍ତକାଳରୁ ଆମ ଦେଶର ଲୋକେ ଇଶ୍ୱର ବିଶ୍ୱାସୀ। ପୂଜାପାଠ ପାଇଁ ମନ୍ଦିର ଯାଆନ୍ତି। ଆଉ ଶ୍ରଦ୍ଧାରେ କିଛି ଭୋଗ ଅର୍ପଣ ପାଇଁ ସାଙ୍ଗରେ କିଛି ଫଳମୂଳ କିମ୍ବା ଅତିବେଶୀରେର ଲଡ଼ୁ କିମ୍ବା ପେଡ଼ା ନେଇଥାନ୍ତି। ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଦେଶରେ ଏମିତି କିଛି ମନ୍ଦିର ଅଛି ଯେଉଁଠି ଭକ୍ତମାନେ ଭୋଗ ଲଗାଇବା ପାଇଁ ଫଳମୂଳ କିମ୍ବା ଲଡ଼ୁ ନିଅନ୍ତି ନାହିଁ। ତା’ବଦଳରେ ସାଣ୍ଡଉଇଚ୍ ଏବଂ ବର୍ଗରକୁ ଠାକୁରଙ୍କ ପାଖରେ ଅର୍ପଣ କରିଥାନ୍ତି।
ଚେନ୍ନାଇର ପଡ୍ଡପେଈରେ ଥିବା ମା’ ଦୁର୍ଗାଙ୍କ ମନ୍ଦିରରେ ଏଭଳି ଅଦ୍ଭୁତପ୍ରକାର ଭୋଗ ଲଗାଯାଉଛି। ସ୍ଥାନୀୟ ପୂଜକଙ୍କ କହିବା ଅନୁଯାୟୀ ଏହି ଭୋଗଅର୍ପଣ ପଛରେ ସେମିତି କିଛି ବିଶେଷ କାରଣ ନାହିଁ। ପ୍ରକୃତ ଶ୍ରଦ୍ଧା ଓ ପବିତ୍ର ମନରେ ଯେକୌଣସି ସାମଗ୍ରୀ ପ୍ରସ୍ତୁତ ହୋଇଥିବ, ତାହା ଠାକୁରଙ୍କ ପାଖରେ ଲଗାଯାଇପାରିବ। ଏହି ମନ୍ଦିରଟି ଆଖପାଖ ଅଞ୍ଚଳରେ ଖୁବ୍ ପ୍ରସିଦ୍ଧ। ଖାସ ଏହି କାରଣ ପାଇଁ ଏହି ମନ୍ଦିରରେ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।
Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ