ଠାକୁର ପୁରୁଣା ପ୍ରସାଦ ନୂଆ:ମା’ ଖାଉଛନ୍ତି ସାଣ୍ଡଉଇଚ୍, ବର୍ଗର

ଆଜି ନୁହେଁ। କାହିଁ କେଉଁ ଅନନ୍ତକାଳରୁ ଆମ ଦେଶର ଲୋକେ ଇଶ୍ୱର ବିଶ୍ୱାସୀ। ପୂଜାପାଠ ପାଇଁ ମନ୍ଦିର ଯାଆନ୍ତି। ଆଉ ଶ୍ରଦ୍ଧାରେ କିଛି ଭୋଗ ଅର୍ପଣ ପାଇଁ ସାଙ୍ଗରେ କିଛି ଫଳମୂଳ କିମ୍ବା ଅତିବେଶୀରେର ଲଡ଼ୁ କିମ୍ବା ପେଡ଼ା ନେଇଥାନ୍ତି। ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଦେଶରେ ଏମିତି କିଛି ମନ୍ଦିର ଅଛି ଯେଉଁଠି ଭକ୍ତମାନେ ଭୋଗ ଲଗାଇବା ପାଇଁ ଫଳମୂଳ କିମ୍ବା ଲଡ଼ୁ ନିଅନ୍ତି ନାହିଁ। ତା’ବଦଳରେ ସାଣ୍ଡଉଇଚ୍ ଏବଂ ବର୍ଗରକୁ ଠାକୁରଙ୍କ ପା‌ଖରେ ଅର୍ପଣ […]

Sandwich

Sandwich

Rakesh Mallick
  • Published: Monday, 27 March 2017
  • Updated: 27 March 2017, 05:54 PM IST

Sports

Latest News

ଆଜି ନୁହେଁ। କାହିଁ କେଉଁ ଅନନ୍ତକାଳରୁ ଆମ ଦେଶର ଲୋକେ ଇଶ୍ୱର ବିଶ୍ୱାସୀ। ପୂଜାପାଠ ପାଇଁ ମନ୍ଦିର ଯାଆନ୍ତି। ଆଉ ଶ୍ରଦ୍ଧାରେ କିଛି ଭୋଗ ଅର୍ପଣ ପାଇଁ ସାଙ୍ଗରେ କିଛି ଫଳମୂଳ କିମ୍ବା ଅତିବେଶୀରେର ଲଡ଼ୁ କିମ୍ବା ପେଡ଼ା ନେଇଥାନ୍ତି। ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଦେଶରେ ଏମିତି କିଛି ମନ୍ଦିର ଅଛି ଯେଉଁଠି ଭକ୍ତମାନେ ଭୋଗ ଲଗାଇବା ପାଇଁ ଫଳମୂଳ କିମ୍ବା ଲଡ଼ୁ ନିଅନ୍ତି ନାହିଁ। ତା’ବଦଳରେ ସାଣ୍ଡଉଇଚ୍ ଏବଂ ବର୍ଗରକୁ ଠାକୁରଙ୍କ ପା‌ଖରେ ଅର୍ପଣ କରିଥାନ୍ତି।

ଚେନ୍ନାଇର ପଡ୍ଡପେଈରେ ଥିବା ମା’ ଦୁର୍ଗାଙ୍କ ମନ୍ଦିରରେ ଏଭଳି ଅଦ୍ଭୁତପ୍ରକାର ଭୋଗ ଲଗାଯାଉଛି। ସ୍ଥାନୀୟ ପୂଜକଙ୍କ କହିବା ଅନୁଯାୟୀ ଏହି ଭୋଗଅର୍ପଣ ପଛରେ ସେମିତି କିଛି ବିଶେଷ କାରଣ ନାହିଁ। ପ୍ରକୃତ ଶ୍ରଦ୍ଧା ଓ ପବିତ୍ର ମନରେ ଯେକୌଣସି ସାମଗ୍ରୀ ପ୍ରସ୍ତୁତ ହୋଇଥିବ, ତାହା ଠାକୁରଙ୍କ ପାଖରେ ଲଗାଯାଇପାରିବ। ଏହି ମନ୍ଦିରଟି ଆଖପାଖ ଅଞ୍ଚଳରେ ଖୁବ୍ ପ୍ରସିଦ୍ଧ।  ଖାସ ଏହି କାରଣ ପାଇଁ ଏହି ମନ୍ଦିରରେ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story