ଯୁଦ୍ଧାସ୍ତ୍ର ନିର୍ମାଣ ପାଇଁ ଜଣେ ଭାରତୀୟ ପଣ୍ଡିତଙ୍କଠୁ ଜ୍ଞାନ ନେଉଥିଲେ ହିଟ୍‌ଲର: ଜାଣଛନ୍ତି କି ସେ କିଏ ?

ବିଶ୍ୱ ଦରବାରରେ ହିଟ୍‌ଲର ଜଣେ ଅହଂକାରୀ ଓ କ୍ରୁର ରାଷ୍ଟ୍ର ନେତା ଭାବେ କୁଖ୍ୟାତି ଅର୍ଜନ କରି ଯାଇଛନ୍ତି। ତେବେ ଏପରି କିଛି କଥା ରହିଛି ଏହି କୁଖ୍ୟାତ ନାଜି ନେତାଙ୍କ ସମ୍ପର୍କରେ ଯାହା ବହୁତ କମ ଲୋକ ଜାଣିଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜର୍ମାନର ଏହି ନେତା ଜଣଙ୍କର ଭାରତ ପ୍ରତି ବହୁତ ସମ୍ମାନ ଥିଲା। ସେ ସଂସ୍କୃତ ବେଦ ଗ୍ରନ୍ଥରେ ରୁଚି ରଖୁଥିଲେ। ତାଙ୍କର ବିଶ୍ୱାସ ଥିଲା ବିଶାଳ ଶକ୍ତି ସୃଷ୍ଟି ରହସ୍ୟ ଓ […]

hitler

hitler

Rakesh Mallick
  • Published: Tuesday, 11 July 2017
  • Updated: 11 July 2017, 11:30 AM IST

Sports

Latest News

ବିଶ୍ୱ ଦରବାରରେ ହିଟ୍‌ଲର ଜଣେ ଅହଂକାରୀ ଓ କ୍ରୁର ରାଷ୍ଟ୍ର ନେତା ଭାବେ କୁଖ୍ୟାତି ଅର୍ଜନ କରି ଯାଇଛନ୍ତି। ତେବେ ଏପରି କିଛି କଥା ରହିଛି ଏହି କୁଖ୍ୟାତ ନାଜି ନେତାଙ୍କ ସମ୍ପର୍କରେ ଯାହା ବହୁତ କମ ଲୋକ ଜାଣିଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜର୍ମାନର ଏହି ନେତା ଜଣଙ୍କର ଭାରତ ପ୍ରତି ବହୁତ ସମ୍ମାନ ଥିଲା। ସେ ସଂସ୍କୃତ ବେଦ ଗ୍ରନ୍ଥରେ ରୁଚି ରଖୁଥିଲେ। ତାଙ୍କର ବିଶ୍ୱାସ ଥିଲା ବିଶାଳ ଶକ୍ତି ସୃଷ୍ଟି ରହସ୍ୟ ଓ ଜ୍ଞାନର ଅପାର ଭଣ୍ଡାର ରହିଛି ଭାରତୀୟ ବେଦ ଓ ଗ୍ରନ୍ଥରେ। ଆସନ୍ତୁ ଜାଣିବା ଡିଟଲର ବେଦ ସମ୍ପର୍କରେ ଜାଣିବା ଓ ଏହାକୁ କି କାର୍ଯ୍ୟରେ ପ୍ରୟୋଗ କରିଥିଲେ।

ବେଦ ସମ୍ପର୍କରେ ଅଧିକ ଜାଣିବାକୁ ଜର୍ମାନୀ ବୈଜ୍ଞାନିକମାନେ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ବିଦ୍ୱାନ ବ୍ରହ୍ମସ୍ରୀ ଦଣ୍ଡିଭାଟଲା ବିଶ୍ୱନାଥ ଶାସ୍ତ୍ରୀଙ୍କୁ ମ୍ୟୁନିକ ବିଶ୍ୱବିଦ୍ୟାଳୟକୁ ଆମନ୍ତ୍ରଣ କରିଥିଲେ। ଏପରି ଆମନ୍ତ୍ରଣ ପଛରେ ହିଟଲରଙ୍କର ରହିଥିଲା ଏକ ଉଦ୍ଦେଶ୍ୟ। ଦଣ୍ଡିଭାଟଲାଙ୍କ ପାଖରୁ ସଂସ୍କୃତ ଶିକ୍ଷା ଓ ଯର୍ଦୁ ଓ ଅଥର୍ବ ବେଦର ଥିବା ଜ୍ଞାନ ଆହରୋଣ କରିବା।

hitlerପ୍ରକୃତ କଥା ହେଲା ହିଟଲର ବ୍ରହ୍ମବିଦ୍ୟା ବିଷୟରେ ଜାଣିବାକୁ ଚାହୁଁଥିଲେ। ହିନ୍ଦୁ ପୌରାଣିକ ଗ୍ରନ୍ଥରେ ବର୍ଣ୍ଣିତ ବିନାଶକାରୀ ଅସ୍ତ୍ରଶସ୍ତ୍ର ବିଷୟରେ ଶୁଣିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ମିଜାଇଲ ନିର୍ମାଣ ପାଇଁ ସେ ବିଭିନ୍ନ ଉପାୟରେ ଜ୍ଞାନ ଆରୋହଣ କରୁଥିଲେ। ଏହି ପରିପେକ୍ଷୀରେ ଦଣ୍ଡିଭାଟଲାଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଥିଲା।

ହିଟଲର ଦଣ୍ଡିଭାଟଲାଙ୍କଠାରୁ ଯର୍ଦୁ ବେଦରେ ଥିବା ମନ୍ତ୍ର ଜାଣିବାକୁ ଚାହିଁଥିଲେ। ଯାହା ତାଙ୍କୁ ଅତ୍ୟାଧୁନିକ ମିଜାଇଲ ନିର୍ମାଣରେ ସାହାଯ୍ୟ କରିବ। ବେଦରେ ଥିବା ମନ୍ତ୍ରର ପ୍ରଥମ ସଫଳତା ମିଳିଥିଲା ପଲ୍ସ ଜେଟ୍‌  ଇଞ୍ଜିନ। ବେଦରେ ବର୍ଣ୍ଣନା ଅନୁସାରେ ଏହାର ଇଞ୍ଜିନକୁ ଭି-୮ ରକେଟ୍‌ ପାଇଁ ବିକଶିତ କରାଯାଇଥିଲା। ଯାହାକୁ ବୁଜ୍‌ ବମ୍‌ କୁହାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story