ମଦର୍ସ ଡେ’ରେ ମାଆଙ୍କୁ କେମିତି କରିବେ ଖୁସି: ପଢ଼ନ୍ତୁ ଏହି ରିପୋର୍ଟ

‘ମଦର୍ସ ଡେ’। ଭାବିଛନ୍ତି କି ଆପଣ ମାଆଙ୍କୁ କ’ଣ ଗିଫ୍ଟ ଦେବେ? ଯଦି କିଛି ଭାବି ନାହାନ୍ତି ତାହା ହେଲେ ବ୍ୟସ୍ତ ହେବାର କିଛି କାରଣ ନାହିଁ। ଆପଣଙ୍କୁ ଉପହାର କିଣିବା ପାଇଁ ଉପାୟ ବତାଇ ଦେଉଛୁ। ଯେଉଁ ଗିଫ୍ଟ ଦେଲେ ମାଆ ଖୁସି ହୋଇଯିବେ। ଆସନ୍ତୁ ଜାଣିବା ‘ମଦର୍ସ ଡେ’ରେ କ’ଣ ଗିଫ୍ଟ  ଦେଲେ ମାଆ ଖୁସି ହୋଇଯିବେ? ୧- ମାଆଙ୍କ ପସନ୍ଦ ଅନୁଯାୟୀ ସୁନାଗହଣା, ରୋଷେଇ ଜିନିଷ ଓ  ମାଆ ବ୍ୟବହାର କରୁଥିବା କ୍ରିମ୍‌ […]

mothersday

mothersday

Rakesh Mallick
  • Published: Saturday, 13 May 2017
  • Updated: 13 May 2017, 04:18 PM IST

Sports

Latest News

‘ମଦର୍ସ ଡେ’। ଭାବିଛନ୍ତି କି ଆପଣ ମାଆଙ୍କୁ କ’ଣ ଗିଫ୍ଟ ଦେବେ? ଯଦି କିଛି ଭାବି ନାହାନ୍ତି ତାହା ହେଲେ ବ୍ୟସ୍ତ ହେବାର କିଛି କାରଣ ନାହିଁ। ଆପଣଙ୍କୁ ଉପହାର କିଣିବା ପାଇଁ ଉପାୟ ବତାଇ ଦେଉଛୁ। ଯେଉଁ ଗିଫ୍ଟ ଦେଲେ ମାଆ ଖୁସି ହୋଇଯିବେ। ଆସନ୍ତୁ ଜାଣିବା ‘ମଦର୍ସ ଡେ’ରେ କ’ଣ ଗିଫ୍ଟ  ଦେଲେ ମାଆ ଖୁସି ହୋଇଯିବେ?

୧- ମାଆଙ୍କ ପସନ୍ଦ ଅନୁଯାୟୀ ସୁନାଗହଣା, ରୋଷେଇ ଜିନିଷ ଓ  ମାଆ ବ୍ୟବହାର କରୁଥିବା କ୍ରିମ୍‌ ଦିଅନ୍ତୁ। ମାଆ ଆପଣଙ୍କ ଗିଫ୍ଟରେ ଖୁସି ହୋଇଯିବେ।

୨- ମାଆଙ୍କ ପିଲା ବେଳର କିଛି ଜନିଷ ଦିଅନ୍ତୁ। ଯେପରିକି ଛୋଟ ବେଳର ଫଟୋକୁ କୋଲାଜ୍‌  କରି ବା ଆଲବମରେ ରଖି ତାକୁ ଦେଇପାରିବେ। ଛୋଟ ବେଳର ଭିଡ଼ିଓ ମଧ୍ୟ ଦେଖାଇପାରିବେ। ଆପଣଙ୍କ ଗିଫ୍ଟରେ ମାଆ ଖୁସି ହୋଇଯିବେ।

୩- ଗୋଟିଏ ଦିନ ମାଆଙ୍କୁ କୌଣସି  କାମ କରିବାକୁ ଦିଅନ୍ତୁ ନାହିଁ। ମାଆଙ୍କ ସବୁ କାମ ଭାଇ ଓ ବାପାଙ୍କ ସହ ମିଶି କରନ୍ତୁ। ମାଆଙ୍କୁ ସାଙ୍ଗମାନଙ୍କ ସହ ମିଶିବାକୁ ଛାଡି ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story