ଫେସବୁକରେ ମୋବାଇଲ୍ ନମ୍ବର ଦେଇଛନ୍ତି କି? ହୁସିଆର୍ ! ହ୍ୟାକ୍ ହୋଇପାରେ ଆକାଉଣ୍ଟ

ନୂଆଦିଲ୍ଲୀ:  ଆଜିକାଲି ସୋସିଆଲ ମିଡିଆର ବ୍ୟବହାର ବହୁଳ ମାତ୍ରାରେ ବଢିବାରେ ଲାଗିଛି। ହ୍ୱାଟ୍‌ଆପ୍‌, ଫେସବୁକ୍ ଓ ଟ୍ୱିଟରର ବ୍ୟବହାର ପ୍ରାୟ ସମସ୍ତେ କରୁଛନ୍ତି। ନିକଟ ଅତୀତରେ ହୋଇଥିବା ଏକ ସର୍ଭେରେ ଫେସବୁକ୍ ବ୍ୟବହାର କରିବା ଦିଗରେ ଭାରତ ଆମେରିକାକୁ ପଛରେ ପକାଇ ଦେଇଥିବା ଜଣାପଡ଼ିଛି। ଫେସବୁକ ଆକାଉଣ୍ଟ କ୍ରିଏଟ୍ କିରିବା ପାଇଁ ଅନେକ ଲୋକ ନିଜର ମୋବାଇଲ ନମ୍ବର ଦେଇ ଫେସବୁକରେ ଆକାଉଣ୍ଟ କ୍ରିଏଟ କରିଥାନ୍ତି। ଯଦି ଆପଣ ବି ଏପରି କରିଥାନ୍ତି ତେବେ ତୁରନ୍ତ ଫେସବୁକ […]

facebook

facebook

Rakesh Mallick
  • Published: Thursday, 20 July 2017
  • Updated: 20 July 2017, 06:09 PM IST

Sports

Latest News

ନୂଆଦିଲ୍ଲୀ:  ଆଜିକାଲି ସୋସିଆଲ ମିଡିଆର ବ୍ୟବହାର ବହୁଳ ମାତ୍ରାରେ ବଢିବାରେ ଲାଗିଛି। ହ୍ୱାଟ୍‌ଆପ୍‌, ଫେସବୁକ୍ ଓ ଟ୍ୱିଟରର ବ୍ୟବହାର ପ୍ରାୟ ସମସ୍ତେ କରୁଛନ୍ତି। ନିକଟ ଅତୀତରେ ହୋଇଥିବା ଏକ ସର୍ଭେରେ ଫେସବୁକ୍ ବ୍ୟବହାର କରିବା ଦିଗରେ ଭାରତ ଆମେରିକାକୁ ପଛରେ ପକାଇ ଦେଇଥିବା ଜଣାପଡ଼ିଛି। ଫେସବୁକ ଆକାଉଣ୍ଟ କ୍ରିଏଟ୍ କିରିବା ପାଇଁ ଅନେକ ଲୋକ ନିଜର ମୋବାଇଲ ନମ୍ବର ଦେଇ ଫେସବୁକରେ ଆକାଉଣ୍ଟ କ୍ରିଏଟ କରିଥାନ୍ତି। ଯଦି ଆପଣ ବି ଏପରି କରିଥାନ୍ତି ତେବେ ତୁରନ୍ତ ଫେସବୁକ ଆକାଉଣ୍ଟରୁ ମୋବାଇଲ୍ ନମ୍ବର ଡିଲିଟ୍ କରିଦିଅନ୍ତୁ। ନେହେଲେ ଆପଣଙ୍କ ଆକାଉଣ୍ଟ ହ୍ୟାକ୍ ହୋଇପାରେ। ଆପଣଙ୍କୁ ଏହାର ନୋଟିଫିକେସନ୍ ମଧ୍ୟ ଆସିବ ନାହିଁ। ଏପରି ଅଘଟଣ ଆଶଙ୍କାରୁ ବର୍ତ୍ତିବାକୁ ଫେସବୁକ୍ ପାଖରେ ମଧ୍ୟ କୌଣସି ବିକଳ୍ପ ନାହିଁ।

ଗୁଗଲ୍ ଭଏସ୍ ଓ ଫ୍ରିଡମ୍ ପମ୍ପ ଭଳି କେତେକ କମ୍ପାନୀ ମୋବାଇଲ୍ ସିମ୍ ବିକିବା ପରେ ଏବେ ଗ୍ରାହକଙ୍କ ପାଇଁ ଆହୁରି ସୁବିଧା ହୋଇଯାଇଛି। ଏହାଦ୍ୱାରା ଗ୍ରାହକ ନିଜ ପସନ୍ଦର ମୋବାଇଲ ନମ୍ବର ପାଇପାରୁଛି। ଫେସବୁକରେ ମଧ୍ୟ ମୋବାଇଲ ନମ୍ବର ଡାଏଲ କରି ଫ୍ରେଣ୍ଡ ସର୍ଚ୍ଚ କରିବାର ସୁବିଧା ରହିଛି। ଏହି ସୁଯୋଗର ଫାଇଦା ନେଇ ସାଇବର ଅପରାଧୀମାନେ ଆପଣଙ୍କ ଫେସବୁକ ଆକାଉଣ୍ଟକୁ ଅପବ୍ୟବହାର କରି ବିଭିନ୍ନ ଅସାମାଜିକ କାଣ୍ଡ ଘଟାଇ ପାରନ୍ତି।

ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ବିଶେଷଜ୍ଞମାନେ ଦୁଇଟି ଉପାୟ ବତେଇଛନ୍ତି। ନିଜ ଆକାଉଣ୍ଟରୁ ମୋବାଇଲ ନମ୍ବର ଡିଲିଟ କରିଦିଅନ୍ତୁ। ନହେଲେ ‘ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ’ ଅପସନ୍ ଆକ୍ଟିଭେଟ୍ କରିଦିଅନ୍ତୁ।

ଫେସବୁକରୁ ମୋବାଇଲ ନମ୍ବର ଡିଲିଟ କରିବା ପାଇଁ ଆପଣଙ୍କ ଫେସବୁକ ଆକାଉଣ୍ଟରେ ସେଟିଂ ଅପସନକୁ ଯାଆନ୍ତୁ। ସେଠାରେ ଦିଆଯାଇଥିବା ମୋବାଇଲ୍ ଅପସନ୍ ଉପରେ କ୍ଲିକ୍ କରନ୍ତୁ। ସେଠାରେ ନିଜ ମୋବାଇଲ ନମ୍ବରକୁ କାଟି ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story