ଚୀନ୍‌ର ମୁକାବିଲା ପାଇଁ ବ୍ରହ୍ମାସ୍ତ୍ର ସଜେଇ ରଖିଛି ଭାରତ: ଜାଣନ୍ତୁ କାହାର ଦମ୍‌ କେତେ

ଡ଼ୋକଲମକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ଚୀନ୍‌ର ଦାଦାଗିରି ଯୋଗୁଁ ଯୁଦ୍ଧ ସ୍ଥିତି ଲାଗି ରହିଛି। ସୀମାରେ ଦୁଇ ଦେଶର ସୈନିକ ମାନବ ଶୃଙ୍ଖଳା କରି ଛିଡା ହୋଇଛନ୍ତି। ଏପରିକି ଚୀନ୍‌ ଦକ୍ଷିଣ ତୀବ୍ବତରେ ଦୁଇ ଦୁଇ ଥର ସମରାଭ୍ୟାସ କରିସାରିଲାଣି। ତେବେ ଏହାର ଜବାବ ଦେବାକୁ ଭାରତ ମଧ୍ୟ ପ୍ରସ୍ତୁତି ଚଳାଇଛି। ଚୀନ୍‌କୁ ଧୂଳି ଚଟାବାକୁ ଭାରତ ତା’ର ଅସ୍ତ୍ର ଭଣ୍ଡାର ବଢ଼ାଇବାରେ ଲାଗିଛି। ଭାରତ ପାଖରେ ଏପରି […]

brahmos

brahmos

Rakesh Mallick
  • Published: Wednesday, 19 July 2017
  • Updated: 19 July 2017, 02:53 PM IST

Sports

Latest News

ଡ଼ୋକଲମକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ଚୀନ୍‌ର ଦାଦାଗିରି ଯୋଗୁଁ ଯୁଦ୍ଧ ସ୍ଥିତି ଲାଗି ରହିଛି। ସୀମାରେ ଦୁଇ ଦେଶର ସୈନିକ ମାନବ ଶୃଙ୍ଖଳା କରି ଛିଡା ହୋଇଛନ୍ତି। ଏପରିକି ଚୀନ୍‌ ଦକ୍ଷିଣ ତୀବ୍ବତରେ ଦୁଇ ଦୁଇ ଥର ସମରାଭ୍ୟାସ କରିସାରିଲାଣି। ତେବେ ଏହାର ଜବାବ ଦେବାକୁ ଭାରତ ମଧ୍ୟ ପ୍ରସ୍ତୁତି ଚଳାଇଛି। ଚୀନ୍‌କୁ ଧୂଳି ଚଟାବାକୁ ଭାରତ ତା’ର ଅସ୍ତ୍ର ଭଣ୍ଡାର ବଢ଼ାଇବାରେ ଲାଗିଛି।

ଭାରତ ପାଖରେ ଏପରି କିଛି ଅସ୍ତ୍ର ଅଛି ଯାହା ନାଁ ଶୁଣିଲେ ଚୀନ୍‌ରେ କମ୍ପନ ସୃଷ୍ଟି ହେଉଛି। ଏପରି କିଛି ଅସ୍ତ୍ର ଯାହା ଚୀନ୍‌ର ଅସ୍ତ୍ର ଆଗରେ କମଜୋର ଜଣାପଡୁଥିଲେ ମଧ୍ୟ ଯେଉଁଠି ପଡ଼ିବ ସେ ଅଞ୍ଚଳ ଚୀନ୍‌ ମାନଚିତ୍ରରୁ ଧ୍ୱଂସ ହୋଇଯିବ। ଯାହାର ଭୟାବହତା ଏବେ ଚୀନ୍‌କୁ ଘାରିବାକୁ ଲାଗିଛି। ଆସନ୍ତୁ ଜାଣିବା ଭାରତୀୟ ସେନା ପାଖରେ ଥିବା କିଛି ବ୍ରହ୍ମାସ୍ତ୍ର ବିଷୟରେ।

29agni1ବ୍ରହ୍ମୋସ୍‌: ଇଣ୍ଟର କଣ୍ଟିନେଣ୍ଟାଲ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍‌’ ଚୀନ୍‌ ପାଇଁ କାଳ ପାଲଟିଛି। ଯାହାର ଭୟାବହତାକୁ ନେଇ ନିଜେ ଚୀନ୍‌ ଚିନ୍ତା ଜାହିର କରିଛି। ଘଣ୍ଟାକୁ ୩୬୭୫ କିମି ବେଗରେ ଗତି କରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ଅତୁଟ। ପରମାଣୁ ଅସ୍ତ୍ର ବହନ କରିପାରୁଥିବା ବ୍ରହ୍ମୋସ୍‌ ୨୯୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଏବେ ଏହାର ଲକ୍ଷ୍ୟଭେଦ କ୍ଷମତା ୨୯୦ରୁ ୪୫୦ କିମି କରିବାକୁ ଭାରତୀୟ ବୈଜ୍ଞାନିକମାନେ ଲାଗିପଡିଛନ୍ତି। ଯାହା ଚୀନ୍‌ ପାଇଁ ଚିନ୍ତାର ବିଷୟ ହୋଇଛି।

ଅଗ୍ନି-୫: ଯୁଦ୍ଧ ହେଲେ ପରମାଣୁ ଅସ୍ତ୍ର ବହନ କରୁଥିବା ‘ଅଗ୍ନି-୫’ ଚୀନ ପାଇଁ ଯମ ପାଲଟି ଯିବ। ଗତ ଡିସେମ୍ବରରେ ଭାରତ ଏହାର ପରୀକ୍ଷଣ କରିବା ପରେ ଚୀନ୍‌ର ଭୟ ସ୍ପଷ୍ଟ ଜଣାପଡିଥିଲା। ଭାରତର ଏପରି ପରୀକ୍ଷଣକୁ ନେଇ ପ୍ରଶ୍ନ ଉଠାଇଥିଲା ଚୀନ୍‌। ୧୦୦୦ କେଜି ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ଅଗ୍ନି-୫ ନେଇପାରିବ। ଏହାର ଉତ୍‌କ୍ଷେପଣରେ କେନଷ୍ଟର ଟେକନିକ୍‌ ବ୍ୟବହାର କରାଯାଇଛି। ଫଳରେ ଏହାକୁ ସହଜରେ ଅନ୍ୟ ସ୍ଥାନକୁ ନେଇ ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶତ୍ରୁ ଦେଶର ରାଡର ସହଜରେ ଠାବ କରିପାରୁ ନ ଥିବା ଅଗ୍ନି-୫ର ଲକ୍ଷ୍ୟ ଅତୁଟ୍‌ ବୋଲି କୁହାଯାଏ। ଥରେ ଟାର୍ଗେଟ୍‌ ସ୍ଥିର ହୋଇଗଲେ କୌଣସି ଶକ୍ତି ଟାର୍ଗେଟ୍‌କୁ ଧ୍ୱଂସରୁ ରକ୍ଷା କରିପାରିବ ନାହିଁ।

Navyଅର୍ଜୁନ ଟ୍ୟାଙ୍କ: ୧୨୦ ମିମିର ରାଇଫଲ ଗନ୍‌ ହେଉଛି ଅର୍ଜୁନ ଟ୍ୟାଙ୍କ। ଯାହାର ଲକ୍ଷ୍ୟଭେଦ ଦକ୍ଷତାକୁ ନିଜେ ଚୀନ୍‌ ପ୍ରଶଂସା କରିଛି। ପାହାଡ଼ିଆ ସୀମାରେ ଯୁଦ୍ଧ ସମୟରେ ଏହା ଚୀନ୍‌ ସୈନିକଙ୍କ ପାଇଁ କାଳ ପାଲଟି ଯିବ।

ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ: ଚୀନ୍‌ ତୁଳନାରେ ଭାରତର ନୌସେନାର କ୍ଷମତା କମ। ହେଲେ ଭାରତର ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ଚୀନ୍‌ ପାଇଁ ଚିନ୍ତାର କାରଣ ପାଲଟିଛି। ୫୦୦ କିମି ପର୍ଯ୍ୟନ୍ତ ସମୁଦ୍ର ଉପରେ ଏହାର ରହିଛି ତୀକ୍ଷ୍ଣ ନଜର। ମିଗ୍‌-୨୯ ବିମାନ ଜରିଆରେ ଆକାଶ ପଥରେ ୨୦୦୦ କିମି ପର୍ଯ୍ୟନ୍ତ ନିଜର ଦବଦବା ଜାହିର କରିବାକୁ ଏହା ସକ୍ଷମ। ସମୁଦ୍ରରେ ୪୫ ଦିନ ରହି ଏହା ଶତ୍ରୁପକ୍ଷର ମୁକାବିଲା କରିବାକୁ ମଧ୍ୟ ସକ୍ଷମ।

arjun4fଏହାବାଦ ଚୀନ୍‌ର ବଢ଼ି ଚାଲିଥିବା ଦାଦାଗିରିକୁ ଦୃଷ୍ଟିରେ ରଖି ଭାରତ ଏପରି ଏକ ଅସ୍ତ୍ର ପ୍ରସ୍ତୁତ କରୁଛି ଯାହା କିଛି ସେକେଣ୍ଡରେ ପୁରା ଚୀନ୍‌କୁ ମାଟିରେ ମିଶାଇ ଦେବ। ଆମେରିକାର ଦୁଇ ବିଶେଷଜ୍ଞଙ୍କ ରିପୋର୍ଟ ଯଦି ସତ ହୋଇଥାଏ ତେବେ ଭାରତ ପ୍ରାୟତଃ ଏହି ଅସ୍ତ୍ର ପ୍ରସ୍ତୁତ କରିସାରିଲାଣି।

ଭାରତ ମହାସାଗରରେ ଭାରତ-ଆମେରିକା-ଜାପାନର ମିଳିତ ସମରାଭ୍ୟାସ ମାଲାବାର ଚୀନ୍‌ ପାଇଁ ଚିନ୍ତାର କାରଣ ପାଲଟିଛି। ଯଦି ଚୀନ୍‌ ଯୁଦ୍ଧ କରେ ତେବେ ତିନିବାହିନୀର ମିଳିତ ନୌସେନା ଜଳପଥରେ ଚୀନ୍‌ର ଚିହ୍ନବର୍ଣ୍ଣ ମିଟାଇ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story