ଆତ୍ମାର ଅଛି ରଙ୍ଗ, ରୂପ ଓ ଆକାର! ଜାଣିଲେ ଆପଣ ବି ଚମକି ପଡ଼ିବେ

ଆମେ ସମସ୍ତେ ଆତ୍ମା। ଯେତେବେଳେ ଆମେ ଶରୀର ତ୍ୟାଗ କରୁ  କିଛି ଲୋକ ତୁମକୁ କିମ୍ବା ମୋତେ ଭୁତାତ୍ମା ମାନି ନିଅନ୍ତି।  ଆଉ କିଛି କହନ୍ତି ତା’ର ଆତ୍ମା ସ୍ୱର୍ଗବାସୀ ହୋଇଗଲା। ଆତ୍ମାର ୩ଟି ସ୍ୱରୁପ: ଜୀବାତ୍ମା, ପ୍ରେତାତ୍ମା ଏବଂ ସୁକ୍ଷ୍ମାତ୍ମା। ଯିଏ ଭୌତିକ ଶରୀରରେ ବାସ କରନ୍ତି ତାକୁ ଜୀବାତ୍ମା କୁହାଯାଏ।  ଯେତେବେଳେ ଏହି ଜୀବାତ୍ମାର ବାସ୍ନା ଏବଂ କାମନାର ଇଚ୍ଛା ଶରୀର ମଧ୍ୟରେ ନିବାଶ ହୁଏ ସେତେବେଳେ ଏହାକୁ ପ୍ରେତାତ୍ମା କୁହାଯାଏ।ଯେତେବେଳେ ଆତ୍ମା ସୁକ୍ଷ୍ମତମ […]

soul

soul

Rakesh Mallick
  • Published: Sunday, 09 July 2017
  • Updated: 09 July 2017, 05:26 PM IST

Sports

Latest News

ଆମେ ସମସ୍ତେ ଆତ୍ମା। ଯେତେବେଳେ ଆମେ ଶରୀର ତ୍ୟାଗ କରୁ  କିଛି ଲୋକ ତୁମକୁ କିମ୍ବା ମୋତେ ଭୁତାତ୍ମା ମାନି ନିଅନ୍ତି।  ଆଉ କିଛି କହନ୍ତି ତା’ର ଆତ୍ମା ସ୍ୱର୍ଗବାସୀ ହୋଇଗଲା।

ଆତ୍ମାର ୩ଟି ସ୍ୱରୁପ: ଜୀବାତ୍ମା, ପ୍ରେତାତ୍ମା ଏବଂ ସୁକ୍ଷ୍ମାତ୍ମା। ଯିଏ ଭୌତିକ ଶରୀରରେ ବାସ କରନ୍ତି ତାକୁ ଜୀବାତ୍ମା କୁହାଯାଏ।  ଯେତେବେଳେ ଏହି ଜୀବାତ୍ମାର ବାସ୍ନା ଏବଂ କାମନାର ଇଚ୍ଛା ଶରୀର ମଧ୍ୟରେ ନିବାଶ ହୁଏ ସେତେବେଳେ ଏହାକୁ ପ୍ରେତାତ୍ମା କୁହାଯାଏ।ଯେତେବେଳେ ଆତ୍ମା ସୁକ୍ଷ୍ମତମ ଶରୀରରେ ପ୍ରବେଶ କରେ  ସେତେବେଳେ ଏହାକୁ ସୁକ୍ଷ୍ମାତ୍ମା କୁହାଯାଏ। ଆତ୍ମା କିଛି ବି ଶରୀର ଧାରଣ କଲେ ଏମିତି କୁହାଯାଏ। ଯାହାର ପ୍ରକୃତ ସୂରୁପ ବା ମୂଳ ରୂପ ଅତି ସୁକ୍ଷ୍ମ୍ମତମ ବିନ୍ଦୁ ବୋଲି ଧରାଯାଏ।

ଆତ୍ମାର ରଙ୍ଗ: ମୃତ୍ୟୁ ପରେ ଆମର ଆତ୍ମା କୁଆଡ଼େ ଯାଏ  ସେ ସମ୍ପର୍କରେ ଶ୍ରୀ ରାମଶର୍ମା ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ସେହିପରି ଆତ୍ମାର ରଙ୍ଗ କିମ୍ବା ବର୍ଣ୍ଣକୁ ନେଇ ଭାରତୀୟ ଏବଂ ପାଶ୍ଚାତ୍ୟ ମତବାଦର ଫରକ ରହିଛି। ଭାରତୀୟ ଯୋଗୀଙ୍କ କହିବା ଅନୁଯାୟୀ  ଆତ୍ମାର ରଙ୍ଗ ଶୁଭ୍ର ଅର୍ଥାତ ପୂର୍ଣ୍ଣ ସଫା ଅଟେ।  ଅନ୍ୟପଟେ ପାଶ୍ଚାତ୍ୟ ଯୋଗୀଙ୍କ କହିବା ଅନୁଯାୟୀ ଆତ୍ମାର ରଙ୍ଗ ବାଇଗଣି। ଆଉ କିଛି ଗୁଣିଜ୍ଞାନୀ ଆତ୍ମାର  ରଙ୍ଗ ନୀଳ ବୋଲି କହିଥାଆନ୍ତି।  ନୀଳରଙ୍ଗରେ ପ୍ରକାଶ କରୁଥିବା ରୂପରେ ଆତ୍ମା ପରିଲକ୍ଷିତ ହୁଏ ଏବଂ ଇସତ  ହଳଦିଆ ରଙ୍ଗର ପରିପ୍ରକାଶ କରୁଥିବା ଆତ୍ମା ନିଜର ଉପସ୍ଥିତ ସୂଚିତ କରେ।

ଆତ୍ମାର ଆକାର:  ଆତ୍ମା ଅତି ସୁକ୍ଷ୍ମତମ ଜିନିସ।  ଏହାର ହିସାବ ଜାଣିବାକୁ ଚାହିଁଲେ ଗୋଟିଏ କେଷକୁ ନେଇ ଏହାକୁ ୬୦ ଭାଗ କରନ୍ତୁ। ପୁଣି ଏହାକୁ ୯୯ ଭାଗ କରନ୍ତୁ । ପୁଣି ୯୯ ଭାଗକୁ ୬୦ ଭାଗ କରନ୍ତୁ । ଏହାର  ଗୋଟିଏ ଭାଗର ପରିମାଣ ଆତ୍ମାର ଆକାର ସହ ସମାନ । ଅର୍ଥାତ ୩,୫୨,୮୩,୬୦୦। ଏମତି ଢଙ୍ଗରେ ପ୍ରାଚୀନ ମୁନିଋସିମାନ ଆତ୍ମାର ଆକାର ଅନୁମାନ ଲାଗାଉଥିଲେ।

ସୌଜନ୍ୟ:ୱେବ ଦୁନିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story