ଫ୍ୟାଶନ ହୋଇପାରେ କାଳ: ବ୍ରେସ୍‌ଲେଟ, ଲକେଟ୍‌ ଓ ବଳା କରିପାରନ୍ତି କ୍ଷତି

ଆଜିକାଲି ଫ୍ୟାଶନ୍‌ର ଯୁଗ। ଷ୍ଟାଇଲ ମେଣ୍ଟେନ୍‌ କରିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛି। କିଏ ବଳା ଓ ବ୍ରେସ୍‌ଲେଟ୍‌ ପିନ୍ଧୁଛି ତ ଆଉ କିଏ ବିଭିନ୍ନ ଡିଜାଇନର ଲକେଟ୍‌। ହେଲେ କେବେ ଭାବିଛନ୍ତି ଏହି ବଳା, ବ୍ରେସ୍‌ଲେଟ୍‌ ଓ ଲକେଟ୍‌ ଆପଣଙ୍କ ପାଇଁ କେତେ କ୍ଷତିକାରକ। ବିଭିନ୍ନ ପ୍ରକାର ଧାତୁରେ ନିର୍ମିତ ଏହି ଦ୍ରବ୍ୟ ଗୁଡିକ ଆପଣଙ୍କୁ ବହୁ କ୍ଷତି ପହଞ୍ଚାଇଥାଏ। ଫ୍ୟାଶନ୍‌ରେ ମସ୍‌ଗୁଲ ରହି ଆପଣ ଏହି କ୍ଷତିକୁ ଜାଣିପାରନ୍ତି ନାହିଁ। ଜାଣିବା […]

Bracelet

Bracelet

Rakesh Mallick
  • Published: Tuesday, 18 July 2017
  • Updated: 18 July 2017, 09:20 AM IST

ଆଜିକାଲି ଫ୍ୟାଶନ୍‌ର ଯୁଗ। ଷ୍ଟାଇଲ ମେଣ୍ଟେନ୍‌ କରିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛି। କିଏ ବଳା ଓ ବ୍ରେସ୍‌ଲେଟ୍‌ ପିନ୍ଧୁଛି ତ ଆଉ କିଏ ବିଭିନ୍ନ ଡିଜାଇନର ଲକେଟ୍‌। ହେଲେ କେବେ ଭାବିଛନ୍ତି ଏହି ବଳା, ବ୍ରେସ୍‌ଲେଟ୍‌ ଓ ଲକେଟ୍‌ ଆପଣଙ୍କ ପାଇଁ କେତେ କ୍ଷତିକାରକ। ବିଭିନ୍ନ ପ୍ରକାର ଧାତୁରେ ନିର୍ମିତ ଏହି ଦ୍ରବ୍ୟ ଗୁଡିକ ଆପଣଙ୍କୁ ବହୁ କ୍ଷତି ପହଞ୍ଚାଇଥାଏ। ଫ୍ୟାଶନ୍‌ରେ ମସ୍‌ଗୁଲ ରହି ଆପଣ ଏହି କ୍ଷତିକୁ ଜାଣିପାରନ୍ତି ନାହିଁ। ଜାଣିବା ବେଳକୁ ବହୁତ ଡେରି ହୋଇଯାଇଥାଏ। ଆସନ୍ତୁ ଜାଣିବା ବ୍ରେସ୍‌ଲେଟ୍‌, ଲକେଟ୍‌ ଓ ବଳା ପିନ୍ଧିଲେ କି କ୍ଷତି ହୋଇଥାଏ।

bracelet‘ଲାଲ କିତାବ’ ଅନୁସାରେ ମଣିବନ୍ଧ, ଆଙ୍ଗୁଳି ଓ ଗଳାରେ କୌଣସି ଧାତୁର ବ୍ରେସ୍‌ଲେଟ, ବଳା, ମୁଦି ଓ ଲକେଟ୍‌ ପିନ୍ଧିଲେ ବହୁତ ଭାବିଚିନ୍ତି ପିନ୍ଧନ୍ତୁ। ହାତ ପରାକ୍ରମ ଭାବକୁ ପ୍ରକାଶ କରୁଥିବା ବେଳେ ଗଳା ଲଗ୍ନ ଭାବକୁ ପ୍ରକାଶ କରିଥାଏ। ପ୍ରତ୍ୟେକ ଧାତୁ ଉପରେ ଗୋଟିଏ ଗ୍ରହ-ନକ୍ଷେତ୍ରଙ୍କ ପ୍ରଭାବ ରହିଥାଏ। ତେଣୁ କୌଣସି ଧାତୁର ଦ୍ରବ୍ୟ ବ୍ୟବହାର ପୂର୍ବରୁ ଏହା ଆପଣଙ୍କ ଭାଇ ଲାଭଦାୟକ କି ନୁହେଁ ତାହା ଜାଣି ରଖିବା ନିହାତି ଆବଶ୍ୟକ।

ବ୍ରେସ୍‌ଲେଟ୍‌: ଆଜିକାଲି ବିଭିନ୍ନ ପ୍ରକାର ଧାତୁର ବ୍ରେସ୍‌ଲେଟ୍‌ ପିନ୍ଧିବା ଏକ ପ୍ରକାର ଫ୍ୟାଶନରେ ପରିଣତ ହୋଇଛି। ବିଭିନ୍ନ ଡିଜାଇନର ବ୍ରେସ୍‌ଲେଟ୍‌ ମିଳୁଛି, ଯାହା ଯୁବପୀଢ଼ିଙ୍କୁ ବେଶ ଆକର୍ଷିତ କରୁଛି। ଏହା ଦେଖିବାକୁ ସୁନ୍ଦର ହୋଇଥିଲେ ମଧ୍ୟ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ତେଣୁ ବ୍ରେସ୍‌ଲେଟ୍‌ କିଣିବା ବେଳେ ଏହା କେଉଁ ଧାତୁରେ ନିର୍ମିତ ହୋଇଛି ନିଶ୍ଚିତ ଦେଖନ୍ତୁ। ଏହି ଧାତୁ ଆପଣଙ୍କ ରାଶି ପାଇଁ ଲାଭଦାୟକ କି ନୁହେଁ ତାହା ମଧ୍ୟ ଦେଖି ନିଅନ୍ତୁ। ଯେତେ ଭଲ ଡିଜାଇନ୍‌ର ବ୍ରେସ୍‌ଲେଟ୍‌ ହୋଇଥିଲେ ମଧ୍ୟ ଯଦି ଏହା ଆପଣଙ୍କ ରାଶି ସହ ମେଳ ଖାଉନାହିଁ ତେବେ ଆଦୌ ବ୍ୟବହାର କରନ୍ତୁ ନାହିଁ।

gitarଲକେଟ୍‌: ଗଳାରେ କ୍ରାସ୍‌, ଗିଟାର ଓ ବନ୍ଧୁକ ଭଳି ଲକେଟ୍‌ ପିନ୍ଧିବା ମଧ୍ୟ ଫ୍ୟାଶନରେ ପରିଣତ ହୋଇଛି। କ୍ରାସ୍‌ ଏପରି ଏକ ଚିହ୍ନ ଯାହା ଆପଣକୁ ମଶାଣି କଥା ମନେ ପକାଇଥାଏ। ଏହାବ୍ୟତୀତ ଗୋଲ ଲୁହାର ଲକେଟ୍‌ ବହୁତ ଲୋକ ବ୍ୟବହାର କରୁଛନ୍ତି। କିଛି ଲୋକ ଦେବଦେବୀ, ରୁଦ୍ରାକ୍ଷ ପିନ୍ଧୁଥିବା ବେଳେ ଆଉ କିଛି ଅଭିମନ୍ତ୍ରୀତ ତାବିଜ ପିନ୍ଧୁଥିବା ଦେଖିବାକୁ ମିଳେ। ଯଦି ଜ୍ୟୋତିଷ ଏହାକୁ ପିନ୍ଧିବାକୁ ଅନୁମତି ଦେଉଛନ୍ତି ତେବେ ପିନ୍ଧନ୍ତୁ, ହେଲେ ଏଥିରୁ ଆପଣ କିଛି ଲାଭ ପାଇବେ ନାହିଁ।

ଗଳା ଆମର ଲଗ୍ନ ସ୍ଥାନ ହୋଇଥିବାରୁ ଲକେଟ୍‌ ପିନ୍ଧିଲେ ଏହା ଆମ ହୃଦୟ ଓ ଯକୃତ ଉପରେ ପ୍ରଭାବ ପକାଇଥାଏ। କେବଳ ୩ ପ୍ରକାର ଧାତୁ (ପିତଳ, ଚାନ୍ଦି ଓ ତମ୍ଭା)ରେ ନିର୍ମିତ ଲକେଟ୍‌ ପିନ୍ଧିବା ଉଚିତ। ଏହାସହ କେଉଁ ପ୍ରକାର ଲକେଟ୍‌ ପିନ୍ଧିବେ ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଅନ୍ତୁ। ‘ଓଁ’ କିମ୍ବା ‘ହନୁମାନ ଜୀ’ଙ୍କ ଲକେଟ୍‌ ହିଁ ବ୍ୟବହାର କରନ୍ତୁ। ଏହାବାଦ ଗୋଲ୍‌ ଧାତୁର ଲକେଟ୍‌ ପିନ୍ଧି ପାରିବେ। ‘ଶୂନ୍‌’ ଆକୃତ ଉର୍ଜାର ପ୍ରତୀକ। ଅର୍ଥାତ ଗୋଲ ଆକୃତିର ଧାତୁ ଗଳାରେ ଧାରଣ କଲେ ଆପଣଙ୍କ ଶାରୀରରେ  ଉର୍ଜାର ସନ୍ତୁଳନ ରହିବ।

Kadaବଳା: ବହୁତ ଲୋକ ଧର୍ମର ପ୍ରତୀକ ଭାବେ ବଳା ପିନ୍ଧୁଥିବା ବେଳେ ଆଉ କିଛି ଫ୍ୟାଶନ ପାଇଁ। ବଳା ପିନ୍ଧିବା ପରେ ବହୁତ ଲୋକ ନିଶା କରୁଥିବା ବେଳେ ଆଉ କିଛି ଅନୈତିକ କାର୍ଯ୍ୟରେ ଲିପ୍ତ ରହିଥାନ୍ତି। ଯାହାର ଫଳ ଭବିଷ୍ୟତରେ ସେମାନଙ୍କୁ ଭୋଗିବାକୁ ପଡିଥାଏ। ଏହାସହ ଯଦି ବଳା ପିନ୍ଧିଛନ୍ତି ତେବେ ଏଥିରେ କେତେ ପ୍ରକାର ରଙ୍ଗ ରହିଛି ତାହା ମଧ୍ୟ ଦେଖି ନିଅନ୍ତୁ। ପ୍ଲାଷ୍ଟିକ ଓ ରବର କଡ଼ା ଆଦୌ ପିନ୍ଧନ୍ତୁ ନାହିଁ। କେବଳ ପିତଳ, ତମ୍ଭା କିମ୍ବା ଚାନ୍ଦିର ବଳା ବ୍ୟବହାର କରନ୍ତୁ।

ବଳା ହନୁମାନ ଜୀଙ୍କ ପ୍ରତୀକ। ତମ୍ଭା ଓ ପିତଳ ମିଶ୍ରିତ ବଳା ପିନ୍ଧିଲେ ଦୃଷ୍ଟଶକ୍ତିଙ୍କଠାରୁ ରକ୍ଷା ମିଳିଥାଏ। ତେବେ ବଳା ପିନ୍ଧିବାରେ ବହୁତ ନିୟମ ରହିଛି। ବଳା ପିନ୍ଧିବା ପରେ କ’ଣ କରିବେ, କ’ଣ ନ କରିବେ ତହା ଜାଣିବା ଦରକାର।

ବଳା ପିନ୍ଧିରେ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ। ଯଦି ବାରମ୍ବାର ରୋଗରେ ପଡୁଛନ୍ତି ତେବେ ଅଷ୍ଟଧାତୁର ବଳା ଧାରଣ କରନ୍ତୁ। ମଙ୍ଗଳବାର ଅଷ୍ଟଧାତୁର ବଳା ବନାନ୍ତ। ଶନିବାର ଏହାକୁ ହନୁମାନ ମନ୍ଦିରକୁ ନେଇ ବଜରଙ୍ଗ ବଲୀଙ୍କ ଚରଣରେ ରଖି ହନୁମାନ ଚାଳିଶା ପାଠ କରନ୍ତୁ। ଏହାପରେ ବଳାରେ ହନୁମାନ ଜୀଙ୍କ ସିନ୍ଧୁର ଲଗାଇ ଏହାକୁ ହାତରେ ପିନ୍ଧି ନିଅନ୍ତୁ। ଏହା ହନୁମାନ ଜୀଙ୍କ ପ୍ରତୀକ ହୋଇଥିବାରୁ ଏହାକୁ ଧାରଣ କରି କୌଣସି ଅପବିତ୍ର କାମ କରନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story