ସୁଖମୟ ଜୀବନ ବିତାଇବାକୁ ଚାହୁଁଛନ୍ତି ? ଜାଣନ୍ତି କ’ଣ କରିବେ

ଦିନରେ କିଛି ସମୟ ଶୋଇଲେ ଉତ୍ସାହ ସୃଷ୍ଟି ହେବା ସହ ଫୁର୍ତ୍ତି ଆସେ ଓ କାମ କରିବାରେ ଲାଗିଥାଏ। ଏହା ଏକାଧିକ ସର୍ଭେରୁ ଜଣାପଡିଛି ଓ ବିଜ୍ଞାନ ସିଦ୍ଧ ମଧ୍ୟ ହୋଇଛି। ହେଲେ ଆପଣ ଜାଣିଛନ୍ତି ଦିନରେ ୩୦ ମିନଟ୍‌ରୁ କମ ଶୋଉଥିବା ଲୋକେ ସୁଖମୟ ଜୀବନ ବିତାଇ ଥାନ୍ତି। ବ୍ରିଟେନ୍‌ର ସାଇକୋଲୋଜି ପ୍ରଫେସର ରିଚାର୍ଡ ୱାଇମେନ୍‌ ଏବଂ ତାଙ୍କ ଟିମ୍‌ ୧୦୦୦ ଲୋକଙ୍କୁ ନେଇ କରିଥିବା ଏକ ସର୍ଭେରୁ ଏହା ଜଣାପଡିଛି। ଅନ୍‌ଲାଇନ୍‌ ପ୍ରଶ୍ନ ଉତ୍ତରରେ […]

sleep

sleep

Rakesh Mallick
  • Published: Wednesday, 10 May 2017
  • Updated: 10 May 2017, 09:02 PM IST

Sports

Latest News

ଦିନରେ କିଛି ସମୟ ଶୋଇଲେ ଉତ୍ସାହ ସୃଷ୍ଟି ହେବା ସହ ଫୁର୍ତ୍ତି ଆସେ ଓ କାମ କରିବାରେ ଲାଗିଥାଏ। ଏହା ଏକାଧିକ ସର୍ଭେରୁ ଜଣାପଡିଛି ଓ ବିଜ୍ଞାନ ସିଦ୍ଧ ମଧ୍ୟ ହୋଇଛି। ହେଲେ ଆପଣ ଜାଣିଛନ୍ତି ଦିନରେ ୩୦ ମିନଟ୍‌ରୁ କମ ଶୋଉଥିବା ଲୋକେ ସୁଖମୟ ଜୀବନ ବିତାଇ ଥାନ୍ତି।

ବ୍ରିଟେନ୍‌ର ସାଇକୋଲୋଜି ପ୍ରଫେସର ରିଚାର୍ଡ ୱାଇମେନ୍‌ ଏବଂ ତାଙ୍କ ଟିମ୍‌ ୧୦୦୦ ଲୋକଙ୍କୁ ନେଇ କରିଥିବା ଏକ ସର୍ଭେରୁ ଏହା ଜଣାପଡିଛି। ଅନ୍‌ଲାଇନ୍‌ ପ୍ରଶ୍ନ ଉତ୍ତରରେ ସେମାନେ ଲୋକଙ୍କ ଅଭ୍ୟାସ ଓ ସୁଖମୟ ଜୀବନ ସମ୍ପର୍କରେ ପଚାରିଥିଲେ। ଏଥିରେ ୩୦ ମିନିଟ୍‌ରୁ କମ ଶୋଉଥିବା ୬୬ ପ୍ରତିଶତ ଲୋକ ସୁଖମୟ ଜୀବନ ବିତାଉ ଥିବା କହିଛନ୍ତି। ୩୦ ମିନିଟ୍‌ରୁ ଅଧିକ ଶୋଉଥିବା ୫୬ ପ୍ରତିଶତ ଲୋକ ନିଜକୁ ଖୁସିରେ ରହୁଥିବା କହିଥିବା ବେଳେ ଆଦୌ ଶୋଉ ନ ଥିବା ୬୦ ପ୍ରତିଶତ ଲୋକ ସୁଖମୟ ଜୀବନ ବିତାଉଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story