ପେଟ ପାଇଁ ନାଟ: କଟି ଯାଇଥିବା ହାତ ଆଙ୍ଗୁଠି ପାଇଁ କ’ଣ କଲେ ଶ୍ରମିକ ?

ଜଣେ ଶ୍ରମିକ ପାଇଁ ତା’ ହାତ ଓ ଗୋଡ଼ ବହୁତ ଗୁରୁତ୍ୱପୂର୍ଣ୍ଣ। ଯେତେଦିନ ପର୍ଯ୍ୟନ୍ତ ହାତଗୋଡ଼ ଭଲ ଥିବ ସେତେ ଦିନ ପର୍ଯ୍ୟନ୍ତ ସେ ନିଜ ପେଟ ପୋଷିବାକୁ ସକ୍ଷମ। ଯଦି କେବେ ଏହି ଦୁଇଟିରୁ ଗୋଟିଏର କିଛି ଅଙ୍ଗ ଖରାପ ହୋଇଯାଏ ଅଥବା କଟିଯାଏ ତେବେ ସେ ଶ୍ରମିକ କିପରି ତା’ ପେଟ ପୋଷିବ ଓ ପରିବାର ଭରଣପୋଷଣ କରିବ କେବେ ଚିନ୍ତା କରିଛନ୍ତି। ଏପରି ଏକ ସମସ୍ୟାରେ ପଡିଛନ୍ତି ଅଷ୍ଟ୍ରେଲିଆର ଜଣେ ଶ୍ରମିକ। ନିଜ […]

surgery

surgery

Rakesh Mallick
  • Published: Friday, 14 July 2017
  • Updated: 14 July 2017, 11:42 AM IST

Sports

Latest News

ଜଣେ ଶ୍ରମିକ ପାଇଁ ତା’ ହାତ ଓ ଗୋଡ଼ ବହୁତ ଗୁରୁତ୍ୱପୂର୍ଣ୍ଣ। ଯେତେଦିନ ପର୍ଯ୍ୟନ୍ତ ହାତଗୋଡ଼ ଭଲ ଥିବ ସେତେ ଦିନ ପର୍ଯ୍ୟନ୍ତ ସେ ନିଜ ପେଟ ପୋଷିବାକୁ ସକ୍ଷମ। ଯଦି କେବେ ଏହି ଦୁଇଟିରୁ ଗୋଟିଏର କିଛି ଅଙ୍ଗ ଖରାପ ହୋଇଯାଏ ଅଥବା କଟିଯାଏ ତେବେ ସେ ଶ୍ରମିକ କିପରି ତା’ ପେଟ ପୋଷିବ ଓ ପରିବାର ଭରଣପୋଷଣ କରିବ କେବେ ଚିନ୍ତା କରିଛନ୍ତି। ଏପରି ଏକ ସମସ୍ୟାରେ ପଡିଛନ୍ତି ଅଷ୍ଟ୍ରେଲିଆର ଜଣେ ଶ୍ରମିକ। ନିଜ ହାତ ଆଙ୍ଗୁଠି ହରାଇବା ପରେ ଏବେ ତାଙ୍କୁ ତାଙ୍କ ପାଦ ଆଙ୍ଗୁଠି ବି କାଟିବାକୁ ପଡିଛି। ତେବେ ଏହି ଶ୍ରମିକଙ୍କ କ୍ଷେତ୍ରରେ ଏମିତି କାହିଁକି ଘଟିଲା ଆସନ୍ତୁ ଜାଣିବା।

ପଶ୍ଚିମ ଅଷ୍ଟ୍ରେଲିଆର ଜୋକ୍‌ ମିଶେଲ (୨୨) କ୍ଷେତରେ କାମ କରୁଥିବା ବେଳେ ଏକ ବଳଦର ଖୁରା ତାଙ୍କ ହାତ ଆଙ୍ଗୁଠି ଉପରେ ପଡି ଯିବାରୁ ତାହା କଟି ଯାଇଥିଲା। ସାଥୀ ଶ୍ରମିକମାନେ କଟିଯାଇଥିବା ଆଙ୍ଗୁଠିକୁ ସଂଗ୍ରହ କରି ବରଫରେ ରଖି ମିଶେଲଙ୍କୁ ମେଡିକାଲ ନେଇଥିଲେ। ସେଠାରେ ଦୁଇଥର ତାଙ୍କ ଆଙ୍ଗୁଠି ପ୍ରତ୍ୟାରୋପଣ ପାଇଁ ଅପରେସନ କରାଯାଇଥିଲା। ହେଲେ ଏହା ସଫଳ ହୋଇ ନ ଥିଲା। ଶେଷରେ ପାଦରୁ ଆଙ୍ଗୁଠି ଆଣି ହାତରେ ପ୍ରତ୍ୟାରୋପଣ କରିବାକୁ ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ମିଶେଲଙ୍କ ଅନୁମତି ମଗା ଯାଇଥିଲା।

ଶ୍ରମିକ ଭାବେ କାମ କରୁଥିବା ମିଶେଲଙ୍କ ପକ୍ଷେ ଏପରି ନିଷ୍ପତ୍ତି ନେବା କାଠିକର ପାଠ ଥିଲା। କାରଣ ଶରୀରର ଗୋଟିଏ ଅଙ୍ଗ ହରାଇ ସାରିଥିବା ମିଶେଲ ଆଉ କୌଣସି ସ୍ଥାନରେ କ୍ଷତି ପହଞ୍ଚୁ ଚାହିଁ ନ ଥିଲେ। ହେଲେ ପେଟ ପୋଷିବାକୁ ହାତ ଭଲ ରହିବା ବି ନିହାତି ଦରକାର ଥିଲା। ଶେଷରେ ଅନିଚ୍ଛା ସତ୍ତ୍ୱେ ସେ ଅପରେସନ ପାଇଁ ରାଜି ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story