ସୁନ୍ଦରୀ ହେଲେ ଅସୁନ୍ଦରୀ: ଗୋରା ରଙ୍ଗ ନେଇଗଲା କସ୍‌ମେଟିକ୍‌ ଟ୍ରିଟ୍‌ମେଣ୍ଟ

ନୂଆଦିଲ୍ଲୀ:ସୁନ୍ଦର ଦେଖାଯିବା ପାଇଁ ସବୁ ଝିଅ ଚାହାଁନ୍ତି। କେବଳ ଚାହାଁନ୍ତିନାହିଁ ଏଥିପାଇଁ କଡ଼ା ପରିଶ୍ରମ ମଧ୍ୟ କରନ୍ତି। କିଛି ଝିଅ ନିଜର ପସନ୍ଦିତା କଳାକାରଙ୍କ ପରି ଦେଖାଯିବାକୁ ସବୁବେଳେ ଚେଷ୍ଟା କରନ୍ତି । ହେଲେ ସୁନ୍ଦରୀ ହେବାର ନିଶା ଯେ, କେତେ ମାରାତ୍ମକ ହୋଇପାରେ ତାହା ଜଣେ ବ୍ରିଟିଶ୍‌ ଯୁବତୀଙ୍କ ମୁହଁକୁ ଦେଖିଲେ ଜାଣିହେବ। ଗୋରା ହେବାର ପ୍ରବଳ ଆଗ୍ରହ ଆଜି ତାଙ୍କୁ ବିକୃତ କରିଦେଇଛି। ଯାହାକୁ ଆପଣ ଦେଖିପାରିବେନି। ଜଣେ ବ୍ରିଟିଶ୍‌ ଯୁବତୀ ସୁନ୍ଦରୀ ଦେଖାଯିବା ପାଇଁ […]

sss

sss

Tapas Behera
  • Published: Tuesday, 11 December 2018
  • Updated: 11 December 2018, 03:48 PM IST

ନୂଆଦିଲ୍ଲୀ:ସୁନ୍ଦର ଦେଖାଯିବା ପାଇଁ ସବୁ ଝିଅ ଚାହାଁନ୍ତି। କେବଳ ଚାହାଁନ୍ତିନାହିଁ ଏଥିପାଇଁ କଡ଼ା ପରିଶ୍ରମ ମଧ୍ୟ କରନ୍ତି। କିଛି ଝିଅ ନିଜର ପସନ୍ଦିତା କଳାକାରଙ୍କ ପରି ଦେଖାଯିବାକୁ ସବୁବେଳେ ଚେଷ୍ଟା କରନ୍ତି । ହେଲେ ସୁନ୍ଦରୀ ହେବାର ନିଶା ଯେ, କେତେ ମାରାତ୍ମକ ହୋଇପାରେ ତାହା ଜଣେ ବ୍ରିଟିଶ୍‌ ଯୁବତୀଙ୍କ ମୁହଁକୁ ଦେଖିଲେ ଜାଣିହେବ। ଗୋରା ହେବାର ପ୍ରବଳ ଆଗ୍ରହ ଆଜି ତାଙ୍କୁ ବିକୃତ କରିଦେଇଛି। ଯାହାକୁ ଆପଣ ଦେଖିପାରିବେନି। ଜଣେ ବ୍ରିଟିଶ୍‌ ଯୁବତୀ ସୁନ୍ଦରୀ ଦେଖାଯିବା ପାଇଁ କସ୍‌ମେଟିକ୍‌ ଟ୍ରିଟ୍‌ମେଣ୍ଟ୍‌ କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

୨୯ ବର୍ଷୀୟ ରିଚେଲ୍‌ ନେପର୍‌ ଓଠର କସ୍‌ମେଟିକ୍‌ ଟ୍ରିଟ୍‌ମେଣ୍ଟ୍‌ କରିଥିଲେ। ଏଥିପାଇଁ ସେ ତାଙ୍କ ସାଙ୍ଗ ଘରେ ଓଠରେ ଫିଲର୍‌ ଇଞ୍ଜେକସନ୍‌ ଲଗାଇଥିଲେ। କିନ୍ତୁ ଦୁଃଖର କଥା ଇଞ୍ଜେକସନ୍‌ ନେବା ପରେ ରିଚେଲ୍‌ଙ୍କ ଓଠ ଫୁଲିବାକୁ ଲାଗିଥିଲା ଓ ତାଙ୍କ ଓଠରେ ଯନ୍ତ୍ରଣା ହୋଇଥିଲା। ଏହା ପରେ ତାଙ୍କ ଓଠ ମୂଳ ଆକାରରୁ ତିନିଗୁଣ ବଢ଼ି ଯାଇଥିଲା। ରିଚେଲ୍‌ ତାଙ୍କ ଫଟୋକୁ ସୋଶାଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି। ତାଙ୍କ ଫଟୋ ଭାଇରାଲ୍‌ ହେବାରେ ଲାଗିଛି।

ଟିକିତ୍ସା ପରେ ଡାକ୍ତର ଏହାକୁ ଆଲର୍ଜିକ୍‌ ଇନ୍‌ଫେକସନ୍‌ ବୋଲି କହିଥିଲେ। ପାଖାପାଖି ୭୨ ଘଣ୍ଟା ପରେ ରିଚେଲ୍‌ଙ୍କ ଓଠ ତାର ପୂର୍ବ ଅବସ୍ଥାକୁ ଫେରିଥିଲା।
ରିଚେଲ୍‌ ନେପର୍‌ଙ୍କ ଓଠ ଇନ୍‌ଫେକସନ୍‌ ହେବା ପରେ ସେ ୧ ସପ୍ତାହ ଧରି ଘରୁ ବାହାରକୁ ବାହାରି ପାରିଲେ ନାହିଁ। ସେହିପରି କିଛି ଦିନ ପୂର୍ବରୁ ଜଣେ ଫ୍ରେଞ୍ଚ୍‌ ମହିଳା କେଶରେ ରଙ୍ଗ କରୁଥିବା ସମୟରେ ତାଙ୍କ ମୁଣ୍ଡ ଫୁଲିବା ଆରମ୍ଭ କରିଥିଲା। ମହିଳା ଜଣକ ତାଙ୍କ ଫଟୋ ସୋଶାଲ୍‌ ମିଡିଆରେ ପୋଷ୍ଟ କରିବା ପରେ ଭାଇରାଲ୍‌ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story