ଭାରତରେ ଧନୀ ଲୋକଙ୍କର ଅଭାବ ନାହିଁ। ଅଭିନେତାଙ୍କ ଠାରୁ ଆରମ୍ବ କରି ବ୍ୟବସାୟୀ ପର୍ଯ୍ୟନ୍ତ। ଅନେକ ବଡ ବଡ ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ ରହିଛି ଦାମୀ ଦାମୀ କାର। ଆସନ୍ତୁ ଜାଣିବା ଏପରି ଭାରତୀୟଙ୍କ ବିଷୟରେ ଯ।ହାଙ୍କ ପାଖରେ ରହିଛି ବିଶ୍ୱର ସବୁଠୁ ଦାମୀ କାର।
ଶାହାରୁଖ ଖାନ- ଶାହରୁଖ ଖାନଙ୍କ ପାଖରେ ରିହିଛି ଅନେକ ଦାମୀ କାର। ସେଗୁଡିକ ମଧ୍ୟରୁ ବୋଗାଟି ଭେରୋନ ଶାହରୁଖଙ୍କ ସବୁଠୁ ପ୍ରିୟ। ଯାହାର ମୂଲ୍ୟ ପାଖପାଖି 12 କୋଟି ଟଙ୍କା।
ଅମିର ଖାନ- ଅମିର ଖାନ ପାଖରେ ରହିଛି ମର୍ସିଟିଜ ବେଞ୍ଜ ଏସ-600। ଯାହାର ମୂଲ୍ୟ 10 କୋଟି ଟଙ୍କା।
ମୁକେଶ ଅମ୍ବାନୀ- ଭାରତର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପାଖରେ ରହିଛି ମୋବେକ୍-62। ଯାହାର ମୂଲ୍ୟ 5.40 କୋଟି ଟାଙ୍କା। ଅମ୍ବାନୀଙ୍କ ପାଖରେ ଏପରି ଅନେକ ଦାମୀ କାର ସହିତ ପ୍ରଇଭେଟ୍ ଜେଟ୍ ମଧ୍ୟ ରହିଛି।
ରତନ ଟାଟା- ଟାଟା କମ୍ପାନୀ ମୁଖ୍ୟ ରତନ ଟାଟାଙ୍କ ପାଖରେ ଅଛି ଫରାରି କାର୍ଲିଫନିଆ କାର । ଯାହାର ମୂଲ୍ୟ 3.45 କୋଟି ଟଙ୍କା।
ସଚିନ ତେନ୍ଦୁଲକର- ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପାଖରେ ରହିଛି BMW i8 କାର। ଯାହାର ମୂଲ୍ୟ 2.20 କୋଟି ଟଙ୍କା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।