କୃଷକଙ୍କ ମହାନତା, ନିଜ ଅଞ୍ଚଳର ପିଲାଙ୍କୁ ଆଇଏଏସ୍ କରିବାକୁ ଦାନ କଲେ ୩୨ କୋଟି ଟଙ୍କା

ଅନେକ ସମୟରେ ଆଇଏଏସ୍ ପରୀକ୍ଷାରେ ସଫଳତା ପାଇଥିବା କିଛି ପରୀକ୍ଷାର୍ଥୀଙ୍କ ସଂର୍ଘଷମୟ କାହାଣୀ ଶୁଣିଥିବେ ନିଶ୍ଚୟ। କେତେବେଳେ ଗରିବ ଘରର ପିଲାଟିଏ ଆଇଏଏସ୍ ପାଇ ଉଦାହରଣ ସୃଷ୍ଟି କରେ ତ ପୁଣି କେତେବେଳେ ଭିନ୍ନକ୍ଷମ ଏହି ସମ୍ମାନସ୍ପଦ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇଥାଏ। ତେବେ ଆଇଏଏସ୍ ହେବାର ଯାତ୍ରା ଏତେ ସହଜ ନୁହେଁ ଗରିବ ଘରର ପିଲାଙ୍କ ପାଇଁ। କାରଣ ଏଥିପାଇଁ ବଡ ସହରରେ ରହି ଉପଯୁକ୍ତ କୋଚିଂ ନେବା ପାଇଁ ବହୁତ ଟଙ୍କା ଖର୍ଚ୍ଚ […]

farmer

farmer

Rakesh Mallick
  • Published: Monday, 10 July 2017
  • Updated: 10 July 2017, 09:05 PM IST

Sports

Latest News

ଅନେକ ସମୟରେ ଆଇଏଏସ୍ ପରୀକ୍ଷାରେ ସଫଳତା ପାଇଥିବା କିଛି ପରୀକ୍ଷାର୍ଥୀଙ୍କ ସଂର୍ଘଷମୟ କାହାଣୀ ଶୁଣିଥିବେ ନିଶ୍ଚୟ। କେତେବେଳେ ଗରିବ ଘରର ପିଲାଟିଏ ଆଇଏଏସ୍ ପାଇ ଉଦାହରଣ ସୃଷ୍ଟି କରେ ତ ପୁଣି କେତେବେଳେ ଭିନ୍ନକ୍ଷମ ଏହି ସମ୍ମାନସ୍ପଦ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇଥାଏ। ତେବେ ଆଇଏଏସ୍ ହେବାର ଯାତ୍ରା ଏତେ ସହଜ ନୁହେଁ ଗରିବ ଘରର ପିଲାଙ୍କ ପାଇଁ। କାରଣ ଏଥିପାଇଁ ବଡ ସହରରେ ରହି ଉପଯୁକ୍ତ କୋଚିଂ ନେବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ତେଣୁ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ଆଇଏଏସ୍‌ ହେବାର ସ୍ୱପ୍ନକୁ ମନ ଭିତରେ ହିଁ ମାରି ଦେଇଥାନ୍ତି। କିନ୍ତୁ ଗରିବ ମେଧାବୀଙ୍କ ସେହି ସ୍ୱପ୍ନକୁ ସାକାର କରିବାକୁ ମହାରାଷ୍ଟ୍ରର ଜଣେ କୃଷକ ଆଗେଇ ଆସିଛନ୍ତି। ଘଟଣାଟି ପୂରା ଜାଣିଲେ ଆପଣ କୃଷକଙ୍କ ପଦକ୍ଷେପକୁ ପ୍ରଂଶସା ନ କରି ରହି ପାରିବେ ନାହିଁ।

ମହାରାଷ୍ଟ୍ରର କାଶୀନାଥ ଗୋବିନ୍ଦ ପାଟିଲ। ବୃତ୍ତିରେ ଜଣେ କୃଷକ। ହେଲେ ଆଇଏଏସ୍ ହେବା ପାଇଁ ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସେ ଦେବଦୂତ ସାଜି ସାମ୍ନାକୁ ଆସିଛନ୍ତି। ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଆଇଏଏସ୍ କୋଚିଂ ପାଇଁ ୩୨ କୋଟି ଟଙ୍କାର ସମ୍ପତ୍ତି ଦାନ ଆକାରରେ ଦେଇଛନ୍ତି ସେ। ଶ୍ରୀ ସାଇ ବାବା ସଂସ୍ଥାନ ଟ୍ରଷ୍ଟକୁ ସେ ନିଜ ୩୨ କୋଟି ଟଙ୍କା ମୂଲ୍ୟର ଦୁଇଟି ବିଲ୍ଡିଂ ଦାନ କରିଛନ୍ତି। ଗରିବ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଇଏଏସ୍ କୋଚିଂ ଦେବା ପାଇଁ ଏକାଡେମୀ ଖୋଲିଛି ଏହି ସଂସ୍ଥା । ଉତ୍ତର ମହାରାଷ୍ଟ୍ରର ଛାତ୍ରଛାତ୍ରୀ ଯେପରି ଅଧିକ ସଂଖ୍ୟାରେ ଆଇଏଏସ୍ ପରୀକ୍ଷାରେ ସଫଳତା ପାଇବେ ତାହା ଏହି ସଂସ୍ଥାର ମୂଳ ଲକ୍ଷ୍ୟ। ଜଣେ ସାଈଭକ୍ତ ଭାବେ କାଶୀନାଥଙ୍କର ବେଶ୍‌ ନାଁ ଅଛି। ଶିରିଡିକୁ ଆସୁଥିବା ସାଈଭକ୍ତ ଯେପରି ଅସୁବିଧାରେ ନ ପଡିବେ ସେଥିପାଇଁ ରହିବାର ବନ୍ଦୋବସ୍ତ ମଧ୍ୟ କରିଛନ୍ତି ସେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story