ଧୀଶକ୍ତି ସଂପନ୍ନ ମାଳବିକା: ସପ୍ତମ ପରେ ସିଧା ପଢ଼ିଲେ ଏମ୍‌ଏସି, ଏମ୍‌ଆଇଟି ଦେଲା ଇଞ୍ଜନିୟରିଂ ଆଡ୍‌ମିଶନ

ନୂଆଦିଲ୍ଲୀ: ସେ ସପ୍ତମ ଶ୍ରେଣୀ ପରେ ସ୍କୁଲ୍ ଯାଇପାରି ନଥିଲେ। ତାଙ୍କ ପାଖରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ସାର୍ଟିଫିକେଟ୍ ନାହିଁ। କିନ୍ତୁ ଏହା ସତ୍ତ୍ୱେ ସେ ବିଶ୍ୱ ପ୍ରସିଦ୍ଧ ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି (ଏମ୍‌ଆଇଟି)ରେ ନାମ ଲେଖାଇବାରେ ସଫଳ ହୋଇଛନ୍ତି। ଖାଲି ସେତିକି ନୁହେଁ ଏମ୍‌ଆଇଟି ତାଙ୍କୁ ସ୍କୋଲାରସିପ୍‌ ମଧ୍ୟ ଦେବ। ତାଙ୍କ ନାଁ ମାଳବିକା ଜୋଶୀ। ବୟସ ୧୭। ଘର ମୁମ୍ବାଇରେ। କଂପ୍ୟୁଟରରେ ଥିବା ତାଙ୍କର ଜ୍ଞାନ ପାଇଁ ସେ ଏମ୍‌ଆଇଟ୍‌ରେ ପଢ଼ିବା […]

Rakesh Mallick
  • Published: Saturday, 02 September 2017
  • Updated: 02 September 2017, 03:40 PM IST

Sports

Latest News

ନୂଆଦିଲ୍ଲୀ: ସେ ସପ୍ତମ ଶ୍ରେଣୀ ପରେ ସ୍କୁଲ୍ ଯାଇପାରି ନଥିଲେ। ତାଙ୍କ ପାଖରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ସାର୍ଟିଫିକେଟ୍ ନାହିଁ। କିନ୍ତୁ ଏହା ସତ୍ତ୍ୱେ ସେ ବିଶ୍ୱ ପ୍ରସିଦ୍ଧ ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି (ଏମ୍‌ଆଇଟି)ରେ ନାମ ଲେଖାଇବାରେ ସଫଳ ହୋଇଛନ୍ତି। ଖାଲି ସେତିକି ନୁହେଁ ଏମ୍‌ଆଇଟି ତାଙ୍କୁ ସ୍କୋଲାରସିପ୍‌ ମଧ୍ୟ ଦେବ। ତାଙ୍କ ନାଁ ମାଳବିକା ଜୋଶୀ। ବୟସ ୧୭। ଘର ମୁମ୍ବାଇରେ। କଂପ୍ୟୁଟରରେ ଥିବା ତାଙ୍କର ଜ୍ଞାନ ପାଇଁ ସେ ଏମ୍‌ଆଇଟ୍‌ରେ ପଢ଼ିବା ପାଇଁ ସୁଯୋଗ ପାଇଛନ୍ତି।

ସପ୍ତମ ଶ୍ରେଣୀ ପରେ ସ୍କୁଲ୍ ଯାଇ ନଥିଲେ ମାଳବିକା। ସେ ଅନ୍ୟ ପିଲାମାନଙ୍କ ଭଳି ସ୍କୁଲ୍ ଯାଇ ପଢ଼ିବା ବଦଳରେ ଘରେ ରହି ପଢ଼ିଥିଲେ। ତାଙ୍କ ମା’ ସୁପ୍ରିୟା ହିଁ ତାଙ୍କୁ ସପ୍ତମ ଶ୍ରେଣୀ ପରେ ସ୍କୁଲ୍ ଛାଡ଼ି ନଥିଲେ। ସେ ଚାହୁଁଥିଲେ ତାଙ୍କ ଝିଅ କେବଳ ଜ୍ଞାନ ପାଇଁ ପାଠ ନପଢ଼ି ଖୁସି ମଧ୍ୟ ରହିବା ଉଚିତ। ସେ ବି ଚାକିରି ଛାଡ଼ି ଦେଲେ ଓ ଘରେ ଝିଅକୁ ପଢ଼ାଇବା ଆରମ୍ଭ କଲେ। ସେ ଘରେ ହିଁ ଝିଅ ପାଇଁ ଶ୍ରେଣୀଗୃହ ଭଳି ବାତାବରଣ ସୃଷ୍ଟି କରିଥିଲେ। ଝିଅ ପାଇଁ ସେ ସ୍ୱତନ୍ତ୍ର ଭାବେ ଏକ ପାଠ୍ୟଖସଡ଼ା (ସିଲାବସ୍‌) ପ୍ରସ୍ତୁତ କରିଥିଲେ।

ସୁପ୍ରିୟା କହିଛନ୍ତି,“ଆମେ ମଧ୍ୟମ ବର୍ଗ ପରିବାରରୁ ଆସିଛୁ। ମାଳବିକା ସ୍କୁଲ୍‌ରେ ଭଲ କରୁଥିଲା। କିନ୍ତୁ ମୋତେ ଲାଗିଲା ମୋ ଛୁଆ ଖୁସି ରହିବା ବି ଜରୁରୀ। ପାରପାଂରିକ ଜ୍ଞାନ ଅପେକ୍ଷା ଖୁସି ରହିବା ଅଧିକ ଜରୁରୀ। ସ୍କୁଲ୍ ବନ୍ଦ ହୋଇଯିବା ପରେ ମାଳବିକା ଖୁସି ରହିବାକୁ ଲାଗିଲା। ପୂର୍ବ ଅପେକ୍ଷା ଅଧିକ କଥା ଶିଖିଲା। ସବୁ ବିଷୟରେ ଜାଣିବା ପାଇଁ ତାର ଉତ୍ସୁକତା ବଢ଼ିଲା। ପ୍ରତିଦିନ ସେ କୌଣସି ନା କୌଣସି ବିଷୟରେ ଖୋଳତାଡ଼ କରେ। ଆଉ ୟା ଭିତରେ ପ୍ରୋଗ୍ରାମିଂ ଉପରେ ତା’ର ଆଗ୍ରହ ବଢ଼ିବାକୁ ଲାଗିଲା। ଅନ୍ୟ ବିଷୟଗୁଡ଼ିକ ଅପେକ୍ଷା ସେ ପ୍ରୋଗ୍ରାମିଂକୁ ଅଧିକ ସମୟ ଦିଏ। ସ୍କୁଲ୍‌ରେ ରହି ଏଗୁଡ଼ିକ କରି ହେବ ନାହିଁ। ମାଳବିକା ଧୀରେ ଧୀରେ ଜାଣିଗଲା ପ୍ରୋଗ୍ରାମିଂରେ ତାଙ୍କୁ ଅଧିକ ମୁଣ୍ଡ ଖଟେଇବାକୁ ପଡ଼ୁନାହିଁ ଓ ଏଥିରେ ତାର ରୁଚି ଅଧିକ।”

ସ୍କୁଲ୍‌ ଯାଇ ନଥିଲେ ମଧ୍ୟ ଚେନ୍ନାଇ ମ୍ୟାଥ୍‌ମେଟିକ୍ସ ଇନ୍‌ଷ୍ଟିଚ୍ୟୁଟ୍‌(CMI)ରେ ଏମ୍‌ଏସି କରିବା ପାଇଁ ତାଙ୍କୁ ସୁଯୋଗ ମିଳିଲା। କେବଳ ସେତିକି ନୁହେଁ ଅନ୍ତର୍ଜାତୀୟ ପ୍ରୋଗ୍ରାମିଂ ଅଲମ୍ପିଆଡ୍‌ରେ ତିନି ଥର ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଥିଲେ। ଅଲମ୍ପିଆଡ୍‌ରେ ସେ ଦୁଇଟି ସିଲ୍‌ଭର ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତି ଥିଲେ। ସିଏମ୍‌ଆଇରେ ସେ ଗଣିତ ସଂପର୍କରେ ଅନେକ ଜିନିଷ ଜାଣି ପାରିଥିଲେ।

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏତେ ଜ୍ଞାନୀ ହେବା ସତ୍ତ୍ୱେ ସେ ଆଇଆଇଟିରେ ନାମ ଲେଖାବାର ସୁଯୋଗ ପାଇପାରିଲେ ନାହିଁ। ଆଇଆଇଟିରେ ନାମ ଲେଖାଇବାକୁ ହେଲେ ନିୟମ ଅନୁଯାୟୀ ଦ୍ୱାଦଶ ଶ୍ରେଣୀ ପାସ୍ କରିବାକୁ ପଡ଼ିବ। କିନ୍ତୁ ଏମ୍‌ଆଇଟିରେ ସେହି ଛାତ୍ରମାନଙ୍କୁ ମଧ୍ୟ ନାମ ଲେଖାଇବାକୁ ସୁଯୋଗ ଦିଆଯାଏ ଯେଉଁମାନେ ଅଲମ୍ବିଆଡ୍‌ରେ ଯୋଗ୍ୟତା ଅର୍ଜନ କରି ଥାଆନ୍ତି।

ମାଳବିକାଙ୍କ ମା’ ସୁପ୍ରିୟା କହିଛନ୍ତି ଯେ ପ୍ରତ୍ୟେକ ଅଭିଭାବକ ଏହା ଉପରେ ଗୁରୁତ୍ୱ ଦିଅନ୍ତୁ ଯେ ସେମାନଙ୍କ ଛୁଆମାନେ କ’ଣ କରିବାକୁ ଚାହୁଁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story