ପେସାରେ ଇଂଜିନିୟର: ଅଫିସ ଯାଉଛନ୍ତି ଏରୋପ୍ଲେନ୍‌ରେ

ଅଫିସ୍‌ ଯିବାକୁ ଆମେ ସାଧାରଣତଃ ବସ୍‌, ଅଟୋ କିମ୍ୱା ବାଇକ୍‌ ବ୍ୟବହାର କରିଥାଉ। କେବେ ଶୁଣିଛନ୍ତି ବିମାନରେ ପ୍ରତିଦିନ ଅଫିସ୍‌ ଯିବ। ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଲସ୍‌ଆଞ୍ଜେଲରେ ଏମିତି ଜଣେ ବ୍ୟକ୍ତି ରହୁଛନ୍ତି ଯିଏ ସପ୍ତାହକୁ ୫ ଦିନ ଅଫିସ୍‌ ଯାଇଥାନ୍ତି ବିମାନରେ। ଏହି ବ୍ୟକ୍ତି ଜଣଙ୍କ ହେଲେ କର୍ଟ ୱୋନ ବଡିନ୍ସକି। ପେସାରେ କର୍ଟ ଜଣେ ମେକାନିକାଲ ଇଂଜିନିୟର। ଏକ ଟେକ୍ କମ୍ପାନୀର କୋ-ଫାଉଣ୍ଡର ମଧ୍ୟ। କର୍ଟଙ୍କ ଅଫିସ୍‌ ସୋନ୍‌ଫ୍ରାନ୍ସିସ୍କୋରେ। ପ୍ରତିଦିନ ଅଫିସ୍‌ ଯିବା ଆସିବାକୁ […]

man

man

Rakesh Mallick
  • Published: Sunday, 16 July 2017
  • Updated: 16 July 2017, 05:24 PM IST

Sports

Latest News

ଅଫିସ୍‌ ଯିବାକୁ ଆମେ ସାଧାରଣତଃ ବସ୍‌, ଅଟୋ କିମ୍ୱା ବାଇକ୍‌ ବ୍ୟବହାର କରିଥାଉ। କେବେ ଶୁଣିଛନ୍ତି ବିମାନରେ ପ୍ରତିଦିନ ଅଫିସ୍‌ ଯିବ। ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଲସ୍‌ଆଞ୍ଜେଲରେ ଏମିତି ଜଣେ ବ୍ୟକ୍ତି ରହୁଛନ୍ତି ଯିଏ ସପ୍ତାହକୁ ୫ ଦିନ ଅଫିସ୍‌ ଯାଇଥାନ୍ତି ବିମାନରେ। ଏହି ବ୍ୟକ୍ତି ଜଣଙ୍କ ହେଲେ କର୍ଟ ୱୋନ ବଡିନ୍ସକି। ପେସାରେ କର୍ଟ ଜଣେ ମେକାନିକାଲ ଇଂଜିନିୟର। ଏକ ଟେକ୍ କମ୍ପାନୀର କୋ-ଫାଉଣ୍ଡର ମଧ୍ୟ।

କର୍ଟଙ୍କ ଅଫିସ୍‌ ସୋନ୍‌ଫ୍ରାନ୍ସିସ୍କୋରେ। ପ୍ରତିଦିନ ଅଫିସ୍‌ ଯିବା ଆସିବାକୁ ତାଙ୍କୁ ୬ ଘଣ୍ଟା ସମୟ ଲାଗିଥାଏ। ଏକ ସିଙ୍ଗିଲ ଇଞ୍ଜିନ ଟର୍ବୋପ୍ରୋପ୍‌ ସେ ଭଡାରେ ନେଇଛନ୍ତି। ଏଥିପାଇଁ ତାଙ୍କୁ ମାସକୁ ଦେଢ ଲକ୍ଷ ଟଙ୍କା ଭଡା ଦେବାକୁ ପଡିଥାଏ। ଏହି ଅର୍ଥ ବଦଳରେ ସେ ବିମାନରେ ଅନ୍‌ଲିମିଟେଡ ଯାତ୍ରା କରିପାରୁଛନ୍ତି।

ଘରୁ ବାହାରି ସେ କାରରେ ବିମାନ ବନ୍ଦରକୁ ଯାଇଥାନ୍ତି। ସେଠାରେ ତାଙ୍କୁ କୌଣସି ଚେକ୍‌ଅପ୍‌ର ସମ୍ମୁଖୀନ ହେବାକୁ ପଡି ନ ଥାଏ। କାରରୁ ଓହ୍ଲାଇବା ପରେ ସେ ସିଧାସଳଖ ବିମାନକୁ ଯାଇଥାନ୍ତି। ବିମାନରେ ବସି ବସି ସେ ଅଫଇସ୍‌ କାମ ମଧ୍ୟ କରିଥାନ୍ତି।

ସକାଳ ସାଢେ ୫ଟାରେ ସେ ବିମାନରେ ବସି ଅଫିସ୍‌ ବାହାରନ୍ତି। ସାଢେ ୮ଟାରେ ସେ ଅଫିସ୍‌ରେ ପହଞ୍ଚିଥାନ୍ତି। ଅଫିସ୍‌ କାମ ସରିବା ପରେ ୫ଟାରେ ବିମାନରେ ବସ୍‌ ଫେରିଥାନ୍ତି। ଘରେ ପହଞ୍ଚିବା ବେଳକୁ ରାତି ୯ଟା ବାଜିଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story