ପାର୍ଲରରେ ଅଜଗର କରୁଛି ମସାଜ: ଆଗତୁରା ନେବାକୁ ପଡୁଛି ଆପଏଣ୍ଟମେଣ୍ଟ

ଆଜିର ଦୁନିଆ ଫ୍ୟାସନ୍‌ର ଦୁନିଆ। ନିଜକୁ ଫିଟ୍‌ ରଖିବା ଓ ଅଧିକ ସୁନ୍ଦର ଭାବେ ଉପସ୍ଥାପନ କରିବାକୁ କିଏ କେତେ ଉପାୟ ଅବଲମ୍ବନ କରୁଛନ୍ତି। ମସାଜ ହେଉଛି ସେଥି ମଧ୍ୟରୁ ଏକ ମାଧ୍ୟମ। ପାର୍ଲରରେ ବିଭିନ୍ନ ପ୍ରକାର ମସାଜ ଦିଆଯାଉଛି। ପୁରୁଷ ଓ ମହିଳାଙ୍କ ପାଇଁ ରହିଛି ଭିନ୍ନ ଭିନ୍ନ ପ୍ରକାରର ମସାଜ। ଏଥିପାଇଁ ଟ୍ରେଣ୍ଡ ଲୋକଙ୍କୁ ନିଯୁକ୍ତି ଦିଆଯାଇଥାଏ। ମସାଜ ପ୍ରଦାନକାରୀଙ୍କ ଦରମା ମଧ୍ୟ କମ୍‌ ନୁହେଁ। ହେଲେ ଆଜି ଆମେ ଯେଉଁ ମସାଜ ପ୍ରଦାନକାରୀଙ୍କ […]

python

python

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 12:28 PM IST

Sports

Latest News

ଆଜିର ଦୁନିଆ ଫ୍ୟାସନ୍‌ର ଦୁନିଆ। ନିଜକୁ ଫିଟ୍‌ ରଖିବା ଓ ଅଧିକ ସୁନ୍ଦର ଭାବେ ଉପସ୍ଥାପନ କରିବାକୁ କିଏ କେତେ ଉପାୟ ଅବଲମ୍ବନ କରୁଛନ୍ତି। ମସାଜ ହେଉଛି ସେଥି ମଧ୍ୟରୁ ଏକ ମାଧ୍ୟମ। ପାର୍ଲରରେ ବିଭିନ୍ନ ପ୍ରକାର ମସାଜ ଦିଆଯାଉଛି। ପୁରୁଷ ଓ ମହିଳାଙ୍କ ପାଇଁ ରହିଛି ଭିନ୍ନ ଭିନ୍ନ ପ୍ରକାରର ମସାଜ। ଏଥିପାଇଁ ଟ୍ରେଣ୍ଡ ଲୋକଙ୍କୁ ନିଯୁକ୍ତି ଦିଆଯାଇଥାଏ। ମସାଜ ପ୍ରଦାନକାରୀଙ୍କ ଦରମା ମଧ୍ୟ କମ୍‌ ନୁହେଁ। ହେଲେ ଆଜି ଆମେ ଯେଉଁ ମସାଜ ପ୍ରଦାନକାରୀଙ୍କ ସମ୍ପର୍କରେ କହିବାକୁ ଯାଉଛୁ ତାଙ୍କ ବିଷୟରେ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ। ହାର୍ଟବିଟ୍‌ ବଢିଯିବା ସହ ରୁମ୍‌ ଟାଙ୍କୁରୀ ଉଠିବ। ଏବେ ଆପଣ ଭାବୁଥିବେ ଆମେ ଏମିତି କାହା କଥା କହିବାକୁ ଯାଉଛି।

ଜର୍ମାନୀରେ ଏକ ପାର୍ଲରେ ଏହି ମସାଜ ମିଳୁଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଠାରେ ଏକ ୧୩ ବର୍ଷର ଅଜଗର ମହିଳାଙ୍କ ମସାଜ କରିଥାଏ। ସାପର ନାଁ ମଣ୍ଟି। ଡରନ୍ତୁ ନାହିଁ, ମଣ୍ଟି ବହୁତ ଶାନ୍ତ ସ୍ୱଭାବର। ଦୁନିଆର ସବୁଠାରୁ ଭଲ ମସାଜକାରୀ ବୋଲି ମଣ୍ଟିକୁ କୁହାଯାଇଥାଏ।

ମଣ୍ଟିଙ୍କ ପାଖରୁ ମସାଜ ନେବାକୁ ହେଲେ ଆଗୁଆ ଆପଏଣ୍ଟମେଣ୍ଟ ନେବାକୁ ପଡ଼ିବ। ବିନା ଆପଏଣ୍ଟମେଣ୍ଟରେ ମସାଜ କ’ଣ ମଣ୍ଟିଙ୍କ ଦର୍ଶନ ଲାଭର ବି ସୌଭାଗ୍ୟ ମିଳିବ ନାହିଁ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା କାମକୁ ନେଇ ମଣ୍ଟି ବହୁତ ପ୍ରଫେସନାଲ। ସପ୍ତାହକୁ ମାତ୍ର ଦୁଇଦିନ ସେ ଡ୍ୟୁଟି କରିଥାଏ। ଏଥିପାଇଁ ପୂର୍ବରୁ ଆପଣଙ୍କୁ ଆପଏଣ୍ଟମେଣ୍ଟ ନେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story