ବୁଝି ପାରୁ ନାହାନ୍ତି ବୁନ୍ଦାଏ ପାଣିର ମୂଲ୍ୟ, ଭେଟନ୍ତୁ ଦେବାଶିଷ ଘୋଷଙ୍କୁ

କୋଲକାତା: ଗୋଟିଏ ଗୋଟିଏ ବୁନ୍ଦା ପାଣି ବହୁତ ମହତ୍ତ୍ୱପୂର୍ଣ୍ଣ। ଆଜି ବିଶ୍ୱ ଜଳ ଦିବସରେ ଯଦି ଆପଣମାନେ ଏକଥାକୁ ବୁଝି ପାରୁ ନାହାନ୍ତି, ତା’ହେଲେ କୋଲକାତା ଯାଇ ଭେଟନ୍ତୁ ଦେବାଶିଷ ଘୋଷଙ୍କୁ। ସେ ଜଣେ ସରକାରୀ ଅଧିକାରୀ। କିନ୍ତୁ ତାଙ୍କର ଏକ ଭଲ ଅଭ୍ୟାସ କ’ଣ ଜାଣନ୍ତି? ରାସ୍ତାକଡ଼ରେ ଲାଗି ଥିବା ପାଣି ଟ୍ୟାପ୍‌ଗୁଡ଼ିକୁ ପାଣି ପଡ଼ୁ ଥିଲେ ସେ ସେଗୁଡ଼ିକୁ ସଜାଡ଼ନ୍ତି। ଏଥିପାଇଁ କେହି ଯାଇ ତାଙ୍କ ନିକଟରେ ଅଭିଯୋଗ କରନ୍ତି ନାହିଁ। ରାସ୍ତାରେ ଗଲା […]

debashisghos

debashisghos

Rakesh Mallick
  • Published: Wednesday, 22 March 2017
  • Updated: 22 March 2017, 09:39 AM IST

Sports

Latest News

କୋଲକାତା: ଗୋଟିଏ ଗୋଟିଏ ବୁନ୍ଦା ପାଣି ବହୁତ ମହତ୍ତ୍ୱପୂର୍ଣ୍ଣ। ଆଜି ବିଶ୍ୱ ଜଳ ଦିବସରେ ଯଦି ଆପଣମାନେ ଏକଥାକୁ ବୁଝି ପାରୁ ନାହାନ୍ତି, ତା’ହେଲେ କୋଲକାତା ଯାଇ ଭେଟନ୍ତୁ ଦେବାଶିଷ ଘୋଷଙ୍କୁ। ସେ ଜଣେ ସରକାରୀ ଅଧିକାରୀ। କିନ୍ତୁ ତାଙ୍କର ଏକ ଭଲ ଅଭ୍ୟାସ କ’ଣ ଜାଣନ୍ତି? ରାସ୍ତାକଡ଼ରେ ଲାଗି ଥିବା ପାଣି ଟ୍ୟାପ୍‌ଗୁଡ଼ିକୁ ପାଣି ପଡ଼ୁ ଥିଲେ ସେ ସେଗୁଡ଼ିକୁ ସଜାଡ଼ନ୍ତି। ଏଥିପାଇଁ କେହି ଯାଇ ତାଙ୍କ ନିକଟରେ ଅଭିଯୋଗ କରନ୍ତି ନାହିଁ। ରାସ୍ତାରେ ଗଲା ବେଳେ ଯେଉଁଠି ଟ୍ୟାପ୍‌ରୁ ବୁନ୍ଦାଏ ବୁନ୍ଦାଏ ପାଣି ବି ପଡ଼ୁଥିବା ସେ ଦେଖନ୍ତି, ତୁରନ୍ତ ତା’ର ମରାମତି କାମରେ ଲାଗି ପଡ଼ନ୍ତି।

ଦେବାଶିଷ କହନ୍ତି, ଲୋକେ ଯେତିକି ଜଳ ବ୍ୟବହାର କରନ୍ତି ନାହିଁ ତା’ଠାରୁ ଢେର ଅଧିକ ଅଯଥାରେ ନଷ୍ଟ କରନ୍ତି। ଲୋକମାନେ ବୁଝି ପାରୁ ନାହାନ୍ତି ଯେ ଆଗାମୀ ଦିନରେ ତେଲ ପାଇଁ ନୁହେଁ, ପାଣି ପାଇଁ ପରସ୍ପର ମଧ୍ୟରେ ଲଢ଼ିବେ। ରାସ୍ତାକଡ଼ରେ କୌଣସି ନଳରୁ ପାଣି ପଡୁଥିବା ଦେଖିଲା ପରେ ବି ଲୋକେ କାହିଁକି ତାକୁ ବନ୍ଦ କରନ୍ତି ନି ବୋଲି କ୍ଷୋଭର ସହ କହିଛନ୍ତି ଦେବାଶିଷ।

ଦେବାଶିଷ ଆଉ ମାତ୍ର ଦୁଇ ବର୍ଷ ପରେ ଚାକିରିରୁ ଅବସର ନେବେ। ତା’ପରେ ସେ ସଂପୂର୍ଣ୍ଣ ଭାବେ ଏ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି।

ତାଙ୍କର ଏଭଳି କାର୍ଯ୍ୟ ତାଙ୍କ ଆଖପାଖ ପଡ଼ୋଶୀଙ୍କୁ ପ୍ରେରଣା ଯୋଗାଇଛି ଜଳ ବଞ୍ଚାଇବାରେ।

ସୌଜନ୍ୟ: ନବ୍‌ଭାରତ ଟାଇମ୍ସ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story