କୋଟିପତି ମଇଁଷିର ନବାବୀ ସଉକ; ମଦ ପିଏ, ସେଓ ଖାଏ

ଗାଈବଳଦ ଭଳି ମଇଁଷି ମଧ୍ୟ ଘାସ, କୁଣ୍ଡା, ଦାନା ଖାଆନ୍ତି। ପାଣି, ତୋରାଣି ପିଅନ୍ତି। କିନ୍ତୁ ହରିଆଣାର ବୁଢ଼ାଖେଡ଼ା ଗାଁର ଏକ ଅଣ୍ଡିରା ମଇଁଷି (ପୋଢ଼ ବି କୁହାଯାଏ)ର ସଉକ ପୂରା ଅଲଗା। ସେ ମଦ ଓ କ୍ଷୀର ପିଏ। ତା’ସାଙ୍ଗକୁ ଗାଜର ଓ ସେଓ ଖାଏ। ସେ ଏମିତି ସେମିତି ମଦ ପିଏନି। ସ୍କଚ୍ ପିଏ। ଦିନକୁ ୧୦୦ ମିଲିଗ୍ରାମର ସ୍କଚ୍‌ ସେ ପିଏ। ତାକୁ ପ୍ରତିଦିନ ଅଲଗା ଅଲଗା ବ୍ରାଣ୍ଡର ସ୍କଚ୍ ଦିଆଯାଏ। ତା […]

sultan

sultan

Rakesh Mallick
  • Published: Saturday, 25 March 2017
  • Updated: 25 March 2017, 12:23 PM IST

Sports

Latest News

ଗାଈବଳଦ ଭଳି ମଇଁଷି ମଧ୍ୟ ଘାସ, କୁଣ୍ଡା, ଦାନା ଖାଆନ୍ତି। ପାଣି, ତୋରାଣି ପିଅନ୍ତି। କିନ୍ତୁ ହରିଆଣାର ବୁଢ଼ାଖେଡ଼ା ଗାଁର ଏକ ଅଣ୍ଡିରା ମଇଁଷି (ପୋଢ଼ ବି କୁହାଯାଏ)ର ସଉକ ପୂରା ଅଲଗା। ସେ ମଦ ଓ କ୍ଷୀର ପିଏ। ତା’ସାଙ୍ଗକୁ ଗାଜର ଓ ସେଓ ଖାଏ। ସେ ଏମିତି ସେମିତି ମଦ ପିଏନି। ସ୍କଚ୍ ପିଏ। ଦିନକୁ ୧୦୦ ମିଲିଗ୍ରାମର ସ୍କଚ୍‌ ସେ ପିଏ। ତାକୁ ପ୍ରତିଦିନ ଅଲଗା ଅଲଗା ବ୍ରାଣ୍ଡର ସ୍କଚ୍ ଦିଆଯାଏ। ତା ନାଁ ସୁଲତାନ। ଆଉ ତା’ର ଖାଇବାପିଇବା ଓ ମଦ ସଉକ ଦେଖି ଲାଗୁଛି ସେ ପୂରା ‘ନବାବୀ’ ଜୀବନ ବିତାଉଛି।

ସୁଲତାନର ବୟସ ୭ ବର୍ଷ ୧୦ ମାସ। ରବିବାର ଦିନ ତାକୁ ଟିଚର୍ସ ବ୍ରାଣ୍ଡର ସ୍କଚ୍‌ ଦିଆଯାଏ। ସୋମବାର ବ୍ଲାକ୍ ଡଗ୍, ବୁଧବାର ୧୦୦ ପାଇପର୍, ଗୁରୁବାର ବେଲେନ୍‌ଟାଇନ୍, ଶନିବାର ବ୍ଲକ୍ ଲେବଲ ବା ଶିବାସ୍ ରିଗଲ୍‌ ବ୍ରାଣ୍ଡର ସ୍କଚ୍ ପିଏ ସୁଲତାନ। ମଙ୍ଗଳାବାର ଡ୍ରାଏ ଡେ’। ଅର୍ଥାତ୍ ସେଦିନ ସେ ମଦ ପିଏନି।

ସୁଲତାନର ମାଲିକଙ୍କ ନାଁ ରାମ ନରେଶ ବେନିବାଲ୍। ସେ କହିଛନ୍ତି, ସୁଲତାନର ଓଜନ ୧,୭୦୦ କିଲୋ। ସେ ଛଅ ଫୁଟରୁ ଅଧିକ ଉଚ୍ଚ। ସେ ଦୁନିଆର ସବୁଠୁ ଉଚ୍ଚ ପୋଢ଼ ବୋଲି ସେ ଦାବି କରିଛନ୍ତି।

ରାମ ନରେଶ ଦାବି କରିଛନ୍ତି ଯେ ସୁଲତାନ୍‌ ବର୍ଷରେ ସେ ୩୦ ହଜାର ଡୋଜ୍ ବୀର୍ଯ୍ୟ ଦେଇଥାଏ। ପ୍ରତି ଡୋଜ୍‌ର ମୂଲ୍ୟ ୩୦୦ ଟଙ୍କା। ଏହି ହିସାବରେ ସେ ବର୍ଷକୁ ୯୦ ଲକ୍ଷ ଟଙ୍କା ରୋଜଗାର କରେ। ଏହା ସହିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ମଧ୍ୟ ସେ ଭଲ ଅର୍ଥ ରୋଜଗାର କରେ। ୫ ବର୍ଷ ପୂର୍ବେ ସେ ସୁଲତାନକୁ ୨ଲକ୍ଷ ୪୦ ହଜାର ଟଙ୍କାରେ କିଣିଥିଲେ। ଗତବର୍ଷ ରାଜସ୍ଥାନରେ ପୁଷ୍କର ମେଲାରେ ଜଣେ ବିଦେଶୀ ସୁଲତାନକୁ ୨୧ କୋଟି ଟଙ୍କାରେ କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ରାମ ନରେଶ ସୁଲତାନକୁ ବିକିବେ ନାହିଁ ବୋଲି କହିଥିଲେ।

ସେ କହିଛନ୍ତି,“ସୁଲତାନ ମୋ ପୁଅ ଭଳି। ତାକୁ ବିକି ପାରିବି ନାହିଁ।”

ସୁଲତାନ ପ୍ରତିଦିନ ୧୦ କିଲୋ ଦାନା ଖାଏ। ୧୦ ଲିଟର କ୍ଷୀର ବି ପିଏ। ତା’ସହିତ ୩୫ କିଲୋ ସବୁଜ ଘାସ ଓ ନଡ଼ା ଖାଏ। ସୁଲତାନ ଗାଜର ଓ ସେଓ ବି ଖାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story