ହୋଟେଲରେ ମାଙ୍କଡ଼ଙ୍କ ହାତ ପରଷା ‌ଖାଇବା ଚାହୁଁଛନ୍ତିକି ? ଠିକଣା ପଢି ପ୍ଲାନ କରନ୍ତୁ

କୌଣସି ଷ୍ଟାର ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ମୁଖ୍ୟ ଆକର୍ଷଣ  ହେଉଛନ୍ତି ୱେଟର। ଗ୍ରାହକଙ୍କୁ ଖୁସି କରିବା ଏବଂ ସେମାନଙ୍କୁ ଉତ୍ତମସେବା ଯୋଗାଇବାରେ ଏମାନେ ବେଶ୍‌ପାରଙ୍ଗମ୍‌। ସେ ମହିଳା ହୁଅନ୍ତୁ ଅବା ପୁରୁଷ  ହୋଟେଲ ମାଲିକ ସେମାନଙ୍କ ଡ୍ରେସ୍‌କୋର୍ଡ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। ହେଲେ ଟୋକିଓରେ ଏପରି ଏକ ହୋଟେଲ ଅଛି ଯେଉଁଠି ମହିଳା କି ପୁରୁଷ ନୁହନ୍ତି ମାଙ୍କଡ଼ ସାଜିଛନ୍ତି ୱେଟର। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ କିନ୍ତୁ ଘଟଣା ସତ। ହୋଟେଲଏମାନଙ୍କ ନା’ ମଧ୍ୟ […]

monkey

monkey

Rakesh Mallick
  • Published: Wednesday, 29 March 2017
  • Updated: 30 March 2017, 11:06 AM IST

Sports

Latest News

କୌଣସି ଷ୍ଟାର ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ମୁଖ୍ୟ ଆକର୍ଷଣ  ହେଉଛନ୍ତି ୱେଟର। ଗ୍ରାହକଙ୍କୁ ଖୁସି କରିବା ଏବଂ ସେମାନଙ୍କୁ ଉତ୍ତମସେବା ଯୋଗାଇବାରେ ଏମାନେ ବେଶ୍‌ପାରଙ୍ଗମ୍‌। ସେ ମହିଳା ହୁଅନ୍ତୁ ଅବା ପୁରୁଷ  ହୋଟେଲ ମାଲିକ ସେମାନଙ୍କ ଡ୍ରେସ୍‌କୋର୍ଡ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। ହେଲେ ଟୋକିଓରେ ଏପରି ଏକ ହୋଟେଲ ଅଛି ଯେଉଁଠି ମହିଳା କି ପୁରୁଷ ନୁହନ୍ତି ମାଙ୍କଡ଼ ସାଜିଛନ୍ତି ୱେଟର। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ କିନ୍ତୁ ଘଟଣା ସତ। ହୋଟେଲଏମାନଙ୍କ ନା’ ମଧ୍ୟ ରହିଛି। ଜଣେ ୟଟ୍ ଚେଣ୍ଟ୍‌ ଏବଂ ଫୁଟ୍‌ଚେଣ୍ଟ୍‌।

ଏହି ହୋଟେଲକୁ ଗ୍ରାହକ ଆସିଲେ ଏହି ଦୁଇ ମାଙ୍କଡ଼ ନିଜ ନିଜ କାମରେ ଲାଗିଯାଇଥାନ୍ତି। ଜଣେ ଗ୍ରାହକଙ୍କୁ ଟାୱେଲ ଦେଉଥିବା ବେଳେ ଆଉ ଜଣେ ଖାଇବା ଅର୍ଡର ନେଇଥାଏ। ଏଥିସହ ଗ୍ରାହକଙ୍କ ସିଟ୍‌ପାଖକୁ ଯାଇ ଖାଦ୍ୟ ପରଷି ଥାନ୍ତି। ଆଉ ଡ୍ରିଙ୍କ୍‌ସ ମଧ୍ୟ ସଜେଇଥାନ୍ତି। ହୋଟେଲର ମାଲିକ ଏହି ଦୁଇ ମାଙ୍କଡ଼ଙ୍କୁ ହୋଟେଲରେ କାମ କରିବା ପାଇଁ ସରକାରଙ୍କ ଠାରୁ ଅନୁମତି ଆଣିଛନ୍ତି।  ୨୦୦୮ ମସିହାରୁ ଦୁଇ ମାଙ୍କଡ଼ କାମ  କରି ଆସୁଛନ୍ତି ବୋଲି ହୋଟେଲ ମାଲିକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos