କୌଣସି ଷ୍ଟାର ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ମୁଖ୍ୟ ଆକର୍ଷଣ ହେଉଛନ୍ତି ୱେଟର। ଗ୍ରାହକଙ୍କୁ ଖୁସି କରିବା ଏବଂ ସେମାନଙ୍କୁ ଉତ୍ତମସେବା ଯୋଗାଇବାରେ ଏମାନେ ବେଶ୍ପାରଙ୍ଗମ୍। ସେ ମହିଳା ହୁଅନ୍ତୁ ଅବା ପୁରୁଷ ହୋଟେଲ ମାଲିକ ସେମାନଙ୍କ ଡ୍ରେସ୍କୋର୍ଡ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। ହେଲେ ଟୋକିଓରେ ଏପରି ଏକ ହୋଟେଲ ଅଛି ଯେଉଁଠି ମହିଳା କି ପୁରୁଷ ନୁହନ୍ତି ମାଙ୍କଡ଼ ସାଜିଛନ୍ତି ୱେଟର। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ କିନ୍ତୁ ଘଟଣା ସତ। ହୋଟେଲଏମାନଙ୍କ ନା’ ମଧ୍ୟ ରହିଛି। ଜଣେ ୟଟ୍ ଚେଣ୍ଟ୍ ଏବଂ ଫୁଟ୍ଚେଣ୍ଟ୍।
ଏହି ହୋଟେଲକୁ ଗ୍ରାହକ ଆସିଲେ ଏହି ଦୁଇ ମାଙ୍କଡ଼ ନିଜ ନିଜ କାମରେ ଲାଗିଯାଇଥାନ୍ତି। ଜଣେ ଗ୍ରାହକଙ୍କୁ ଟାୱେଲ ଦେଉଥିବା ବେଳେ ଆଉ ଜଣେ ଖାଇବା ଅର୍ଡର ନେଇଥାଏ। ଏଥିସହ ଗ୍ରାହକଙ୍କ ସିଟ୍ପାଖକୁ ଯାଇ ଖାଦ୍ୟ ପରଷି ଥାନ୍ତି। ଆଉ ଡ୍ରିଙ୍କ୍ସ ମଧ୍ୟ ସଜେଇଥାନ୍ତି। ହୋଟେଲର ମାଲିକ ଏହି ଦୁଇ ମାଙ୍କଡ଼ଙ୍କୁ ହୋଟେଲରେ କାମ କରିବା ପାଇଁ ସରକାରଙ୍କ ଠାରୁ ଅନୁମତି ଆଣିଛନ୍ତି। ୨୦୦୮ ମସିହାରୁ ଦୁଇ ମାଙ୍କଡ଼ କାମ କରି ଆସୁଛନ୍ତି ବୋଲି ହୋଟେଲ ମାଲିକ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।
Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ