ଓଃ କି ବିଭତ୍ସ! ମାଆ ପାଲଟିଲା ପିସାଚ; ଝୁଣି ଖାଇଗଲା ନିଜ ଛୁଆକୁ

କିଛି ପଶୁପକ୍ଷୀ ଜନ୍ମ କରିବା ପରେ ନିଜ ଛୁଆକୁ ଖାଇଯିବା ପ୍ରାୟ ସମସ୍ତେ ଜାଣିଛନ୍ତି। ହେଲେ କେବେ ଶୁଣିଛନ୍ତି ମଣିଷ ନିଜ ଛୁଆକୁ ଖାଇଯିବାର। ସେ ପୁଣି କୌଣସି ମହିଳା। ରୁମ ଟାଙ୍କୁରାଇ ଦେବା ଭଲି ଏହି ଘଟଣା ଘଟିଛି ଚୀନ୍‌ରେ। ଜଣେ ମହିଳା ନିଜ ନବଜାତ ଶିଶୁକୁ ଖାଉଥିବା ବେଳେ ଡାକ୍ତର ଉଦ୍ଧାର କରିଛନ୍ତି। ଯାହା କେବଳ ଚୀନ୍‌ ନୁହେଁ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି। ଶିଂଜିୟାଂଗରେ ଥିବା ଏକ ହସ୍ପିଟାଲରେ ଜଣେ ୨୪ […]

baby

baby

Rakesh Mallick
  • Published: Thursday, 13 July 2017
  • Updated: 13 July 2017, 06:23 PM IST

Sports

Latest News

କିଛି ପଶୁପକ୍ଷୀ ଜନ୍ମ କରିବା ପରେ ନିଜ ଛୁଆକୁ ଖାଇଯିବା ପ୍ରାୟ ସମସ୍ତେ ଜାଣିଛନ୍ତି। ହେଲେ କେବେ ଶୁଣିଛନ୍ତି ମଣିଷ ନିଜ ଛୁଆକୁ ଖାଇଯିବାର। ସେ ପୁଣି କୌଣସି ମହିଳା। ରୁମ ଟାଙ୍କୁରାଇ ଦେବା ଭଲି ଏହି ଘଟଣା ଘଟିଛି ଚୀନ୍‌ରେ। ଜଣେ ମହିଳା ନିଜ ନବଜାତ ଶିଶୁକୁ ଖାଉଥିବା ବେଳେ ଡାକ୍ତର ଉଦ୍ଧାର କରିଛନ୍ତି। ଯାହା କେବଳ ଚୀନ୍‌ ନୁହେଁ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି।

ଶିଂଜିୟାଂଗରେ ଥିବା ଏକ ହସ୍ପିଟାଲରେ ଜଣେ ୨୪ ବର୍ଷିୟ ମହିଳା ବେଡ୍‌ରେ କିଛି ଝୁଣି ଝୁଣି ଖାଉଥିବା ଜଣେ ନର୍ସଙ୍କ ନଜରରେ ପଡିଥିଲା। ପାଖକୁ ଯାଇ ସେ ଯାହା ଦେଖିଥିଲେ ତାଙ୍କ ଗୋଡ ତଳୁ ମାଡି ଖସି ଯିବା ଭଳି ଥିଲା। କାରଣ ମହିଳା ଜଣଙ୍କ କିଛି ଘଣ୍ଟା ପୂର୍ବରୁ ଜନ୍ମ ଦେଇଥିବା ନିଜ ଶିଶୁର ହାତକୁ ଝୁଣି ଝୁଣି ଖାଉଥିଲେ। ଏହା ଦେଖି ନର୍ସ ଜଣଙ୍କ ଚିତ୍କାର କରି ଡାକ୍ତରଙ୍କୁ ଡାକିଥିଲେ। ତେବେ ମହିଳା ଜଣଙ୍କ ବହୁତ ଜୋରରେ ପିଲାଟିକୁ ଜାବୁଡି ଧରି ଖାଇବାକୁ ଚେଷ୍ଟା କରୁଥିଲେ। ବହୁ ଚେଷ୍ଟା ପରେ ଡାକ୍ତର ମହିଳାଙ୍କ ପାଟିରେ କିଛି ଗୋଟେ ଦ୍ରବ୍ୟ ପୂରାଇ ଶିଶୁର ହାତକୁ ବାହାର କରିଥିଲେ। ସେତେବେଳକୁ ଶିଶୁଟିର ହାତ ପୂରା ଲହୁଲୁହାଣ ହୋଇ ସାରିଥିଲା।

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ମହିଳା ଜଣଙ୍କ ବହୁତ ଚିନ୍ତିତ ଥିଲେ। ଗର୍ଭବତୀ ଥିବା ବେଳେ ଶାଶୁଘର ଲୋକେ ତାଙ୍କୁ ଘରୁ ବାହାର କରି ଦେଇଥିଲେ। ଏପରି ଗମ୍ଭୀର ସ୍ଥିତିରେ ସେ କିଛି ସପ୍ତାହ ରାସ୍ତାକଡ଼ରେ କାଟିଥିଲେ। ହୁଏତ ସେହି କାରଣରୁ ତାଙ୍କ ମାନସିକ ଅବସ୍ଥା ବିଗିଡ଼ି ଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story