ବିଚିତ୍ର ରୋଗ, ହସିଲେ କି ଛିଙ୍କିଲେ ଭାଙ୍ଗିଯାଉଛି ହାଡ଼

କୁହାଯାଏ ହସିବା ଏକ ବହୁତ ଭଲ ଅଭ୍ୟାସ। ଏହା ଏମିତି ଏକ ବ୍ୟାୟମ ଯାହା ଶରୀରକୁ ଶକ୍ତି ଦେବା ସହ ଓ ମାନସିକ ଶାନ୍ତି ମଧ୍ୟ ଦେଇଥାଏ। ସେଥିପାଇଁ ପ୍ରତ୍ୟେକ ଦିନ କିଛି ଲୋକ ହସିବା ବ୍ୟାୟମ କରନ୍ତି। ହସିବା ଦ୍ୱାରା ମଣିଷ ଦୀର୍ଘାୟୁ ହେବା କଥା ଆପଣ ଶୁଣିଥିବେ। କିନ୍ତୁ ହସିବା ଦ୍ୱାରା ଜୀବନ ଉପରେ ବିପଦ ଆସିବା କଥା ଅପଣ କେବେ ଶୁଣିଛନ୍ତି କି ? ଆପଣଙ୍କୁ ଏହା ଚକିତ କଲେ ମଧ୍ୟ ଖବରଟି […]

mother-breaks-neck-sneezing-recovers_c03e7ab4_m

Rakesh Mallick
  • Published: Sunday, 25 June 2017
  • Updated: 25 June 2017, 08:08 PM IST

Sports

Latest News

କୁହାଯାଏ ହସିବା ଏକ ବହୁତ ଭଲ ଅଭ୍ୟାସ। ଏହା ଏମିତି ଏକ ବ୍ୟାୟମ ଯାହା ଶରୀରକୁ ଶକ୍ତି ଦେବା ସହ ଓ ମାନସିକ ଶାନ୍ତି ମଧ୍ୟ ଦେଇଥାଏ। ସେଥିପାଇଁ ପ୍ରତ୍ୟେକ ଦିନ କିଛି ଲୋକ ହସିବା ବ୍ୟାୟମ କରନ୍ତି। ହସିବା ଦ୍ୱାରା ମଣିଷ ଦୀର୍ଘାୟୁ ହେବା କଥା ଆପଣ ଶୁଣିଥିବେ। କିନ୍ତୁ ହସିବା ଦ୍ୱାରା ଜୀବନ ଉପରେ ବିପଦ ଆସିବା କଥା ଅପଣ କେବେ ଶୁଣିଛନ୍ତି କି ? ଆପଣଙ୍କୁ ଏହା ଚକିତ କଲେ ମଧ୍ୟ ଖବରଟି ସତ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ। ହସିବା ଦ୍ୱାରା ଜଣେ ମହିଳାଙ୍କ ବେକର ହାଡ ଭାଙ୍ଗିଯାଉଛି। ମହିଳାଙ୍କ ନାଁ ମୋନିକା ଜେପ୍ରେ। ନିକଟରେ ସେ ତାଙ୍କ ସାଙ୍ଗମାନଙ୍କ ସହ ବସି ମଜାମସ୍ତି କରି ହସିବା ସମୟରେ ତାଙ୍କ ବେକରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ସଙ୍ଗେସଙ୍ଗେ ସେଠାରୁ ତାଙ୍କୁ ତାକ୍ତରଖାନା ନିଆଯାଇଥିଲା। ଚିକିତ୍ସା ପରେ ତାଙ୍କ ବେକ ହାଡ ଭାଙ୍ଗି ଯାଇଥିବାର ଜଣାପଡିଥିଲା। ଅପରେସନ ଦ୍ୱାରା ଡାକ୍ତର ତାଙ୍କ ବେକ ହାଡକୁ ଠିକ୍ କରିଥିଲେ। ଠିକ୍ ସମୟରେ ତାଙ୍କୁ ଡାକ୍ତରଖାନା ଆଣି ନ ଥିଲେ ତାଙ୍କର ମୃତ୍ୟୁ ଘଟିବାର ସମ୍ଭାବନା ଥିବା ଡାକ୍ତର କହିଥିଲେ। କେବଳ ହସ ନୁହେଁ  ଛିଙ୍କିବା ଦ୍ୱାରା ମଧ୍ୟ ମୋନିକାଙ୍କୁ ଏମିତି ଯନ୍ତ୍ରଣା ହେବାର ଜଣାପଡିଛି। 5ବର୍ଷ ତଳେ ଛିଙ୍କିବା ଦ୍ୱାରା ତାଙ୍କ ବେକ ହାଡ ଭାଙ୍ଗିଯାଇଥିଲା। ସେ ସମୟରେ ଡାକ୍ତର ତାଙ୍କ ଭାଙ୍ଗିଯାଇଥିବା ହାଡକୁ ଠିକ କରିବା ପାଇଁ ତାଙ୍କ ମୁଣ୍ଡରେ ଡ୍ରିଲ କରି ରଡ ଲଗାଇଥିଲେ। ମୋନିକାଙ୍କ ଏମିତି ରୋଗ ପାଇଁ ତାଙ୍କ ପରିବାର ଲୋକେ ଚିନ୍ତା କରୁଥିବା ବେଳେ ଡାକ୍ତର ତାଙ୍କୁ ହସିବା ଓ ଛିଙ୍କିବା ପାଇଁ ବାରଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story