ଅଜବ ଗାଁ, ଅଜବ ପରମ୍ପରା: ପୁରୁଷଙ୍କ ପ୍ରବେଶ ନିଷେଧ, କିନ୍ତୁ ଗର୍ଭବତୀ ହେଉଛନ୍ତି ମହିଳା

ପ୍ରତ୍ୟେକ ଗାଁର କିଛି ନା କିଛି ସ୍ୱତନ୍ତ୍ର ପରିଚୟ ରହିଛି। ନିଜ ସ୍ୱତନ୍ତ୍ରତାକୁ ନେଇ ଗ୍ରାମବାସୀ ଗର୍ବ କରିଥାନ୍ତି। ହେଲେ କେନିଆରେ ଏମିତି ଏକ ଗାଁ ଅଛି ଯାହାର କାହାଣୀ ଯେତିକି ରୋମାଞ୍ଚକାରୀ ସେତିକି ରହସ୍ୟମୟ। କେନିଆର ସମବୁରୁରେ ରହିଛି ଏହି ଗାଁ ଓମୋଜା। ୨୭ ବର୍ଷ ହେଲା ଏହି ଗାଁକୁ କୌଣସି ପୁରୁଷ ଆସିନାହାନ୍ତି। ଏଠାରେ ପୁରୁଷଙ୍କ ପ୍ରବେଶ ନିଷେଧ କରାଯାଇଛି। ହେଲେ ଗାଁର ମହିଳାମାନେ ଗର୍ଭବତୀ ହେଉଛନ୍ତି ଓ ପିଲା ଜନ୍ମ ଦେଉଛନ୍ତି। ଗାଁକୁ […]

Umoja-Village

Umoja-Village

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 03:08 PM IST

Sports

Latest News

ପ୍ରତ୍ୟେକ ଗାଁର କିଛି ନା କିଛି ସ୍ୱତନ୍ତ୍ର ପରିଚୟ ରହିଛି। ନିଜ ସ୍ୱତନ୍ତ୍ରତାକୁ ନେଇ ଗ୍ରାମବାସୀ ଗର୍ବ କରିଥାନ୍ତି। ହେଲେ କେନିଆରେ ଏମିତି ଏକ ଗାଁ ଅଛି ଯାହାର କାହାଣୀ ଯେତିକି ରୋମାଞ୍ଚକାରୀ ସେତିକି ରହସ୍ୟମୟ। କେନିଆର ସମବୁରୁରେ ରହିଛି ଏହି ଗାଁ ଓମୋଜା। ୨୭ ବର୍ଷ ହେଲା ଏହି ଗାଁକୁ କୌଣସି ପୁରୁଷ ଆସିନାହାନ୍ତି। ଏଠାରେ ପୁରୁଷଙ୍କ ପ୍ରବେଶ ନିଷେଧ କରାଯାଇଛି। ହେଲେ ଗାଁର ମହିଳାମାନେ ଗର୍ଭବତୀ ହେଉଛନ୍ତି ଓ ପିଲା ଜନ୍ମ ଦେଉଛନ୍ତି।

womenଗାଁକୁ ପୁରୁଷଙ୍କ ପ୍ରବେଶର ନିଷେଧର ଏକ କାରଣ ରହିଛି। ୧୯୯୦ରେ ଏଠାରେ ପ୍ରଥମେ ୧୫ ଜଣ ମହିଳାଙ୍କୁ ଆଣି ରଖାଯାଇଥିଲା। ଯେଉଁମାନେ ବ୍ରିଟିସ୍‌ ଯବନାଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିଲେ। ଏହାପରେ ପୁରୁଷଙ୍କ ହିଂସାର ଶିକାର ହୋଇଥିବା ମହିଳାମାନେ ଏଠାକୁ ଆସି ରହିବାକୁ ଲାଗିଥିଲେ। ବାଲ୍ୟବିବାହ, ପାରିବାରିକ ହିଂସା, ନିର୍ଯାତନାର ଶିକାର ମହିଳା ଏଠାକୁ ଆସି ରହିବାକୁ ଲାଗିଲେ। ଏବେ ଏହା ଏପରି ମହିଳାଙ୍କ ଆଶ୍ରୟ ସ୍ଥଳରେ ପରିଣତ ହୋଇଛି। ବର୍ତ୍ତମାନ ଏହି ଗାଁରେ ୨୫୦ ମହିଳା ଓ ପିଲା ରହୁଛନ୍ତି।

ଗାଁର ମହିଳାମାନେ ପ୍ରାଇମେରୀ ସ୍କୁଲ, ସାଂସ୍କୃତିକ କେନ୍ଦ୍ର ଓ ପାର୍କ ନିର୍ମାଣ କରିଛନ୍ତି। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏକ କ୍ୟାମ୍ପେନ ସାଇଟ୍‌ ଖୋଲିଛନ୍ତି। ଗାଁର ନିଜର ଏକ ୱେବସାଇଟ୍‌ ରହିଛି। ମହିଳାମାନେ ପାରମ୍ପରିକ ଗହଣା ତିଆରି କରି ବିକ୍ରି କରିଥାନ୍ତି। ଏହାସହ ଗାଁକୁ ଆସୁଥିବା ପର୍ଯ୍ୟଟକଙ୍କ ପାଖରୁ ଟିକସ୍‌ ବାବଦକୁ ମିଳୁଥିବା ଅର୍ଥରେ ଗାଁ ଚଳିଥାଏ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗାଁକୁ ପୁରୁଷଙ୍କ ପ୍ରବେଶ ନିଷେଧ ଥିଲେ ମଧ୍ୟ ମହିଳାମାନେ ଗର୍ଭବତୀ ହେଉଛନ୍ତି। ପ୍ରକୃତ କଥା ହେଳା ମହିଳାମାନେ ପାଖ ଗାଁକୁ ଯାଇ ମନ ପସନ୍ଦ ପୁରୁଷଙ୍କ ସହ ମିଶୁଥିବାରୁ ଏପରି ଘଟୁଛି। ଏହା ପଛରେ କୌଣସି ଅଲୌକିକ ଘଟଣା କି ଅନ୍ୟକିଛି ରହସ୍ୟ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story