ନଳକୂପରୁ ବାହାରୁଛି ଅନବରତ ପାଣି: ବନ୍ଦ କରିବାକୁ ପ୍ରଶାସନ ପାଖରେ ସମୟ ନାହିଁ

ରାଜଗାଙ୍ଗପୁର: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଦେଇ ଯାଇଥିବା ୧୦ ନମ୍ବର ରାଜ୍ୟ ରାଜପଥ କଡ଼ରେ ରହିଛି ଏକ ନଳକୂଅ। ଏହି ନଳକୂପରୁ ଅନବରତ ପାରି ବାହାରି ନଷ୍ଟ ହେଉଛି। ହେଲେ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ କି ଏହାର ମରାମତି ହେଉନାହିଁ।

ରାଜପଥର ଗମାରଡିହିଠାରେ ନଳକୂଅଟି ଅଛି। ଖୋଲା ହେବା ଦିନଠାରୁ ଏଥିରୁ ଅନବରତ ପାଣି ବାହାରୁଛି। କିଛି ଲୋକ ଏବେ ନଳକୂପ ପାଖରୁ ହୁଡା ବନା ଚାଷ ଜମିକୁ ପାଣି ନେଇ ଚାଷକାର୍ଯ୍ୟ କରୁଛନ୍ତି।

ତେବେ ନଳକୂପରୁ କାହିଁକି ଏମିତି ପାଣି ବାହାରୁଛି ସେ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ। ଏପରି ନଳକୂପ ଦେଖିବାକୁ ସେଠାରେ ପ୍ରତିଦିନ ଲୋକଙ୍କ ଗହଳି ମଧ୍ୟ ଲାଗୁଛି।

ପାହାଡ଼ ମଧ୍ୟରେ ଜମି ରହିଥିବା ପାଣି ନଳକୂପ ଦେ ବାହାଚଥିବା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ  କହିଛନ୍ତି।

Ordigital Desk
• Published: Sunday, 24 September 2017
• Updated: 24 September 2017, 06:41 PM IST

Sports

Latest News

ରାଜଗାଙ୍ଗପୁର: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଦେଇ ଯାଇଥିବା ୧୦ ନମ୍ବର ରାଜ୍ୟ ରାଜପଥ କଡ଼ରେ ରହିଛି ଏକ ନଳକୂଅ। ଏହି ନଳକୂପରୁ ଅନବରତ ପାରି ବାହାରି ନଷ୍ଟ ହେଉଛି। ହେଲେ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ କି ଏହାର ମରାମତି ହେଉନାହିଁ।

ରାଜପଥର ଗମାରଡିହିଠାରେ ନଳକୂଅଟି ଅଛି। ଖୋଲା ହେବା ଦିନଠାରୁ ଏଥିରୁ ଅନବରତ ପାଣି ବାହାରୁଛି। କିଛି ଲୋକ ଏବେ ନଳକୂପ ପାଖରୁ ହୁଡା ବନା ଚାଷ ଜମିକୁ ପାଣି ନେଇ ଚାଷକାର୍ଯ୍ୟ କରୁଛନ୍ତି।

ତେବେ ନଳକୂପରୁ କାହିଁକି ଏମିତି ପାଣି ବାହାରୁଛି ସେ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ। ଏପରି ନଳକୂପ ଦେଖିବାକୁ ସେଠାରେ ପ୍ରତିଦିନ ଲୋକଙ୍କ ଗହଳି ମଧ୍ୟ ଲାଗୁଛି।

ପାହାଡ଼ ମଧ୍ୟରେ ଜମି ରହିଥିବା ପାଣି ନଳକୂପ ଦେ ବାହାଚଥିବା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ  କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos