ସେକ୍ସ ପାଇଁ ବିକଳ ହୁଅନ୍ତିନି ଏହି ଦେଶର ଲୋକେ

ଯୌବନ ସ୍ପର୍ଶ କଲେ ମନକୁ ସଂଜତ କରିବା କଷ୍ଟକର। ବିଷେଶଜ୍ଞ କହିବା ଅନୁଯାୟୀ ବଞ୍ଚିବା ପାଇଁ ଖାଦ୍ୟ ପାନୀୟ ଭଳି ସେକ୍ସ ମଧ୍ୟ ଅପରିହାର୍ଯ୍ୟ। । ତେଣୁ ବିବାହ ବୟସ ହୋଇଗଲେ ଘର ଲୋକବି ବ୍ୟସ୍ତ ହୋଇଥାନ୍ତି।  ଏହା ମଧ୍ୟ ଜୀବନର ଚଲାପଥକୁ ସୁଗମ କରିଥାଏ। ହେଲେ ଏମିତି କିଛି ଦେଶ ଅଛି ଯେଉଁଠି ଲୋକମାନେ ସେକ୍ସ ପ୍ରତି ସେତେଟା ଆକର୍ଷିତ ହୁଅନ୍ତି ନାହିଁ। ଏହାର ମଧ୍ୟ ବିଭିନ୍ନ କାରଣ ରହିଛି। ଆସନ୍ତୁ ଏସବୁ ଦେଶ ବିଷୟରେ ଜାଣିବା। […]

sex

sex

Rakesh Mallick
  • Published: Monday, 27 March 2017
  • Updated: 29 March 2017, 07:41 AM IST

Sports

Latest News

ଯୌବନ ସ୍ପର୍ଶ କଲେ ମନକୁ ସଂଜତ କରିବା କଷ୍ଟକର। ବିଷେଶଜ୍ଞ କହିବା ଅନୁଯାୟୀ ବଞ୍ଚିବା ପାଇଁ ଖାଦ୍ୟ ପାନୀୟ ଭଳି ସେକ୍ସ ମଧ୍ୟ ଅପରିହାର୍ଯ୍ୟ। । ତେଣୁ ବିବାହ ବୟସ ହୋଇଗଲେ ଘର ଲୋକବି ବ୍ୟସ୍ତ ହୋଇଥାନ୍ତି।  ଏହା ମଧ୍ୟ ଜୀବନର ଚଲାପଥକୁ ସୁଗମ କରିଥାଏ। ହେଲେ ଏମିତି କିଛି ଦେଶ ଅଛି ଯେଉଁଠି ଲୋକମାନେ ସେକ୍ସ ପ୍ରତି ସେତେଟା ଆକର୍ଷିତ ହୁଅନ୍ତି ନାହିଁ। ଏହାର ମଧ୍ୟ ବିଭିନ୍ନ କାରଣ ରହିଛି। ଆସନ୍ତୁ ଏସବୁ ଦେଶ ବିଷୟରେ ଜାଣିବା। ପ୍ରଥମେ ଆସୁଛି ଡେନମାର୍କ। ଏହି ଦେଶରେ ମହିଳାଙ୍କ ଫର୍ଟାଇଲ ପାୱାର କମ୍। ଏଠି ଶିଶୁ ଜନ୍ମ ହାର ଖୁବ୍ କମ। ଏହି ଦେଶରେ ସରକାର ଏବେ ପିଲା ଜନ୍ମ ପାଇଁ ଅଧିକ ଗୁରତ୍ୱ ଦେଉଛନ୍ତି।

ଏହା ପରେ ଅଛି ଋସିଆ। ଏଠି ମଧ୍ୟ ସମାନ ଅବସ୍ଥା। ଏଠିକାର ଲୋକେ ଅଧିକ ମଦପାନ କରନ୍ତି। ତେଣୁ ଏମାନଙ୍କ ସେକ୍ସପାୱାର କମ୍। ଏଠି ଖୁବ୍‌ କୋଚିତ ମହିଳା ସୁସ୍ଥ ଶିଶୁ ଟିଏ ଜନ୍ମ ଦେଇଥାନ୍ତି। ଏହା ପରେ ଜାପାନ ରହିଛି। ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଭୟାବହତା ଏବେ ବି ଦୂର ହୋଇ ନାହିଁ। ପରମାଣୁ ବୋମା ବିସ୍ଫୋରଣର ପ୍ରଭାବ ଏବେ ମଧ୍ୟ ଏହି ଦେଶରୁ ହଟି ନାହିଁ। ଆଜି ବି ପିଲା ପଙ୍ଗୁ ହୋଇ ଜନ୍ମ ହେଉଛି। ତା’ର କାରଣ ହେଉଛି ଏଠିକାର ଲୋକଙ୍କ ମଧ୍ୟରେ ସେକ୍ସକୁ ନେଇ ସେତେଟା ଉନ୍ମାଦନା ନାହିଁ। ଏହି ତାଲିକାରେ  ରୋମାନିଆ, ସିଙ୍ଗାପୁର, ଇଟାଲି, ହଂକଂ ଏବଂ ସ୍ପେନ ଭଳି ଦେଶ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story