ଏପରି ଘଟିବ କରୋନାର ଅନ୍ତ!

ନୂଆଦିଲ୍ଲୀ: ଚୀନର ଉହାନ ସହରରୁ ସମଗ୍ର ବିଶ୍ୱକୁ ନୋଭେଲ କରୋନା ଭୂତାଣୁ ବ୍ୟାପିଥିବା ଆମେ ସମସ୍ତେ ଜାଣିଛନ୍ତି। ହେଲେ ସଂକ୍ରମଣର ଏହି ଅଧ୍ୟାୟ କେବେ ଓ କିପରି ଶେଷ ହେବ ସେ କଥା କାହାରିକୁ ଜଣାନାହିଁ। ବୈଜ୍ଞାନିକମାନେ ନିଜ ପ୍ରୟାସରେ ଲାଗିପଡ଼ିଛନ୍ତି। କିନ୍ତୁ ଏଯାବତ କୌଣସି ସମାଧାନ ମିଳିପାରି ନାହିଁ। ତେବେ ଏହି ପ୍ରଶ୍ନର ଦୁଇଟି ପ୍ରକାର ଉତ୍ତର ରହିଛି। ପ୍ରଥମତଃ ଡାକ୍ତରୀ ଭାଷାରେ କହିଲେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ଦିନ କରୋନା ଭୂତାଣୁ ସଂକ୍ରମଣ […]

coronavirus

coronavirus

Pragnya Choudhury
  • Published: Friday, 15 May 2020
  • Updated: 16 May 2020, 11:16 AM IST

Sports

Latest News

ନୂଆଦିଲ୍ଲୀ: ଚୀନର ଉହାନ ସହରରୁ ସମଗ୍ର ବିଶ୍ୱକୁ ନୋଭେଲ କରୋନା ଭୂତାଣୁ ବ୍ୟାପିଥିବା ଆମେ ସମସ୍ତେ ଜାଣିଛନ୍ତି। ହେଲେ ସଂକ୍ରମଣର ଏହି ଅଧ୍ୟାୟ କେବେ ଓ କିପରି ଶେଷ ହେବ ସେ କଥା କାହାରିକୁ ଜଣାନାହିଁ। ବୈଜ୍ଞାନିକମାନେ ନିଜ ପ୍ରୟାସରେ ଲାଗିପଡ଼ିଛନ୍ତି। କିନ୍ତୁ ଏଯାବତ କୌଣସି ସମାଧାନ ମିଳିପାରି ନାହିଁ। ତେବେ ଏହି ପ୍ରଶ୍ନର ଦୁଇଟି ପ୍ରକାର ଉତ୍ତର ରହିଛି।

ପ୍ରଥମତଃ ଡାକ୍ତରୀ ଭାଷାରେ କହିଲେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ଦିନ କରୋନା ଭୂତାଣୁ ସଂକ୍ରମଣ ଆଉ ବିଶ୍ୱ ମହାମାରୀ ନୁହେଁ ବୋଲି ଘୋଷଣା କରିବ ଏ ପ୍ରଶ୍ନର ଉତ୍ତର ମିଳିଯିବ। ଦ୍ୱିତୀୟତଃ, ଲୋକମାନେ ନିଜେ ନିଜେ କରୋନା ଭୂତାଣୁ ସଂକ୍ରମଣ ନେଇ ବିରକ୍ତ ହୋଇଯିବେ। ଯଦିଓ ସେମାନଙ୍କୁ ବିପଦ ଅନେଇ ବସିଛି, ତଥାପି ତାଙ୍କୁ ସାଧାରଣ ଜୀବନକୁ ଫେରିବାକୁ ହେବ। ଏନେଇ ନ୍ୟୁୟର୍କ ଟାଇମ୍ସ ତଥ୍ୟ ଅନୁସାରେ ଅନେକ ବିଶେଷଜ୍ଞଙ୍କ କହିବା ହେଲା, କରୋନା ମହାମାରୀ ଶେଷ ହେବା ନେଇ ଅଣଔପଚାରିକ ଭାବେ ଘୋଷଣା ସାଧାରଣ ଲୋକଙ୍କ ଦ୍ୱାରା ହିଁ ହେବ। ତେବେ କୌଣସି ମହାମାରୀ ଶେଷ ହେବା ନେଇ ଅଧିକାରିକ ଭାବେ ଘୋଷଣା କରାଗଲା ପରେ ମଧ୍ୟ ଲୋକଙ୍କ ମନରେ କେଉଁଠି ନା କେଉଁଠି ରୋଗ ବ୍ୟାଧି ନେଇ ଆତଙ୍କ ଲୁଚି ରହିଥିବା ଅତୀତରେ ଦେଖିବାକୁ ମିଳିଛି।

କୁହାଯାଏ, ମନରୁ ହାରି ଯାଇଥିବା ବ୍ୟକ୍ତି ପରାଜିତ ହୋଇଥାଏ ଏବଂ ମନରୁ ଜିତିଥିବା ବ୍ୟକ୍ତି ସବୁବେଳେ ବିଜୟୀ ହୋଇଥାନ୍ତି। ସାରା ଦୁନିଆର ବୈଜ୍ଞାନିକମାନେ ମତ ଦିଅନ୍ତି ଯେ, ଯେ ପର୍ଯ୍ୟନ୍ତ କୌଣସି ରୋଗକୁ ନେଇ ଆମ ଭିତରେ ଭୟ ଲାଗି ରହିଥାଏ, ସେ ପର୍ଯ୍ୟନ୍ତ ଏହା ଆମ ଉପରେ ପ୍ରଭାବ ପକାଇଥାଏ। ନ୍ୟୁୟର୍କ ଟାଇମ୍ସର ପ୍ରକାଶିତ ରିପୋର୍ଟ ଅନୁଯାୟୀ ରୟାଲ କଲେଜ ଅଫ୍ ସର୍ଜନ୍ସର ଡା. ସୁସେନ୍ ମୁରେ କହିଛନ୍ତି ଯେ, ମହାମାରୀ ହୋଇ ନ ଥିଲେ ମଧ୍ୟ କୌଣସି ରୋଗ ନେଇ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଥାଏ, ଯେପରି ଇବୋଲାକୁ ନେଇ ଇଂଲଣ୍ଡ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଏହାର ବିପରୀତ ମଧ୍ୟ ହୋଇପାରେ। ଲୋକଙ୍କ ମଧ୍ୟରେ ଭୟ ରହିବା ପର୍ଯ୍ୟନ୍ତ କୌଣସି ବ୍ୟାଧି ବା ରୋଗ ମହାମାରୀ ହୋଇଥାଏ।

ଏହି ପରିପ୍ରେକ୍ଷୀରେ ଜନ ହପକିନ୍ସ ଇନଷ୍ଟିଚ୍ୟୁଟର ଚିକିତ୍ସା ବୈଜ୍ଞାନିକ ଡା. ଜେରେମି ଗ୍ରୀନ୍ କହିଛନ୍ତି, ଯେତେବେଳେ ଲୋକେ ପଚାରୁଛନ୍ତି ଯେ କେବେ ଏହି ମହାମାରୀ ଶେଷ ହେବ? ପ୍ରକୃତରେ ସେମାନେ ଶାରୀରିକ ଦୂରତର କେବେ ଅବସାନ ଘଟିବ ତାହା ଜାଣିବାକୁ ଚାହୁଁଛନ୍ତି। ଅନ୍ୟ ଭାଷାରେ କହିବାକୁ ଗଲେ, ମହାମାରୀ ସମାପ୍ତ ହେବ ନାହିଁ ବରଂ ଲୋକେ ଆତଙ୍କକୁ ନିଜ ଭିତରୁ ବାହାର କରିଦେବେ। ସମୟକ୍ରମେ ଲୋକେ କରୋନା ଭୂତାଣୁ ସଂକ୍ରମଣ ସହ ଜୀବନଯାପନ କରିବାକୁ ପ୍ରସ୍ତୁତ ହେବେ। ତେବେ କିଛି ମାତ୍ରାରେ ଏହା ଆରମ୍ଭ ମଧ୍ୟ ହୋଇଗଲାଣି। ସୂଚନା ଅନୁସାରେ, ବିଶେଷଜ୍ଞ ଚେତାବନୀ ଦେବାପରେ ମଧ୍ୟ ଆମେରିକାର ଅନେକ ରାଜ୍ୟରେ ଶାରୀରିକ ଦୂରତ୍ୱ ନିୟମକୁ ଢ଼ିଲା କରିଦିଆଯାଇଛି। ସାଲୋନଠାରୁ ଜିମ୍ ପର୍ଯ୍ୟନ୍ତ ସବୁ ଖୋଲିବାକୁ ଅନୁମତି ଦିଆଯାଉଛି।

ଅନେକ ବୈଜ୍ଞାନିକ ଏହି ମତ ଦେଉଛନ୍ତି, ଚିକିତ୍ସା ବିଜ୍ଞାନ ଦୃଷ୍ଟିରେ ନୁହେଁ ବରଂ ସାମାଜିକ ବିଜ୍ଞାନ ଦୃଷ୍ଟିରେ କରୋନା ଭୂତାଣୁ ମହାମାରୀର ଅନ୍ତ ଘଟିବ। କରୋନା ସଂକ୍ରମଣ ସବୁଦିନ ଆମ ସହ ରହିପାରେ। ଅନେକ ଲୋକ ସଂକ୍ରମଣରେ ପ୍ରାଣ ହରାନ୍ତୁ। ଏହା ମଧ୍ୟ ସମ୍ଭବ। ହେଲେ ଲୋକେ ଲକଡାଉନ କଟକଣା ଓ ଶାରୀରିକ ଦୂରତାରେ ରହି ରହି ବିରକ୍ତ ହୋଇଯିବେ। ଲୋକେ ମାନସିକ ଭାବେ ବ୍ୟତିବ୍ୟସ୍ତ ହୋଇ ଚିନ୍ତିତ ହେବାକୁ ଲାଗିଲେଣି। ଶେଷରେ ସେମାନେ ପରିସ୍ଥିତିକୁ ସ୍ୱୀକାର କରି ସାଧାରଣ ଜୀବନକୁ ଫେରିବା ଆରମ୍ଭ କରିବେ। ଆାଉ ଏହା ମହାମାରୀ କରୋନାର ଅନ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story