ସାପ କରୁଛି ମସାଜ୍: ଅଜଗର ଦେଉଛି ଆରାମ୍‌

ସାପର ନାଁ ଶୁଣିଲେ ଆତଙ୍କିତ ହେବା ସ୍ୱାଭାବିକ କଥା। ପୁଣି ଅଜଗର ସାପ  କଥା ଶୁଣିଲେ ଆଚ୍ଛା ଆଚ୍ଛା ଲୋକଙ୍କର ମୁଣ୍ଡରୁ ଝାଳ ବାହାରି ଯାଇଥାଏ।  ତେବେ ଅଜଗର ସାପ ଏବେ କରୁଛି ସମାଜ୍‌।  ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ପଡୁଥିବେ। ହେଲେ କଥାଟା ସତ ! ଜର୍ମାନୀର ‘ ଦି ହାର ମୋଡ୍‌ ଟିମ୍‌’ ସେଲୁନରେ ଅଜଗର ସାପ କରୁଛି ନେକ୍‌ ମସାଜ। ମଣ୍ଟି ନାମକ ଅଜଗର ସାପ ୧୩ବର୍ଷ ହେବ ସେଲୁନ୍‌ରେ ଲୋକମାନଙ୍କର […]

python-snake

python-snake

Rakesh Mallick
  • Published: Monday, 20 March 2017
  • Updated: 20 March 2017, 01:20 PM IST

Sports

Latest News

ସାପର ନାଁ ଶୁଣିଲେ ଆତଙ୍କିତ ହେବା ସ୍ୱାଭାବିକ କଥା। ପୁଣି ଅଜଗର ସାପ  କଥା ଶୁଣିଲେ ଆଚ୍ଛା ଆଚ୍ଛା ଲୋକଙ୍କର ମୁଣ୍ଡରୁ ଝାଳ ବାହାରି ଯାଇଥାଏ।  ତେବେ ଅଜଗର ସାପ ଏବେ କରୁଛି ସମାଜ୍‌।  ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ପଡୁଥିବେ। ହେଲେ କଥାଟା ସତ !

ଜର୍ମାନୀର ‘ ଦି ହାର ମୋଡ୍‌ ଟିମ୍‌’ ସେଲୁନରେ ଅଜଗର ସାପ କରୁଛି ନେକ୍‌ ମସାଜ। ମଣ୍ଟି ନାମକ ଅଜଗର ସାପ ୧୩ବର୍ଷ ହେବ ସେଲୁନ୍‌ରେ ଲୋକମାନଙ୍କର ବେକ ମସାଜ୍‌ କରୁଛି।  ଏଥିପାଇଁ ଏହି ସେଲୁନ୍‌ ବିଶ୍ୱରେ ଚର୍ଚ୍ଚିତ ହୋଇଛି। ଏହି ସେଲୁନ୍‌କୁ ଆସୁଥିବା ଲୋକେ ବେକର ମସାଜ ଅଜଗର ସାପ ଦ୍ୱାରା କରିଥାନ୍ତି। ମଣ୍ଟି ମାସାଜ କଲେ  ଗ୍ରାହକଙ୍କୁ ଆରାମ ମିଳିଥାଏ  ଓ ଟେନସନ୍‌ ମଧ୍ୟ ଦୂର ହୋଇଥାଏ।

ସେଲୁନ୍‌ ମାଲିକ କହିଛନ୍ତି,“ଅଜଗର ସାପ( ମଣ୍ଟି) କର୍ମଚାରୀଙ୍କ  ଭଳି  ଲୋକଙ୍କ ସେବା କରିଥାଏ।”

ସବୁଠାରୁ ଆଶ୍ଚର୍ଯ୍ୟର କଥା, ଅଜଗର ସାପ( ମଣ୍ଟି) ଲୋମାନଙ୍କର ବେକ ମସାଜ କଲେ  ଟଙ୍କା  ନେଇ ନ ଥାଏ।  ଗ୍ରାହକ ନିଜ ଇଚ୍ଛାରେ ତାକୁ କିଛି ଖାଇବାକୁ ଦେଇଥାନ୍ତି।

,

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story