ଭିନ୍ନ ଜଣେ ଭିକାରି, ଭିକ ମାଗି ଗରିବ ଝିଅଙ୍କୁ ପଢ଼ାଉଛନ୍ତି ପାଠ

ଅହମ୍ମଦାବାଦ: ଯଦି କୌଣସି ଗରିବ ଲୋକ ଦୁଇ ବେଳା ଦୁଇ ମୁଠା ଖାଇବାକୁ ନ ପାଏ ସେ ଭିକ୍ଷା ବୃତ୍ତିକୁ ଆପଣାଇଥାଏ। ଘର ଘର ବୁଲି ସେ ଭିକ ମାଗେ। କିମ୍ୱା କୌଣସି ମନ୍ଦିର ବେଢ଼ାରେ ବସି ଭିକ ମାଗିଥାଏ। ଦିନ ସାରା ବୁଲି ଲୋକଙ୍କ ଠାରୁ ଯେଉଁ ଭିକ୍ଷା ମିଳେ ସେଥିରେ ତାର ଗୁଜୁରାଣ ମେଣ୍ଟିଥାଏ। ହେଲେ ଗୁଜରାଟର ମେହସାନା ମନ୍ଦିର ବାହାରେ ଭିକ ମାଗୁଥିବା ଖେମଜୀ ପ୍ରଜାପତି ଅନ୍ୟମାନଙ୍କଠାରୁ ଅଲଗା। କେବଳ ପେଟ ପୋଷିବା […]

Rakesh Mallick
  • Published: Sunday, 03 September 2017
  • Updated: 03 September 2017, 12:57 PM IST

Sports

Latest News

ଅହମ୍ମଦାବାଦ: ଯଦି କୌଣସି ଗରିବ ଲୋକ ଦୁଇ ବେଳା ଦୁଇ ମୁଠା ଖାଇବାକୁ ନ ପାଏ ସେ ଭିକ୍ଷା ବୃତ୍ତିକୁ ଆପଣାଇଥାଏ। ଘର ଘର ବୁଲି ସେ ଭିକ ମାଗେ। କିମ୍ୱା କୌଣସି ମନ୍ଦିର ବେଢ଼ାରେ ବସି ଭିକ ମାଗିଥାଏ। ଦିନ ସାରା ବୁଲି ଲୋକଙ୍କ ଠାରୁ ଯେଉଁ ଭିକ୍ଷା ମିଳେ ସେଥିରେ ତାର ଗୁଜୁରାଣ ମେଣ୍ଟିଥାଏ। ହେଲେ ଗୁଜରାଟର ମେହସାନା ମନ୍ଦିର ବାହାରେ ଭିକ ମାଗୁଥିବା ଖେମଜୀ ପ୍ରଜାପତି ଅନ୍ୟମାନଙ୍କଠାରୁ ଅଲଗା। କେବଳ ପେଟ ପୋଷିବା ପାଇଁ ସେ ଭିକ ମାଗନ୍ତି ନାହିଁ।  ଭିକ ମଗାରୁ ମିଳୁଥିବା ଅର୍ଥକୁ ସେ ଗରିବ ଝିଅମାନଙ୍କ ପଢ଼ାରେ ବିନିଯୋଗ କରନ୍ତି।

ଖେମଜୀ କହନ୍ତି, ମେହସାନାର ଗରିବ ଝିଅମାନେ ପାଠ ପଢ଼ିଲେ ଆତ୍ମନିର୍ଭରଶୀଳ ହୋଇପାରିବେ। ନିଜ ଗୋଡ଼ରେ ଛିଡ଼ା ହୋଇପାରିବେ। ସେଥିପାଇଁ ସେ ଭିକ୍ଷା ବୃତ୍ତିକୁ ଆପଣାଇଛନ୍ତି। ଦୀର୍ଘ ୧୩ ବର୍ଷ ହେଲା ଭିକ ମାଗି ଆସୁଛନ୍ତି। ଏହି ସମୟ ମଧ୍ୟରେ ସେ ସ୍କୁଲ୍ ପିଲାଙ୍କ ୟୁନିଫର୍ମ, ବହି ଓ ଫି’ ଆଦି ବାବଦକୁ ୮୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ସେ ୧୨ଟି ସ୍କୁଲକୁ ଅନୁଦାନ ମଧ୍ୟ ଦେଇଛନ୍ତି। ଏଥିମଧ୍ୟରେ କିଛି ଭିନ୍ନକ୍ଷମ ସ୍କୁଲ୍ ମଧ୍ୟ ରହିଛି। ଗତ ଫେବ୍ରୁଆରୀ ମାସର ପ୍ରଥମ ସପ୍ତାହରେ ୧୦ ଜଣ ଗରିବ ଝିଅଙ୍କୁ କାନଫୁଲ ଦେଇଥିଲେ। ପାଠପଢ଼ା ପାଇଁ ପ୍ରୋତ୍ସାହିତ କରିବା ପାଇଁ ସେ ସେମାନଙ୍କୁ କାନଫୁଲ ଦେଇଥିଲେ।

ଏହି ମହାନ୍ କାର୍ଯ୍ୟ ପାଇଁ ତାଙ୍କୁ ରୋଟରୀ କ୍ଳବ୍‌ ଅଫ୍ ଇଣ୍ଡିଆ ପକ୍ଷରୁ ‘ଲିଟ୍ରେସି ହିରୋ ଆୱାର୍ଡ’ରେ ସମ୍ମାନିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story