ମଦ ପାଇଁ ଡହଳବିକଳ: ରାଜପଥ କଡ଼ରୁ ପାଇଲେନି ଗଳିକନ୍ଦିକୁ ଧାଇଁଲେ

କିଏ ପାଣି ନପାଇ ଶୋଷରେ ଆଉଟପାଉଟ ହୁଏ। ହେଲେ ଏମିତି କିଛି ଲୋକ ଅଛନ୍ତି ମଦ ନ ମଳିଲେ ସେମାନେ  ଡହଳବିକଳ ହୁଅନ୍ତି।  ଏପ୍ରିଲ ୧ ଠାରୁ ଦେଶରେ ଏମିତି କିଛି ଚିତ୍ର ସାମ୍ନାକୁ ଆସିଛି। ମଦ ପାଇଁ ଲୋକେ ଡହ ଡହ ଖରାକୁ ବି  ଖାତିର କରୁନାହାନ୍ତି। ଆଉ ଦୋକାନରେ ଅସମ୍ଭବ ଭିଡ଼। କଥା ହେଉଛି ସୁପ୍ରମକୋର୍ଟଙ୍କ ବାରଣ ପରେ ଜାତୀୟ ଓ ରାଜ୍ୟରାଜପଥ କଡ଼ରୁ ମଦ ଦୋକାନ ହଟା ଅଭିଯାନ ଜାରି ରହିଛି। ଜାତୀୟ […]

WineBenefits

WineBenefits

Rakesh Mallick
  • Published: Monday, 03 April 2017
  • Updated: 03 April 2017, 10:18 PM IST

Sports

Latest News

କିଏ ପାଣି ନପାଇ ଶୋଷରେ ଆଉଟପାଉଟ ହୁଏ। ହେଲେ ଏମିତି କିଛି ଲୋକ ଅଛନ୍ତି ମଦ ନ ମଳିଲେ ସେମାନେ  ଡହଳବିକଳ ହୁଅନ୍ତି।  ଏପ୍ରିଲ ୧ ଠାରୁ ଦେଶରେ ଏମିତି କିଛି ଚିତ୍ର ସାମ୍ନାକୁ ଆସିଛି। ମଦ ପାଇଁ ଲୋକେ ଡହ ଡହ ଖରାକୁ ବି  ଖାତିର କରୁନାହାନ୍ତି। ଆଉ ଦୋକାନରେ ଅସମ୍ଭବ ଭିଡ଼। କଥା ହେଉଛି ସୁପ୍ରମକୋର୍ଟଙ୍କ ବାରଣ ପରେ ଜାତୀୟ ଓ ରାଜ୍ୟରାଜପଥ କଡ଼ରୁ ମଦ ଦୋକାନ ହଟା ଅଭିଯାନ ଜାରି ରହିଛି। ଜାତୀୟ ଓ ରାଜ୍ୟରାଜପଥ କଡ଼ରେ ୫୦୦ ମିଟର ବ୍ୟବଧାନରେ ଥିବା ମଦ ଦୋକାନକୁ ଉଚ୍ଛେଦ ପାଇଁ ସାରା ଦେଶରେ ପ୍ରଶାସନ ଦମରେ ଲାଗିପଡ଼ିଛି। ଗତ ଏପ୍ରିଲ ୧ରୁ ଏହି ଅଭିଯାନ ଜାରି ରହିଛି। ତେବେ ଏହାର ପ୍ରଭାବ ଉଭୟ ଦୋକାନୀ ଓ ଗ୍ରାହକଙ୍କ ଉପରେ ପଡ଼ିଛି। ରାଜପଥ କଡ଼ରୁ ମଦ ଦୋକାନ ବନ୍ଦ ହେବା ପରେ ବଜାରର ଗଳିକନ୍ଧିକୁ ଲୋକେ ଧାଉଁଛନ୍ତି। ରାତି ଦିନ ଭିଡ଼ ଜମୁଛି। ଏପରିକି ଅସହ୍ୟ ତାତିକୁ ଖାତିରି ନ କରି ଦୋକାନ ଆଗରେ ଗହଳି ହେଉଛି। ସତେଜେମିତି ରାସନ ଦୋକାନରେ ଭିଡ଼ ଲାଗିଛି।  ତେବେ କେଉଁ ରାଜ୍ୟରେ ଅଦ୍ୟାବଧି କେତେ ମଦ ଦୋକାନ ବନ୍ଦ ରହିଛି ଏନେଇ ଏକ ଇଂରାଜୀ ଗଣମାଧ୍ୟମରେ ପ୍ରକାଶ ପାଇଛି। ଆସନ୍ତୁ ଜାଣିବା ଏପ୍ରିଲ ୧ ଠାରୁ କେଉଁଠି କେତେ ମଦ ଦୋକାନ ବନ୍ଦ ହୋଇଛି।

ଓଡ଼ିଶା: ବନ୍ଦ ହୋଇଛି ୧୧୬୭ ମଦ ଦୋକାନ। ତା’ଭିତରେର ରହିଛି ୬୦ ହୋଟେଲ,୨୦୫ ରେଷ୍ଟୁରାଣ୍ଟ,୫୨ ବିଏର ବାର, ଗୋଟିଏ  ମିଲିଟାରି କେଣ୍ଟିନ ଏବଂ ୭୪ ଟି ଦେଶୀ ମଦଦୋକାନ(ରାଜ୍ୟ ସରକାର ଦେଇଥିବା ତଥ୍ୟ)

ଦିଲ୍ଲୀ  ଏବଂ ଆଖପାଖ ଅଁଚଳ:  ଦିଲ୍ଲୀର ୧୦୦ ମଦ ଦୋକାନ,ନୋଏଡା ୩୨ ମଦ ଦୋକାକାନ, ଗୋଡ଼ଗାଁଓ ୧୦୬

ପଞ୍ଜାବ: ୧୪୦୦ ମଦ ଦୋକାନ

ହରିୟାନା: ୨୦୦ ମଦଦୋକାନ

ରାଜସ୍ଥାନ: ୨୮୦୦ ମଦଦୋକାନ

ପଶ୍ଚିମବଙ୍ଗ: ୨୪ ମଦ ଦୋକାନ, ଏଠାରେ ଅଭିଯାନ ଜାରି ରହିଛି

ମହାରାଷ୍ଟ୍ର: ୧୦୦୦ ମଦ ଦୋକାନ, ରାଜ୍ୟ ସରକାର କହିଲେ ୭ ହଜାର କୋଟି ରାଜସ୍ୱ କ୍ଷତି

ଗୋଆ: ଗତ ଏପ୍ରିଲ ୧ଠାରୁ ଅଦ୍ୟାବଧି ୩୦ ପ୍ରତିଶତ ମଦ ଦୋକାନ ବନ୍ଦ ହୋଇଛି

କର୍ନାଟକ:୫୯୫୦

ତାମିଲନାଡ଼ୁ: ୩୩୨୦

କେରଳ: ୨୦୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story