କୋଡିଏ ବର୍ଷ ହେଲା ଝିଅ ବେଶରେ ରହୁଛି ପୁଅ, କାରଣ ଜାଣିଲେ ଆଖିରୁ ଲୁହ ଆସିଯିବ

ମାଆ ପାଇଁ ଦୀର୍ଘ ୨୦ ବର୍ଷ ହେଲା ଝିଅ ସାଜିଛନ୍ତି ପୁଅ। ଝିଅ ଡ୍ରେସ ପିନ୍ଧୁଛନ୍ତି, ଝିଅ ଭଳି କଥା କହୁଛନ୍ତି, ମୁଣ୍ଡର ବାଳ ବି ଲମ୍ବା ଲମ୍ବା ରଖିଛନ୍ତି। ମା’କୁ ଭଲ କରିବାକୁ ୨୦ ବର୍ଷ ହେବ ବୃହନଳାର ଅଭିଶପ୍ତ ଜୀବନ ଜିଉଁଛନ୍ତି ପୁଅ। ଘଟଣାଟି ହେଉଛି ଚୀନର ଗୁଇଲିନ୍ ଅଞ୍ଚଳର। ଏଠାରେ ଜଣେ ବ୍ୟକ୍ତି ଦୀର୍ଘ ୨୦ବର୍ଷ ହେବ ଝିଅ ବେଶରେ ମା ସେବା କରୁଛନ୍ତି। ତାଙ୍କ ମା ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ। […]

mom_

mom_

Rakesh Mallick
  • Published: Tuesday, 18 July 2017
  • Updated: 18 July 2017, 10:11 PM IST

Sports

Latest News

ମାଆ ପାଇଁ ଦୀର୍ଘ ୨୦ ବର୍ଷ ହେଲା ଝିଅ ସାଜିଛନ୍ତି ପୁଅ। ଝିଅ ଡ୍ରେସ ପିନ୍ଧୁଛନ୍ତି, ଝିଅ ଭଳି କଥା କହୁଛନ୍ତି, ମୁଣ୍ଡର ବାଳ ବି ଲମ୍ବା ଲମ୍ବା ରଖିଛନ୍ତି। ମା’କୁ ଭଲ କରିବାକୁ ୨୦ ବର୍ଷ ହେବ ବୃହନଳାର ଅଭିଶପ୍ତ ଜୀବନ ଜିଉଁଛନ୍ତି ପୁଅ।

ଘଟଣାଟି ହେଉଛି ଚୀନର ଗୁଇଲିନ୍ ଅଞ୍ଚଳର। ଏଠାରେ ଜଣେ ବ୍ୟକ୍ତି ଦୀର୍ଘ ୨୦ବର୍ଷ ହେବ ଝିଅ ବେଶରେ ମା ସେବା କରୁଛନ୍ତି। ତାଙ୍କ ମା ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ। ଅଧା ବୟସରୁ ଭଉଣୀର ମୃତ୍ୟୁ ହୋଇଯିବାରୁ ମା’ଙ୍କ ମାନସିକ ସ୍ଥିତି ବିଗିଡି ଯାଇଥିଲା। ରୋଗରେ ପଡି ମା ତାଙ୍କ ଝିଅଙ୍କୁ ବାରମ୍ବାର ମନେ ପାକାଉ ଥିଲେ। ତାଙ୍କ ମାନସିକ ସ୍ଥିତି ଅଧିକ ଖରାପ ହେବାକୁ ଲାଗିଲା, ଶେଷରେ ମଣିଷ ଚିହ୍ନି ପାରିଲେନି। ତେଣୁ ତାଙ୍କୁ ଭଲ କରିବା ପାଇଁ ସେହି ବ୍ୟକ୍ତି ଜଣକ ଭଉଣୀଙ୍କ ଡ୍ରେସ ପିନ୍ଧି ନିଜକୁ ମା’ର ଗେଲ୍ହା ଝିଅ ହେବାକୁ ଚେଷ୍ଟାକଲେ।

୨୦ବର୍ଷ ହେଲା ନାରୀ ବେଶରେ ରହୁଛନ୍ତି ଏହି ବ୍ୟକ୍ତି। ଏଥିପାଇଁ ଲୋକଙ୍କ ଠାରୁ ଅନେକ ଟାହି ଟାପରା ଶୁଣିବାକୁ ମିଳୁଛି। ସେ ସବୁକୁ ଖାତିର ନ କରି ମା’ଙ୍କ ସେବା କରୁଛନ୍ତି ଏହି ବ୍ୟକ୍ତି। ମହାଭାରତରେ ଅଜ୍ଞାତବାସ ପାଇଁ ଅର୍ଜୁନଙ୍କୁ ଏକ ବର୍ଷ ପାଇଁ ବୃହନଳା ବେଶରେ ଜୀବନ ବିତାଇବାକୁ ପଡିଥିଲା। ଏକଥା ସମସ୍ଥଙ୍କୁ ଭଲଭାବରେ ଜଣାଥିବ। କିନ୍ତୁ ମାଆଙ୍କ ପାଇଁ ଜଣେ ପୁଅ ଦୀର୍ଘ ୨୦ ବର୍ଷ ଧରି ନିଜକୁ ଝିଅ ବେଶରେ ସଜାଇ ରଖିବା ନିଶ୍ଚିତ ପକ୍ଷେ ସମାଜ ପାଇଁ ଏକ ଉଦାହରଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story