୨୦ ଦିନ ପୂର୍ବେ ଥିଲେ ରାଷ୍ଟ୍ରପତି, ଆଜି କଏଦୀ ନମ୍ବର ୫୦୩

୨୦ ଦିନ ପୂର୍ବେ ସେ ଥିଲେ ଦେଶର ରାଷ୍ଟ୍ରପତି। ଅପାର ସମ୍ମାନ, ଅପାର କ୍ଷମତା। କିନ୍ତୁ ଆଜି ସେ କଏଦୀ ନମ୍ବର ୫୦୩। ଏମିତି ଅବସ୍ଥାର ସମ୍ମୁଖୀନ ହୋଇଛନ୍ତି ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ପାର୍କ ଗ୍ୟୁନ୍-ହେ। ଗତକାଲି କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକ ଉପରେ ଅନ୍ତିମ ରାୟ ନ ଆସିବା ପର୍ଯ୍ୟନ୍ତ ତାଙ୍କୁ ଜେଲ୍‌ରେ ରହିବାକୁ ପଡ଼ିବ ବୋଲି ଗତକାଲି କୋର୍ଟ କହିଥିଲେ। ଜେଲ୍‌ରେ ପାର୍କଙ୍କୁ […]

pakr

pakr

Rakesh Mallick
  • Published: Saturday, 01 April 2017
  • Updated: 01 April 2017, 05:28 PM IST

୨୦ ଦିନ ପୂର୍ବେ ସେ ଥିଲେ ଦେଶର ରାଷ୍ଟ୍ରପତି। ଅପାର ସମ୍ମାନ, ଅପାର କ୍ଷମତା। କିନ୍ତୁ ଆଜି ସେ କଏଦୀ ନମ୍ବର ୫୦୩।

ଏମିତି ଅବସ୍ଥାର ସମ୍ମୁଖୀନ ହୋଇଛନ୍ତି ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ପାର୍କ ଗ୍ୟୁନ୍-ହେ। ଗତକାଲି କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକ ଉପରେ ଅନ୍ତିମ ରାୟ ନ ଆସିବା ପର୍ଯ୍ୟନ୍ତ ତାଙ୍କୁ ଜେଲ୍‌ରେ ରହିବାକୁ ପଡ଼ିବ ବୋଲି ଗତକାଲି କୋର୍ଟ କହିଥିଲେ।

ଜେଲ୍‌ରେ ପାର୍କଙ୍କୁ ପ୍ରସାଧନ ସାମଗ୍ରୀ, ଖାଇବା ଟ୍ରେ ସମେତ ଅନ୍ୟାନ୍ୟ ଜେଲ୍ କିଟ୍ ଦିଆଯାଇଛି। ୬୫ ବର୍ଷୀୟ ପାର୍କଙ୍କୁ ୧୦.୬ ବର୍ଗ ମିଟରର ଏକ ସେଲ୍‌ରେ ରଖାଯାଇଛି।  ଗାଧୋଇ ସାରିବା ପରେ ସେ ହଳଦିଆ ରଙ୍ଗର ଏକ ଜେଲ୍ ପୋଷାକ ପିନ୍ଧିଥିଲେ। ଏଥିରେ କଏଦୀ ନମ୍ବର ୫୦୩ ଲେଖାଯାଇଥିଲା। ପାର୍କଙ୍କୁ ଯେତେବେଳେ ଜେଲ୍‌ରେ ତାଙ୍କ ସେଲ୍ ନିକଟକୁ ନିଆଗଲା ସେ କାନ୍ଦି ପକାଇଥିଲେ।

୨୦ ଦିନ ପୂର୍ବରୁ କୋର୍ଟ ତାଙ୍କୁ ରାଷ୍ଟ୍ରପତି ପଦରୁ ହଟାଇ ଦେଇଥିଲେ।

ପାର୍କଙ୍କ ବିରୋଧରେ କ’ଣ ଅଭିଯୋଗ ରହିଛି, ତାହାକୁ ଆନୁଷ୍ଠାନିକ ଭାବେ ସାର୍ବଜନୀନ କରାଯାଇନାହିଁ। ତେବେ ଲାଞ୍ଚ କାରବାର, ନିଜ ପଦର ଦୁରୁପଯୋଗ ଓ ସରକାରୀ ଗୁପ୍ତ ସୂଚନାକୁ ସେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରୁଥିବା ଭଳି ଅଭିଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story