ସାବଧାନ ପାକିସ୍ତାନ! ଅନୁପ୍ରେବଶ ରୋକିବ ଏବେ ଅଦୃଶ୍ୟ ପ୍ରହରୀ 'ସୂଦର୍ଶନ'

ନୂଆଦିଲ୍ଲୀ: ସୀମା ସୁରକ୍ଷା ଭାରତ ପାଇଁ ଚିନ୍ତାର ବିଷୟ ହୋଇ ପଡିଛି। କଡା ସୁରକ୍ଷା ପରେ ବି ଆତଙ୍କବାଦୀମାନେ ଭାରତରେ ଅନୁପ୍ରେବେଶ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି।  ଏହାକୁ ଦୃଷ୍ଟିରେ ରଖି ଆଇଆଇଟି କାନପୁର୍‌ର କିଛି ଛାତ୍ର ଏକ ଡ୍ରୋନର ତିଆରି କରିଛନ୍ତି। ଯାହାର ନାଁ ରଖାଯାଇଛି ସୁଦର୍ଶନ। ଡ୍ରୋନଟି 300 ମିଟର ଉଚ୍ଚାରେ ଉଡି ମଧ୍ୟ ଭୂପୃଷ୍ଠରେ ସମ୍ପୁର୍ଣ୍ଣ ନଜର ରଖିପାରିବ। ଏହାର ପଙ୍ଖା ଏତେ ଜୋରରେ ଘୁରୁଛି ଯେ 50 ମିଟର ଉଚ୍ଚରୁ ଏହାକୁ […]

dron

dron

Rakesh Mallick
  • Published: Tuesday, 11 July 2017
  • Updated: 11 July 2017, 07:16 PM IST

Sports

Latest News

ନୂଆଦିଲ୍ଲୀ: ସୀମା ସୁରକ୍ଷା ଭାରତ ପାଇଁ ଚିନ୍ତାର ବିଷୟ ହୋଇ ପଡିଛି। କଡା ସୁରକ୍ଷା ପରେ ବି ଆତଙ୍କବାଦୀମାନେ ଭାରତରେ ଅନୁପ୍ରେବେଶ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି।  ଏହାକୁ ଦୃଷ୍ଟିରେ ରଖି ଆଇଆଇଟି କାନପୁର୍‌ର କିଛି ଛାତ୍ର ଏକ ଡ୍ରୋନର ତିଆରି କରିଛନ୍ତି। ଯାହାର ନାଁ ରଖାଯାଇଛି ସୁଦର୍ଶନ। ଡ୍ରୋନଟି 300 ମିଟର ଉଚ୍ଚାରେ ଉଡି ମଧ୍ୟ ଭୂପୃଷ୍ଠରେ ସମ୍ପୁର୍ଣ୍ଣ ନଜର ରଖିପାରିବ। ଏହାର ପଙ୍ଖା ଏତେ ଜୋରରେ ଘୁରୁଛି ଯେ 50 ମିଟର ଉଚ୍ଚରୁ ଏହାକୁ ଦେଖିବା ମୁକ୍ସିଲ।

ଏୟାରସ୍ପେଶ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟର ପ୍ରଫେସର ଅଭିଷେକ ଓ ତାଙ୍କର କେତେକେ ଛାତ୍ର ମିଶି ଏହି ଡ୍ରୋନ ତିଆରି କରିଛନ୍ତି। ଏହାକୁ ତିଆରୀ କରିବାକୁ 6 ମାସ ସମୟ ଲାଗିଛି। ଡ୍ରୋନଟିର ଡିଜାଇନ ପରିବର୍ତ୍ତନ କରି ଭରତୀୟ ସେନାକୁ ଦିଆଯିବ। ଏହାର ପରୀକ୍ଷଣ ପରେ ସେନା ପକ୍ଷରୁ ସୀକୃତି ମିଳିଲେ ସୀମା ସୁରକ୍ଷ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯିବ ବୋଲି ନିର୍ମାତା ଅଭିଷେକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos