ଝୁରାବାଲିର ସୌଦାଗରଙ୍କ ଝୁଲାରେ ଆଉ ଏକ ବିଶ୍ୱକିର୍ତ୍ତୀ: ଶ୍ରୀଲଙ୍କାରେ କଲେ ବିଶ୍ୱର ବଡ଼ ବୁଦ୍ଧମୂର୍ତ୍ତୀ

ଭୁବନେଶ୍ୱର: ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରୀଲଙ୍କାରେ ଆଉ ଏକ କିର୍ତ୍ତୀମାନ। ବିଶ୍ୱର ସବୁଠାରୁ ବଡ଼ ବୁଦ୍ଧ ମୂର୍ତ୍ତୀ ନିର୍ମାଣ କରିଛନ୍ତି। ଶ୍ରୀଲଙ୍କା ସରକାରଙ୍କ ଦ୍ୱାରା ଆୟୋଜିତ ୧୪ତମ ଅନ୍ତରାଷ୍ଟ୍ରୀୟ ଭେସକ୍‌ ଡେ’ ସମାରୋହରେ ଅଂଶ ଗ୍ରହଣ କରିବା ପାଇଁ ଭାରତକୁ ଆମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ସୁଦର୍ଶନ ସଂସଦ ନିକଟରେ ଏକ ୪୦ ଫୁଟ୍‌ ଲମ୍ୱର ବୁଦ୍ଧ ମୂର୍ତ୍ତୀ ନିର୍ମାଣ କରିଛନ୍ତି। ଏହି ୪୦ ଫୁଟ୍‌ର ବୁଦ୍ଧମୂର୍ତ୍ତୀ ସାଧାରଣ ଲୋକ ଦେଖିବା ପାଇଁ […]

buddha

buddha

Rakesh Mallick
  • Published: Thursday, 11 May 2017
  • Updated: 11 May 2017, 03:26 PM IST

ଭୁବନେଶ୍ୱର: ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରୀଲଙ୍କାରେ ଆଉ ଏକ କିର୍ତ୍ତୀମାନ। ବିଶ୍ୱର ସବୁଠାରୁ ବଡ଼ ବୁଦ୍ଧ ମୂର୍ତ୍ତୀ ନିର୍ମାଣ କରିଛନ୍ତି। ଶ୍ରୀଲଙ୍କା ସରକାରଙ୍କ ଦ୍ୱାରା ଆୟୋଜିତ ୧୪ତମ ଅନ୍ତରାଷ୍ଟ୍ରୀୟ ଭେସକ୍‌ ଡେ’ ସମାରୋହରେ ଅଂଶ ଗ୍ରହଣ କରିବା ପାଇଁ ଭାରତକୁ ଆମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ସୁଦର୍ଶନ ସଂସଦ ନିକଟରେ ଏକ ୪୦ ଫୁଟ୍‌ ଲମ୍ୱର ବୁଦ୍ଧ ମୂର୍ତ୍ତୀ ନିର୍ମାଣ କରିଛନ୍ତି। ଏହି ୪୦ ଫୁଟ୍‌ର ବୁଦ୍ଧମୂର୍ତ୍ତୀ ସାଧାରଣ ଲୋକ ଦେଖିବା ପାଇଁ ଆଜି ଖୋଲାଯାଇଛି।

ସୁଦର୍ଶନ ୧୦ତମ ମସ୍କୋ ବାଲୁକା କଳା ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ପଦକ ପାଇ ସାରା ଦେଶକୁ ଗର୍ବିତ କରି ସାରିଛନ୍ତି।

ସୌଜନ୍ୟ-କଲମ୍ୱୋ ପେଜ୍‌

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos