ଅପାଠୁଆ ପିଲାର ବିଚକ୍ଷଣ ବେପାରୀ ବୁଦ୍ଧି: ଚାହା ବିକି ଏବେ ଲକ୍ଷପତି

ଜୟପୁର: ଚାହା ବ୍ୟବସାୟରେ ମାସକୁ ରୋଜଗାର ଲକ୍ଷ ଲକ୍ଷ ଟଙ୍କା। ତାହାପୁଣି କୌଣସି ବଡ ହୋଟେଲ କିମ୍ବା ରେଷ୍ଟୁରାଣ୍ଟର ଚାହା ବ୍ୟବସାୟ ନୁହେଁ। ଘର ଘର ବୁଲି ଚାହା ବିକି ମାସକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ। ଚାହା ବ୍ୟବସାୟକୁ ନିଜର ଷ୍ଟାର୍ଟଅପ ବିଜନେସ ରୂପେ ଆରମ୍ଭ କରି ଏବେ ଜୟପୁରର ରଘୁବୀର ସିଂହ ଚୌଧୁରୀ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ତେବେ ଏହି ସଫଳତା […]

raghuvir

raghuvir

Rakesh Mallick
  • Published: Monday, 17 July 2017
  • Updated: 17 July 2017, 09:53 PM IST

Sports

Latest News

ଜୟପୁର: ଚାହା ବ୍ୟବସାୟରେ ମାସକୁ ରୋଜଗାର ଲକ୍ଷ ଲକ୍ଷ ଟଙ୍କା। ତାହାପୁଣି କୌଣସି ବଡ ହୋଟେଲ କିମ୍ବା ରେଷ୍ଟୁରାଣ୍ଟର ଚାହା ବ୍ୟବସାୟ ନୁହେଁ। ଘର ଘର ବୁଲି ଚାହା ବିକି ମାସକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ। ଚାହା ବ୍ୟବସାୟକୁ ନିଜର ଷ୍ଟାର୍ଟଅପ ବିଜନେସ ରୂପେ ଆରମ୍ଭ କରି ଏବେ ଜୟପୁରର ରଘୁବୀର ସିଂହ ଚୌଧୁରୀ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ତେବେ ଏହି ସଫଳତା ସ୍ୱାଦ ଚାଖିବାକୁ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଛି ରଘୁବୀରଙ୍କୁ।

ଜୟପୁରର ଏକ ଗରିବ ପରିବାରରେ ରଘୁବୀରଙ୍କ ଜନ୍ମ। ଉଚ୍ଚଶିକ୍ଷା ଗ୍ରହଣ କରିବା ପୂର୍ବରୁ ଗରିବି ତାଙ୍କ ପାଠ ପଢାରେ ଡୋରି ବାନ୍ଧି ଦେଇଥିଲା। ପରିବାରର ବୋଝକୁ ଉଠାଇବାକୁ ରଘୁବୀରଙ୍କୁ ଅଧାରୁ ପାଠ ଛାଡିବାକୁ ପଡିଥିଲା। ଆମାଜନରେ ଡେଲିଭରି ବୟ ଭାବେ ମାସିକ ୯ ହଜାର ଟଙ୍କାରେ ଚାକିରି କରିଥିଲେ ସେ। କିନ୍ତୁ ସେ ଜାଣିନଥିଲେ ଏଇଠୁ ହିଁ ତାଙ୍କ ଜୀବନର ଗତିପଥ ବଦଳିଯିବ। ବାଇକ୍‌ କିଣିବାକୁ ପଇସା ନଥିବାରୁ କମ୍ପାନୀ ସାମଗ୍ରୀକୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବାକୁ ନିଜ ସାଇକେଲରେ ଯାଉଥିଲେ ରଘୁବୀର। ସାଇକେଲରେ ଘରକୁ ଘର ବୁଲିବା ଅତ୍ୟନ୍ତ କଷ୍ଟଦାୟକ। ତେଣୁ ମଝିରେ ମଝିରେ କୌଣସି ସ୍ଥାନରେ ଥକ୍କା ମାରିବା ବେଳେ ଚାହା ପିଇବା ଅଭ୍ୟାସ ହୋଇଯାଇଥିଲା ତାଙ୍କର। କିନ୍ତୁ ସବୁ ସ୍ଥାନରେ ଭଲ ଚାହା ମିଳୁନଥିଲା। ତାଙ୍କ ଭଳି ଅନ୍ୟ ମାନେ ମଧ୍ୟ ଭଲ ଚାହା ସବୁ ସ୍ଥାନରେ ପାଉନଥିବେ ଏହି ଚିନ୍ତାଧାରା ତାଙ୍କୁ ଚାହା ବ୍ୟବସାୟ କରିବାକୁ ପ୍ରେରଣା ଦେଲା। ଆରମ୍ଭ ହେଲା ଚାହାକୁ ନେଇ ଷ୍ଟାର୍ଟଅପ ବିଜନେସ।

ତିନିଜଣ ସାଙ୍ଗଙ୍କ ସହ ମିଶି ଆରମ୍ଭ କଲେ ଚାହା ବ୍ୟବସାୟ। ପ୍ରଥମେ ନିକଟସ୍ଥ ଦୋକାନୀଙ୍କୁ ଚାହା ଦେବା ଆରମ୍ଭ କଲେ। ଧୀରେ ଧୀରେ ତାଙ୍କ ଚାହାର ପ୍ରସିଦ୍ଧି ଟାଣି ଆଣିଲା ଅନ୍ୟ ଗ୍ରାହକଙ୍କୁ।  ଏହାଭିତରେ ଅନଲାଇନ୍‌ ଆପ ମାଧ୍ୟମରେ ଚାହା ବିକିବା ଆରମ୍ଭ କରିଦେଲେ ରଘୁବୀର। ବେଶ୍‌ ଭଲ ମଧ୍ୟ ଚାଲିଲା ତାଙ୍କ ବେପାର। ଏବେ ଦିନକୁ ପ୍ରାୟ ୫୦୦ରୁ ୭୦୦ କପ୍ ଚାହା ପାଇଁ ଅନଲାଇନ ଅର୍ଡର ଆସୁଛି ରଘୁବୀରଙ୍କ ପାଖକୁ। ଏହା ଭିତରେ ସେ ଜୟପୁରରେ ୪ଟି ଚାହା ସେଣ୍ଟର ଖୋଲିସାରିଲେଣି । ଏହି ବ୍ୟବସାୟରୁ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଜଣେ ସଫଳତମ ଷ୍ଟାର୍ଟଅପ ବ୍ୟବସାୟୀ ଭାବେ ସେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story