ଜାଣିଛନ୍ତି ପୃଥିବୀର କେଉଁ ୧୦ଟି ଦେଶର ଲୋକେ ସବୁଠୁ ଅଧିକ ମଦ ପିଅନ୍ତି

ଆଜିକାଲି ଦୁନିଆରେ ମଦ ପିଇବା ଏକ ଫ୍ୟାସନ ହୋଇଗଲାଣି। ଶୀତପ୍ରଧାନ ପାଶ୍ଚାତ ରାଷ୍ଟ୍ର ଗୁଡିକରେ ମଦ ପିଇବା ଫ୍ୟାସନ ଯେତିକି ନୁହେଁ, ଶରୀର ପାଇଁ ଏହାର ଆବଶ୍ୟକତା ରହିଥାଏ। ଧିରେ ଧିରେ ଏହାକୁ ଏକ ଲାଇଫ୍ ଷ୍ଟାଇଲ ଭାବେ ଗ୍ରହଣ କରାଗଲାଣି। ବିଶେଷକରି ହାଇ ସୋସାଇଟିରେ ମଦ୍ୟପାନକୁ ସାଧାରଣ ଖାଦ୍ୟ ହିସାବରେ ଗ୍ରହଣ କରାଯାଉଛି। ଯଦିଓ ମଦ୍ୟପାନ ଶରୀର ପାଇଁ କ୍ଷତିକାରକ ବୋଲି ଡାକ୍ତର କହୁଛନ୍ତି, କିନ୍ତୁ ନିଶାରେ ଉବୁଡୁବୁ ହେବାକୁ ଇଚ୍ଛା କରୁଥିବା ବ୍ୟକ୍ତି ଏସବୁ […]

drinks

drinks

Rakesh Mallick
  • Published: Thursday, 20 July 2017
  • Updated: 20 July 2017, 04:11 PM IST

Sports

Latest News

ଆଜିକାଲି ଦୁନିଆରେ ମଦ ପିଇବା ଏକ ଫ୍ୟାସନ ହୋଇଗଲାଣି। ଶୀତପ୍ରଧାନ ପାଶ୍ଚାତ ରାଷ୍ଟ୍ର ଗୁଡିକରେ ମଦ ପିଇବା ଫ୍ୟାସନ ଯେତିକି ନୁହେଁ, ଶରୀର ପାଇଁ ଏହାର ଆବଶ୍ୟକତା ରହିଥାଏ। ଧିରେ ଧିରେ ଏହାକୁ ଏକ ଲାଇଫ୍ ଷ୍ଟାଇଲ ଭାବେ ଗ୍ରହଣ କରାଗଲାଣି। ବିଶେଷକରି ହାଇ ସୋସାଇଟିରେ ମଦ୍ୟପାନକୁ ସାଧାରଣ ଖାଦ୍ୟ ହିସାବରେ ଗ୍ରହଣ କରାଯାଉଛି। ଯଦିଓ ମଦ୍ୟପାନ ଶରୀର ପାଇଁ କ୍ଷତିକାରକ ବୋଲି ଡାକ୍ତର କହୁଛନ୍ତି, କିନ୍ତୁ ନିଶାରେ ଉବୁଡୁବୁ ହେବାକୁ ଇଚ୍ଛା କରୁଥିବା ବ୍ୟକ୍ତି ଏସବୁ କେବେ ମନେ ପକାଏ ନାହିଁ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା ପରିମାଣ ଦୃଷ୍ଟିରୁ ସବୁଠୁ ଅଧିକ ନିଶା ସେବନ କରୁଥିବା ବିଶ୍ୱର ଦଶଟି ଦେଶ ବିଷୟରେ।

ବେଲାରୁଷ: ମଦ୍ୟପାନ କ୍ଷେତ୍ରରେ ସାରା ବିଶ୍ୱରେ ରେକର୍ଡ କରିଛି ବେଲାରୁଷ। ମଦ ପିଇବାରେ ଏହି ଦେଶ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏଠି ବର୍ଷକୁ ବ୍ୟକ୍ତି ପିଛା ମଦ୍ୟପାନର ହାରାହାରି ପରିମାଣ ହେଲା ୧୪.୩୭ ଲିଟର। ଏ ଦେଶର ଜାତୀୟ ପାନୀୟ ହେଲା ଏକ ପ୍ରକାର ମଦ। ଏଠି ଲୋକମାନେ ପିଉଥିବା ସମୁଦାୟ ମଦର ୧୭ ପ୍ରତିଶତ ହେଲା ବିଅର।  ୫ ପ୍ରତିଶତ ୱାଇନ, ୪୭ ପ୍ରତିଶତ ସ୍ପିରିଟ ଓ ୩୧ ପ୍ରତିଶତ ଅନ୍ୟ ପାନୀୟ ରହିଥାଏ। ଏଠେରେ ବର୍ଷକୁ ପୁରୁଷମାନେ ପିଉଥିବା ମଦର ପରିମାଣ ୨୭.୫ ଲିଟର ଏବଂ ମହିଳାମାନେ ପିଉଥିବା ମଦର ପରିମାଣ ୯.୧ ଲିଟର।

Drinksଅଣ୍ଡୋରା: ଅଣ୍ଡୋରାରେ ବ୍ୟକ୍ତି ପିଛା ମଦ୍ୟପାନର ହାରାହାରି ପରିମାଣ ୧୩.୩୧ ଲିଟର। ମଦ ପିଇବାରେ ଏହା ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେମାନଙ୍କର ଜାତୀୟ ପାନୀୟ ହେଉଛି ୱାଇନ। ଏଠାରେ ୪୫ ପ୍ରତିଶତ ଲୋକ ମଦ ପିଉଥିବା ବେଳେ,ଏଥିରୁ ୩୫ ପ୍ରତିଶତ ଲୋକ ବିୟର, ୨୦ ପ୍ରତିଶତ ଲୋକ ସ୍ପିରିଟର ବ୍ୟବହାର କରିଥାନ୍ତି। ଏଠାରେ ବର୍ଷକୁ ପିଉଥିବା ମଦର ପରିମାଣ  ୧୯.୫  ଲିଟର ଏବଂ ମହିଳାମାନେ ପିଉଥିବା ମଦର ପରିମାଣ ୮.୨ ଲିଟର।

ଲିଥୁଆନିଆ: ଲିଥୁଆନିଆରେ ବ୍ୟକ୍ତି ପିଛା ମଦ୍ୟପାନର ହାରାହାରି ପରିମାଣ ହେଉଛି ୧୨.୯ ପ୍ରତିଶତ। ମଦ ପିଇବା ଏହା ବିଶ୍ୱରେ ତୃତୀୟ ସ୍ଥାନରେ ଅଛି। ଏମାନଙ୍କର ଜାତୀୟ ପାନୀୟ ହେଉଛି ମିଡ୍ସମିଡ। ଏଠାରେ ୪୬ ପ୍ରତିଶତ ଲୋକ ବିୟର, ୩୪  ପ୍ରତିଶତ ସ୍ପିରିଟ। ଅନ୍ୟ ପାନୀୟ ୧୨ ପ୍ରତିଶତ ଓ ୮ ପ୍ରତିଶତ ୱାଇନ କୁ ପାନୀୟ ରୂପରେ ନେଇଥାନ୍ତି, ଏଠାରେ ପୁରୁଷମାନେ ପିଉଥିବା ମଦର ପରିମାଣ ୨୪.୪ ପ୍ରତିଶତ ହୋଇଥିବା ବେଳେ ମହିଳାମାନଙ୍କ ମଦର ପରିମାଣ ୭.୯ ଲିଟର।

ଚେକ୍‌ ଗଣରାଜ୍ୟ: ଚେକ୍‌ ଗଣରାଜ୍ୟର ବ୍ୟକ୍ତି ପିଛା ମଦ୍ୟପାନର ହାରାହାରି ପରିମାଣ ହେଉଛି ୧୨.୬୯ ଲିଟର। ମଦ ପିଇବାରେ ଏହା ବିଶ୍ୱରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ଏମାନଙ୍କର ଜାତୀୟ ପାନୀୟ ହେଉଛି ବେଚେରେଭୋକ। ଏଠାରେ ୫୪ ପ୍ରତିଶତ ଲୋକ ବିୟର, ୨୬ ପ୍ରତିଶତ ସ୍ପିରିଟ ଓ ୨୦ ପ୍ରତିଶତ ୱାଇନ ସେବନ କରିଥାନ୍ତି। ଏଠାରେ ପୁରୁଷମାନେ ୧୮.୬ ଲିଟର ମଦ  ପିଉଥିବାବେଳେ ମହିଳାମାନେ ୭.୩ ଲିଟର ସେବନ କରିଥାନ୍ତି।

ଗ୍ରେନେଡା: ଏଠାରେ ବ୍ୟକ୍ତି ପିଛା ମଦର ହାରାହାରି ପରିମାଣ ୧୨.୪ ଲିଟର। ଏହା ବିଶ୍ୱରେ ପଞ୍ଚମ ସ୍ଥାନ ଅଧିକାର କରିଛି। ଏଠିକାର ଜାତୀୟ ପାନୀୟ ହେଉଛି ରମ। ଏଠାରେ ୩୦ ପ୍ରତିଶତ ଲୋକ ବିୟର, ୬୬ ପ୍ରତିଶତ ଲୋକ ସ୍ପିରିଟ୍ ଓ ୪ ପ୍ରତିଶତ ୱାଇନ ପିଇଥାନ୍ତି। ପୁରୁଷମାନେ ଏଠାରେ ବାର୍ଷିକ ୧୭.୯ ଲିଟର ମଦ ପିଉଥିବା ବେଳେ ମହିଳାମାନେ ୭.୩ ପ୍ରତିଶତ ଲିଟର ପିଇଥାନ୍ତି।

ଅଷ୍ଟ୍ରିୟା: ଅଷ୍ଟ୍ରିୟାରେ ବ୍ୟକ୍ତି ପିଛା ମଦ୍ୟପାନର ହାରାହାରି ପରିମାଣ ହେଉଛି ୧୨.୧ ଲିଟର। ଏହା ବିଶ୍ୱରେ ମଦ୍ୟପାନ କ୍ଷେତ୍ରରେ ଷଷ୍ଠ ସ୍ଥାନରେ ରହିଛି। ଏଠିକାର ଜାତୀୟ ପାନୀୟ ହେଉଛି ସ୍କାନପ୍। ୫୦ ପ୍ରତିଶତ ଲୋକ ବିୟର, ୧୪ ପ୍ରତିଶତ ସ୍ପିରିଟ୍‌, ୩୬ ପ୍ରତିଶତ ୱାଇନ ଓ ଅନ୍ୟ ମଦ ୮ ପ୍ରତିଶତ ଲୋକ ପିଇଥାନ୍ତି। ବାର୍ଷିକ ଜଣେ ପୁରୁଷ ୧୫.୪ ଲିଟର ମଦ ପିଉଥିବା ବେଳେ ମହିଳାମାନେ ୬.୩ ଲିଟର ପିଇଥାନ୍ତି।

drinksଆୟରଲାଣ୍ଡ: ଏଠାରେ ପ୍ରତିବର୍ଷ ବ୍ୟକ୍ତି ପିଛା ମଦ ପିଇବାର ପରିମାଣ ୧୧.୯୨ ଲିଟର। ଏହା ସପ୍ତମ ସ୍ଥନରେ ଅଛି। ଏହାର ଜାତୀୟ ପାନୀୟ ହେଉଛି ପେୟଗୀନିଜ। ଏଠାରେ ୪୮ ପ୍ରତିଶତ ଲୋକ ବିୟର, ୧୮ ପ୍ରତିଶତ ସ୍ପିରିଟ୍‌, ୨୬ ପ୍ରତିଶତ ୱାଇନ ଓ ୧୬.୮ ପ୍ରତିଶତ ଅନ୍ୟ ମଦ ପିଇଥାନ୍ତି। ଏଠାରେ ପୁରୁଷମାନେ ବାର୍ଷିକ ୧୬.୮ ଲିଟର ମଦ  ପିଉଥିବା ବେଳେ ମହିଳାମାନେ ୭.୧ ପ୍ରତିଶତ ମଦ ପିଇଥାନ୍ତି।

ଫ୍ରାନ୍ସ: ଏହି ଦେଶ ମଦ୍ୟପାନରେ ଅଷ୍ଟମ ସ୍ଥାନରେ ରହିଛି। ଏହାରେ ଲୋକେ ବାର୍ଷିକ ୧୧.୭ ଲିଟର ମଦ ପିଇଥାନ୍ତି। ଏଠିକାର ଜାତୀୟ ପାନୀୟ ହେଉଛି ୱାଇନ ଓ ବ୍ରାଣ୍ଡିଜ। ୧୯ ପ୍ରତିଶତ ଲୋକ ବିୟର ପିଉଥିବା ବେଳେ ୨୩ ପ୍ରତିଶତ ସ୍ପିରିଟ୍, ୨୩ ପ୍ରତିଶତ ୱାଇନ ଓ ୨ ପ୍ରତିଶତ ଅନ୍ୟ ମଦ ପିଇଥାନ୍ତି। ଏଠାରେ ପୁରୁଷମାନେ ବାର୍ଷିକ ୧୬.୮ ଲିଟର ଓ ମହିଳାମାନେ ୭.୧ ଲିଟର ମଦ ପିଇଥାନ୍ତି।

ସେଣ୍ଟ ଲୁସିୟା: ଏଠାରେ ବାର୍ଷିକ ୧୧.୬ ଲିଟର ମଦ ପିଇଥାନ୍ତି ଲୋକେ। ଏହା ନବମ ସ୍ଥାନରେ ଅଛି। ଏହାର ଜାତୀୟ ପାନୀୟ ହେଉଛି ପେୟଗୀନିଜ। ୩୧ ପ୍ରତିଶତ ଲୋକ ବିୟର ପିଉଥିବା ବେଳେ ୫୬ ପ୍ରତିଶତ ସ୍ପିରିଟ୍‌, ୧୩ ପ୍ରତିଶତ ୱାଇନ୍‌ ଓ ୧୬.୮ ପ୍ରତିଶତ ଅନ୍ୟ ମଦ ପିଇଥାନ୍ତି। ଏଠାରେ ପୁରୁଷମାନେ ବାର୍ଷିକ ୧୫.୧ ଲିଟର ଓ ମହିଳାମାନେ ୫.୯ ଲିଟର ମଦ ପିଇଥାନ୍ତି।

ଏଷ୍ଟନିୟା: ଏଠାରେ ପ୍ରତିବର୍ଷ ହାରାହାରି ମଦ ପିଇବାର ପରିମାଣ ୧୧.୩୬ ଲିଟର। ଏହା ଦଶମ ସ୍ଥାନରେ ରହିଛି। ଏହାର ଜାତୀୟ ପାନୀୟ ହେଉଛି ପେୟଗୀନିଜ। ଏଠାରେ ୪ ପ୍ରତିଶତ ଲୋକ ବିୟର, ୩୭ ପ୍ରତିଶତ ସ୍ପିରିଟ୍‌, ୧୧ ପ୍ରତିଶତ ୱାଇନ୍‌ ଓ ୧୧ ପ୍ରତିଶତ ଲୋକ ଅନ୍ୟ ମଦ ପିଇଥାନ୍ତି। ପ୍ରତିବର୍ଷ ଏଠାରେ ପୁରୁଷମାନେ ହାରାହାରି ୧୬.୨ ଲିଟର ମଦ ପିଉଥିବା ବେଳେ ମହିଳାମାନେ ୫.୩ ପ୍ରତିଶତ ପିଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story