ପ୍ରୀତିକା ଦେଶର ପ୍ରଥମ କିନ୍ନର ସବଇନ୍ସପେକ୍ଟର

ଚେନ୍ନାଇ: ସମାଜ ଏମାନଙ୍କୁ ଆଡ଼ ଆଖିରେ ଦେଖେ। ସ୍ୱାଧୀନ ଭାବରେ ବାଟ ଚାଲିପାରନ୍ତି ନି ଏମାନେ। କିନ୍ନର ବୋଲି କିଏ ଦେଖିଲେ ଥଟ୍ଟା କରନ୍ତି ତ’ ଆଉ କିଏ କିଏ ନାକ ଟେକନ୍ତି। ହେଲେ ଏମାନଙ୍କ ପ୍ରତି ଥିବା ଦୃଷ୍ଟିକୋଣକୁ ବଦଳେଇ ଦେଇଛନ୍ତି କେ.ପ୍ରୀତିକା ୟାସିନି । ତାମିଲନାଡ଼ୁର ପ୍ରୀତିକା ଦେଶର ପ୍ରଥମ କିନ୍ନର(ତୃତୀୟ ଲିଙ୍ଗ) ଭାବେ ସବଇନ୍ସପେକ୍ଟର ହେବାରେ ଗୌରବ ଅର୍ଜନ କରିଛନ୍ତି।  ତାମିଲନାଡ଼ୁ ପୋଲିସ ଏକାଡେମିରେ ପ୍ରୀତିକା ସଫଳତାର ସହ ତାଲିମରେ ଉତ୍ତୀର୍ଣ୍ଣ ହୋଇଛନ୍ତି। […]

pritkka

pritkka

Rakesh Mallick
  • Published: Saturday, 01 April 2017
  • Updated: 01 April 2017, 09:49 PM IST

Sports

Latest News

ଚେନ୍ନାଇ: ସମାଜ ଏମାନଙ୍କୁ ଆଡ଼ ଆଖିରେ ଦେଖେ। ସ୍ୱାଧୀନ ଭାବରେ ବାଟ ଚାଲିପାରନ୍ତି ନି ଏମାନେ। କିନ୍ନର ବୋଲି କିଏ ଦେଖିଲେ ଥଟ୍ଟା କରନ୍ତି ତ’ ଆଉ କିଏ କିଏ ନାକ ଟେକନ୍ତି। ହେଲେ ଏମାନଙ୍କ ପ୍ରତି ଥିବା ଦୃଷ୍ଟିକୋଣକୁ ବଦଳେଇ ଦେଇଛନ୍ତି କେ.ପ୍ରୀତିକା ୟାସିନି ।

ତାମିଲନାଡ଼ୁର ପ୍ରୀତିକା ଦେଶର ପ୍ରଥମ କିନ୍ନର(ତୃତୀୟ ଲିଙ୍ଗ) ଭାବେ ସବଇନ୍ସପେକ୍ଟର ହେବାରେ ଗୌରବ ଅର୍ଜନ କରିଛନ୍ତି।  ତାମିଲନାଡ଼ୁ ପୋଲିସ ଏକାଡେମିରେ ପ୍ରୀତିକା ସଫଳତାର ସହ ତାଲିମରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଲି‌ଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ୧୦୨୮ ଜଣ ତାଲିମ ନେବା ପାଇଁ ମନୋନୀତ ହୋଇଥିଲେ। ଆଉ ସେମାନଙ୍କ ମଧ୍ୟରେ ପ୍ରୀତିକା ଏକମାତ୍ର କିନ୍ନର ଥିଲେ। ପୋଲିସ ତାଲିମରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ.କେ.ପାଲାନିସ୍ୱାମୀ ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

ତାଲିମ ସରିବା ପରେ ସେ ବହୁ ଖୁସି ଥିବା କହିଛନ୍ତି ପ୍ରୀତିକା।  ଏଥିପାଇଁ ସେ ଅନେକ ସଂଘର୍ଷ କରିଛନ୍ତି।

ସବଇନ୍ସପେକ୍ଟର ପରୀକ୍ଷାରେ ସୁଯୋଗ ଦେବାକୁ ପ୍ରୀତିକା ଅନେକଥର ତାମିଲନାଡ଼ୁ ସରକାରଙ୍କୁ ଚିଠି ଲେଖିଥିଲେ। ହେଲ ରାଜ୍ୟ ସରକାର ତାଙ୍କ ଗୁହାରି ଶୁଣି ନ ଥିଲେ। ଶେଷରେ ସେ ମାଡ୍ରାସ ହାଇକୋର୍ଟରେ ଆବେଦନ କରିଥିଲେ। ଆଉ ସେଠାରେ ତାଙ୍କ ବିଜୟ ହୋଇଥିଲା । କୋର୍ଟ ତାଙ୍କ ସପକ୍ଷରେ ରାୟ ଦେବା ସହ ପରୀକ୍ଷାରେ ସୁଯୋଗ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story