ଆପଣ କେବେ ଏପରି ମାର୍କେଟ ଦେଖିଛନ୍ତି କି ଯେଉଁଠି କନ୍ୟା ବିକ୍ରି ହୁଅନ୍ତି? କିନ୍ତୁ ଏମିତି ବି ମାର୍କେଟ ଅଛି। ହଁ ଆଜ୍ଞା କଥାଟା ସତ। ବୁଲଗାରିଆର ଷ୍ଟାର ଜାଗୋରରେ ଏଭଳି ଏକ ମାକେର୍ଟ ଅଛି। ପୁଅମାନେ ବିବାହ କରିବାକୁ ଏଠାରୁ କିଣି ଆଣନ୍ତି ନିଜ ମନ ପସନ୍ଦର କନ୍ୟା। ଏହି ମାର୍କେଟରେ ଆଉ କିଛି ମିଳେନି। ଖାଲି କନ୍ୟା ବିକ୍ରି ହୁଅନ୍ତି।
ତେବେ ଏହା ଏକ ନିତିଦିନିଆ ମାର୍କେଟ ନୁହେଁ। ଏହି ମାକେର୍ଟ ତିନି ବର୍ଷରେ ଥରେ ପଡ଼େ। ଗରିବ ପରିବାରର ଝିଅକୁ ଏହି ମାର୍କେଟରେ ବିକ୍ରି କରାଯାଏ। ଏହି ଝିଅମାନଙ୍କୁ ସେମାନଙ୍କ ପରିବାର ଲୋକ ବିବାହ କରିବା ପାଇଁ ସକ୍ଷମ ନ ଥାନ୍ତି।
ପୁଅମାନେ ନିଜର ପରିବାର ସହ ଆସି ଝିଅ ପସନ୍ଦ କରନ୍ତି। ପୁଅ ଝିଅକୁ ପସନ୍ଦ କରିବା ପରେ ତାକୁ ସ୍ତ୍ରୀ ରୂପେ ଗ୍ରହଣ କରେ। କିନ୍ତୁ ବିବାହ ପୂର୍ବରୁ ପୁଅକୁ ଝିଅ ସହିତ କଥା ହେବା ପାଇଁ ସୁବିଧା ଦିଆଯାଇଥାଏ। ପରେ ପୁଅ ଘର ଲୋକେ ଝିଅ ଘରକୁ ଟଙ୍କା ଦିଅନ୍ତି। ଗରିବ ଲୋକେ ସେମାନଙ୍କ ଝିଅଙ୍କୁ ମାର୍କେଟରେ ବିକ୍ରି କରିବାର ଏହି ପରମ୍ପରା ଏଠାରେ ବହୁ ଦିନରୁ ଚାଲିଆସୁଛି।
ଆଇନ ଅନୁସାରେ ଏହି ପ୍ରଥାକୁ କେବେ ବିରୋଧ କରାଯାଇନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।
Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ