କୁନିହାତୀ ନୁହେଁ କୁକୁର: ଖୁଆଇ ଖୁଆଇ ଚିନ୍ତାରେ ମାଲିକ

ନୂଆଦିଲ୍ଲୀ: ଅନେକ କୁକୁର ଆପଣମାନେ ଦେଖିଥିବେ ନିଶ୍ଚୟ। କିନ୍ତୁ ଆଜି ଆମେ ଆପଣଙ୍କୁ ସାତ ଫୁଟ୍‌  ଲମ୍ୱର ଏକ କୁକୁର ସମ୍ପର୍କରେ ଜଣାଇବୁ। ଏହି କୁକୁର (ଗ୍ରେଡ୍‌ ଡେନ୍‌)ର ଓଜନ ଏକ ଛୋଟ ହାତୀ ସହ ସମାନ।ଏହା ବ୍ରିଟେନ୍‌ର ସବୁଠାରୁ ବଡ଼ କୁକୁର ଭାବେ ପରିଚୟ ପାଇଛି। ଏହି କୁକୁର ଉଚ୍ଚତା ୩ ଫୁଟ୍‌୩ ଇଞ୍ଚ। ଆଉ ତାର ନାକରୁ ଲାଞ୍ଜ ପର୍ଯ୍ୟନ୍ତ ତାର ଲମ୍ୱ ୭ ଫୁଟ୍‌ ରହିଛି। ଏବେ ଏହି କୁକୁର ବୟସ ୫ […]

biggest-dog-england

biggest-dog-england

Rakesh Mallick
  • Published: Friday, 19 May 2017
  • Updated: 19 May 2017, 05:46 PM IST

ନୂଆଦିଲ୍ଲୀ: ଅନେକ କୁକୁର ଆପଣମାନେ ଦେଖିଥିବେ ନିଶ୍ଚୟ। କିନ୍ତୁ ଆଜି ଆମେ ଆପଣଙ୍କୁ ସାତ ଫୁଟ୍‌  ଲମ୍ୱର ଏକ କୁକୁର ସମ୍ପର୍କରେ ଜଣାଇବୁ। ଏହି କୁକୁର (ଗ୍ରେଡ୍‌ ଡେନ୍‌)ର ଓଜନ ଏକ ଛୋଟ ହାତୀ ସହ ସମାନ।ଏହା ବ୍ରିଟେନ୍‌ର ସବୁଠାରୁ ବଡ଼ କୁକୁର ଭାବେ ପରିଚୟ ପାଇଛି। ଏହି କୁକୁର ଉଚ୍ଚତା ୩ ଫୁଟ୍‌୩ ଇଞ୍ଚ। ଆଉ ତାର ନାକରୁ ଲାଞ୍ଜ ପର୍ଯ୍ୟନ୍ତ ତାର ଲମ୍ୱ ୭ ଫୁଟ୍‌ ରହିଛି। ଏବେ ଏହି କୁକୁର ବୟସ ୫ ବର୍ଷ।

କୁକୁର ମାଲିକ (୪୬) ୱନି ମୋନ୍‌ଟେ ଇର୍‌ୱିନ୍‌ ଓ (୩୯)ଡେକ୍ସି ମୋଣ୍ଟେ ଇର୍‌ୱିନ୍ କହିଛନ୍ତି, “୫ ବର୍ଷ ବୟସରେ ଗ୍ରେଡ୍‌ ଡେନ୍‌ର ବିଶାଳକାୟ ଶରୀରକୁ ନେଇ ଆମେ ଚିନ୍ତାରେ ରହିବାକୁ ପଡୁଛି।  ପ୍ରତି  ଦୁଇ ସପ୍ତାହରେ ତାକୁ ୧୫ କିଲୋଗ୍ରାମ୍‌ର ଖାଦ୍ୟ ଦିଆଯାଉଛି।”

ରିପୋର୍ଟ ଓ ଫଟୋ-ଏନ୍‌ଡିଟିଭି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos