ଏହି ଫଟୋକୁ ଦେଖି ଆପଣ ବି ଧୋକା ଖାଇଯିବେ, ଏହା ଝିଅ ନା ବାର୍ବୀ ଡଲ

ସାଧାରଣତ ବଜାରରେ ମିଳୁଥିବା କାର୍ଟୁନ ଓ ବାର୍ବୀ ଡଲ ବହୁତ ସୁନ୍ଦର ଦେଖାଯାଇଥାଏ। ବାର୍ବିଡଲ ଭଳି ସୁନ୍ଦର ଦେଖାଯିବା ପାଇଁ ଝିଅମାନେ ପ୍ଲାଷ୍ଟିକ ସର୍ଜରୀର ସାହାରା ନେଉଛନ୍ତି। କିନ୍ତୁ ଚୀନରେ ଏମିତି ଜଣେ ମଡେଲ ଅଛନ୍ତି ଯିଏକି ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେହି ମଡେଲଙ୍କ ହେଉଛନ୍ତି କିନା ସେନ। ହୁଏତ ତାଙ୍କୁ ଦେଖିଲେ ବିଶ୍ୱାସ ହେବନି, ଆଖି ଧୋକା ମଧ୍ୟ ଖାଇପାରେ। ସେ ପ୍ରକୃତରେ ମଣିଷ ନା ବାର୍ବୀଡଲ, କାରଣ ସେ ଅବିକଳ ବାର୍ବୀଡଲ […]

barbidall

barbidall

Rakesh Mallick
  • Published: Tuesday, 18 July 2017
  • Updated: 18 July 2017, 05:24 PM IST

Sports

Latest News

ସାଧାରଣତ ବଜାରରେ ମିଳୁଥିବା କାର୍ଟୁନ ଓ ବାର୍ବୀ ଡଲ ବହୁତ ସୁନ୍ଦର ଦେଖାଯାଇଥାଏ। ବାର୍ବିଡଲ ଭଳି ସୁନ୍ଦର ଦେଖାଯିବା ପାଇଁ ଝିଅମାନେ ପ୍ଲାଷ୍ଟିକ ସର୍ଜରୀର ସାହାରା ନେଉଛନ୍ତି। କିନ୍ତୁ ଚୀନରେ ଏମିତି ଜଣେ ମଡେଲ ଅଛନ୍ତି ଯିଏକି ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେହି ମଡେଲଙ୍କ ହେଉଛନ୍ତି କିନା ସେନ। ହୁଏତ ତାଙ୍କୁ ଦେଖିଲେ ବିଶ୍ୱାସ ହେବନି, ଆଖି ଧୋକା ମଧ୍ୟ ଖାଇପାରେ। ସେ ପ୍ରକୃତରେ ମଣିଷ ନା ବାର୍ବୀଡଲ, କାରଣ ସେ ଅବିକଳ ବାର୍ବୀଡଲ ପରି ଦେଖିବାକୁ। ୨୫ ବର୍ଷର କିନାଙ୍କ ଫଟୋ କିଛି ଦିନ ହେଲା ସୋସିଆଲମିଡିଆରେ ଭାଇରାଲ ହେଉଛି। କିନା ୨୦୧୩ରୁ ସୋସିଆଲ ସାଇଡର ଆକ୍ଟିଭ ଅଛନ୍ତି। ତାଙ୍କର ପ୍ରାୟ ୫ ଲକ୍ଷ ଫଲୋଅର୍ସ ଅଛନ୍ତି। ସେ ସବୁବେଳେ ଭିନ୍ନ ମେକଅପ ସହ ଭିନ୍ନ ପୋଷାକରେ ଫଟୋ ପୋଷ୍ଟ କରୁଛନ୍ତି। ସେହି ଫଟୋ ମାନଙ୍କରେ ସେ ହ୍ୟୁମାନ ଡଲ ପରି ଦେଖା ଯାଉଛନ୍ତି। ଏହି ଫଟୋ ଜରିଆରେ ସେ ଚୀନ ମିଡିଆରେ ସେଲିବ୍ରିଟୀ ହେଇସାରିଛନ୍ତି। ସେ ତାଙ୍କ ଡ୍ରେସ ଓ ମେକପ୍‌କୁ ନେଇ ବହୁତ ଆକ୍ଟିଭ ରହିଥାନ୍ତି। ଯଦି ପ୍ରଥମଥର କେହି ତାଙ୍କ ଫଟୋ ଦେଖନ୍ତି ତେବେ ଜାଣିବା ମୁସ୍କିଲ  ହେବ ସେ ମଣିଷ ନା ବାର୍ବୀ ଡଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos