ସୁନ୍ଦରୀ ହେବାକୁ ସେଭିଂ; ଗୋଲ୍ଡ ସ୍କିନ୍ ପାଇଁ ଗୋଲ୍ଡେନ୍ ଫର୍ମୁଲା

ପ୍ରତ୍ୟେକ ଯୁବତୀ ସୁନ୍ଦର ଦେଖାଯିବା ପାଇଁ ଚାହାନ୍ତି। ଏଥିପାଇଁ ସେମାନେ ସମ୍ଭବ ହେଉଥିବା ସବୁପ୍ରକାର ପ୍ରୟାସ କରନ୍ତି। ଆଜି ଆମେ ଆପଣଙ୍କୁ ଏମତି ଜଣେ ସୁନ୍ଦରୀ ଯୁବତୀଙ୍କ ବିଷୟରେ କହୁଛୁ। ଏ ଯୁବତୀ ଜଣଙ୍କ ପ୍ରତ୍ୟେକ ଦିନ ପୁରୁଷଙ୍କ ଭଳି ଖିଅର ହୁଅନ୍ତି। ଏହା ଜାଣି ଆପଣଙ୍କୁ ଅଜବ ଲାଗୁଥିବ। କିନ୍ତୁ ଏହା ଖାଣ୍ଟି ସତ। ଦୁବାଇର ଏହି ୩୨ ବର୍ଷୀୟ ଯୁବତୀଙ୍କ ନାଁ ହୁଡ୍‌ଡା କୈଟନ୍। କୈଟନ ଜଣେ ବ୍ୟୁଟି ଏକ୍ସପର୍ଟ। ସେ କହିଛନ୍ତି ଯେ […]

kaitan

kaitan

Rakesh Mallick
  • Published: Tuesday, 21 March 2017
  • Updated: 21 March 2017, 01:18 PM IST

Sports

Latest News

ପ୍ରତ୍ୟେକ ଯୁବତୀ ସୁନ୍ଦର ଦେଖାଯିବା ପାଇଁ ଚାହାନ୍ତି। ଏଥିପାଇଁ ସେମାନେ ସମ୍ଭବ ହେଉଥିବା ସବୁପ୍ରକାର ପ୍ରୟାସ କରନ୍ତି। ଆଜି ଆମେ ଆପଣଙ୍କୁ ଏମତି ଜଣେ ସୁନ୍ଦରୀ ଯୁବତୀଙ୍କ ବିଷୟରେ କହୁଛୁ। ଏ ଯୁବତୀ ଜଣଙ୍କ ପ୍ରତ୍ୟେକ ଦିନ ପୁରୁଷଙ୍କ ଭଳି ଖିଅର ହୁଅନ୍ତି। ଏହା ଜାଣି ଆପଣଙ୍କୁ ଅଜବ ଲାଗୁଥିବ। କିନ୍ତୁ ଏହା ଖାଣ୍ଟି ସତ। ଦୁବାଇର ଏହି ୩୨ ବର୍ଷୀୟ ଯୁବତୀଙ୍କ ନାଁ ହୁଡ୍‌ଡା କୈଟନ୍।

କୈଟନ ଜଣେ ବ୍ୟୁଟି ଏକ୍ସପର୍ଟ। ସେ କହିଛନ୍ତି ଯେ ସେ ସବୁଦିନ ଖିଅର ହୁଅନ୍ତି। ତାହା ପୁଣି ପୁରୁଷମାନେ ବ୍ୟବହାର କରୁଥିବା ରେଜର୍‌ରେ। ଝିଅମାନେ ଗୋଲ୍ଡ ସ୍କିନ୍ ପାଇବା ପାଇଁ ସେଭ୍ କରିପାରିବେ। ମହିଳାମାନେ ବି ପ୍ରତିଦିନ ସେଭ୍ କରିପାରିବେ ବୋଲି ସେ ପରାମର୍ଶ ଦେଇଛନ୍ତି।

44

କୈଟନ କହିଛନ୍ତି ସେ ମୁହଁର ସବୁ ଅଂଶରେ ସେଭିଂ କ୍ରିମ୍ ଲଗାନ୍ତି ନାହିଁ। କେବଳ ଯେଉଁ ଅଂଶରେ ସେଭ୍ ହୁଅନ୍ତି ସେହି ଜାଗାରେ କ୍ରିମ୍ ଲଗାନ୍ତି। ସେ ତାଙ୍କ କପାଳ  ସେଭ୍ କରନ୍ତି ବୋଲି କହିଛନ୍ତି।

କୈଟନଙ୍କ ବହୁ ଫ୍ୟାନ୍ ଅଛନ୍ତି। ସୋସିଆଲ୍ ମିଡିଆରେ ତାଙ୍କ ଫୋଲୋରଙ୍କ ସଂଖ୍ୟା ୧୨.୮ ନିୟୁତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos