ପ୍ରତ୍ୟେକ ଯୁବତୀ ସୁନ୍ଦର ଦେଖାଯିବା ପାଇଁ ଚାହାନ୍ତି। ଏଥିପାଇଁ ସେମାନେ ସମ୍ଭବ ହେଉଥିବା ସବୁପ୍ରକାର ପ୍ରୟାସ କରନ୍ତି। ଆଜି ଆମେ ଆପଣଙ୍କୁ ଏମତି ଜଣେ ସୁନ୍ଦରୀ ଯୁବତୀଙ୍କ ବିଷୟରେ କହୁଛୁ। ଏ ଯୁବତୀ ଜଣଙ୍କ ପ୍ରତ୍ୟେକ ଦିନ ପୁରୁଷଙ୍କ ଭଳି ଖିଅର ହୁଅନ୍ତି। ଏହା ଜାଣି ଆପଣଙ୍କୁ ଅଜବ ଲାଗୁଥିବ। କିନ୍ତୁ ଏହା ଖାଣ୍ଟି ସତ। ଦୁବାଇର ଏହି ୩୨ ବର୍ଷୀୟ ଯୁବତୀଙ୍କ ନାଁ ହୁଡ୍ଡା କୈଟନ୍।
କୈଟନ ଜଣେ ବ୍ୟୁଟି ଏକ୍ସପର୍ଟ। ସେ କହିଛନ୍ତି ଯେ ସେ ସବୁଦିନ ଖିଅର ହୁଅନ୍ତି। ତାହା ପୁଣି ପୁରୁଷମାନେ ବ୍ୟବହାର କରୁଥିବା ରେଜର୍ରେ। ଝିଅମାନେ ଗୋଲ୍ଡ ସ୍କିନ୍ ପାଇବା ପାଇଁ ସେଭ୍ କରିପାରିବେ। ମହିଳାମାନେ ବି ପ୍ରତିଦିନ ସେଭ୍ କରିପାରିବେ ବୋଲି ସେ ପରାମର୍ଶ ଦେଇଛନ୍ତି।
କୈଟନ କହିଛନ୍ତି ସେ ମୁହଁର ସବୁ ଅଂଶରେ ସେଭିଂ କ୍ରିମ୍ ଲଗାନ୍ତି ନାହିଁ। କେବଳ ଯେଉଁ ଅଂଶରେ ସେଭ୍ ହୁଅନ୍ତି ସେହି ଜାଗାରେ କ୍ରିମ୍ ଲଗାନ୍ତି। ସେ ତାଙ୍କ କପାଳ ସେଭ୍ କରନ୍ତି ବୋଲି କହିଛନ୍ତି।
କୈଟନଙ୍କ ବହୁ ଫ୍ୟାନ୍ ଅଛନ୍ତି। ସୋସିଆଲ୍ ମିଡିଆରେ ତାଙ୍କ ଫୋଲୋରଙ୍କ ସଂଖ୍ୟା ୧୨.୮ ନିୟୁତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।
Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ