ପ୍ରାୟ ୮ କୋଟି ଲୋକ ବାଧ୍ୟବାଧକତାରେ ବିସ୍ଥାପିତ: ୟୁଏନଏଚସିଆର

ନୂଆଦିଲ୍ଲୀ: ବିଶ୍ୱର ସମୁଦାୟ ଜନସଂଖ୍ୟାର ୧ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ବିଭିନ୍ନ କାରଣରୁ ବାଧ୍ୟ ହୋଇ ବିସ୍ଥାପିତ ହୋଇଛନ୍ତି। ମିଳିତ ଜାତିସଂଘର ଶରଣାର୍ଥୀ ଉଚ୍ଚାୟୁକ୍ତ (ୟୁଏନଏଚସିଆର)ଙ୍କ ବାର୍ଷିକ ରିପୋର୍ଟ ‘ଗ୍ଲୋବାଲ୍ ଟ୍ରେଣ୍ଡସ୍’ରେ ଏହି ତଥ୍ୟ ପ୍ରକାଶ ପାଇଛି। ତଦନୁଯାୟୀ, ସାରା ବିଶ୍ୱରେ ସମୁଦାୟ ବିସ୍ଥାପିତଙ୍କ ସଂଖ୍ୟା ୨୦୧୯ରେ ୯ କୋଟିକୁ ବୃଦ୍ଧି ପାଇଛି। ଯୁଦ୍ଧ, ବିବାଦ, ନିର୍ଯାତନା, ମାନବାଧିକାର ଉଲ୍ଲଂଘନ ଏବଂ ଜନସାଧାରଣଙ୍କ ଶୃଙ୍ଗଳାକୁ ବ୍ୟାଘାତ କରୁଥିବା ଆଦି ବିଭିନ୍ନ କାରଣ ଯୋଗୁ ଜବରଦସ୍ତ ଏହି ଲୋକମାନେ […]

representative-image

representative-image

Pragnya Choudhury
  • Published: Saturday, 20 June 2020
  • Updated: 20 June 2020, 03:36 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱର ସମୁଦାୟ ଜନସଂଖ୍ୟାର ୧ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ବିଭିନ୍ନ କାରଣରୁ ବାଧ୍ୟ ହୋଇ ବିସ୍ଥାପିତ ହୋଇଛନ୍ତି। ମିଳିତ ଜାତିସଂଘର ଶରଣାର୍ଥୀ ଉଚ୍ଚାୟୁକ୍ତ (ୟୁଏନଏଚସିଆର)ଙ୍କ ବାର୍ଷିକ ରିପୋର୍ଟ 'ଗ୍ଲୋବାଲ୍ ଟ୍ରେଣ୍ଡସ୍'ରେ ଏହି ତଥ୍ୟ ପ୍ରକାଶ ପାଇଛି। ତଦନୁଯାୟୀ, ସାରା ବିଶ୍ୱରେ ସମୁଦାୟ ବିସ୍ଥାପିତଙ୍କ ସଂଖ୍ୟା ୨୦୧୯ରେ ୯ କୋଟିକୁ ବୃଦ୍ଧି ପାଇଛି।

ଯୁଦ୍ଧ, ବିବାଦ, ନିର୍ଯାତନା, ମାନବାଧିକାର ଉଲ୍ଲଂଘନ ଏବଂ ଜନସାଧାରଣଙ୍କ ଶୃଙ୍ଗଳାକୁ ବ୍ୟାଘାତ କରୁଥିବା ଆଦି ବିଭିନ୍ନ କାରଣ ଯୋଗୁ ଜବରଦସ୍ତ ଏହି ଲୋକମାନେ ବିସ୍ଥାପିତ ହୋଇଛନ୍ତି। ଏହି ସବୁ କାରଣରୁ ୨୦୧୯ରେ ବିସ୍ଥାପିତଙ୍କ ସଂଖ୍ୟା ୯ କୋଟିକୁ ବୃଦ୍ଧି ପାଇଛି। ଏହାସହ ୟୁଏନଏଚସିଆର ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ବିସ୍ଥାପିତଙ୍କ ସଂଖ୍ୟା ୭.୯୫ କୋଟିରେ ପହଞ୍ଚିଛି, ଯାହାକି ବିଶ୍ୱର ଜନସଂଖ୍ୟାର ୧ ପ୍ରତିଶତରୁ ମଧ୍ୟ ଅଧିକ।

ସୂଚନାଯୋଗ୍ୟ, ଏମାନେ ଅଧିକାଂଶ ଆଭ୍ୟନ୍ତରୀଣ ବିସ୍ଥାପିତ ଥିଲେ ହେଁ ଜବରଦସ୍ତ ଦେଶରୁ ବାହାର କରିଦିଆଯାଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଏହି ତାଲିକାରେ ଅଧିକ ରହିଛି। ଏମାନଙ୍କୁ ଶରଣାର୍ଥୀ ହିସାବରେ ଚିହ୍ନଟ କରାଯାଇଛି। ୟୁଏନଏଚସିଆର ଅନୁଯାୟୀ, ସମୁଦାୟ ବିସ୍ଥାପିତଙ୍କ ମଧ୍ୟରେ ୪୦ ପ୍ରତିଶତ ୧୮ ବର୍ଷରୁ କମ ବୟସର ପିଲା ରହିଛନ୍ତି।

ପ୍ରକାଶ ଥାଉ କି, ଜୁନ୍ ୨୦ ଅର୍ଥାତ୍ ବିଶ୍ୱ ଶରଣାର୍ଥୀ ଦିବସ ଅବସରରେ ୟୁଏନଏଚସିଆର ଶରଣାର୍ଥୀ ଏବଂ ବିସ୍ଥାପିତଙ୍କୁ ନେଇ ନିଜର ବାର୍ଷିକ ରିପୋର୍ଟ ପ୍ରକାଶ କରିଛି। ତେବେ ଚଳିତବର୍ଷର ରିପୋର୍ଟ ଅନୁଯାୟୀ, ୨୦୧୯ ବର୍ଷ ଶେଷ ସୁଦ୍ଧା ସାରା ବିଶ୍ୱରେ ଶରଣାର୍ଥୀଙ୍କ ସଂଖ୍ୟା ୨୬ ନିୟୁତ ଛୁଇଁଛି। ୨୦୧୮ ଶେଷ ସୁଦ୍ଧା ଏହା ୨୫.୪ ନିୟୁତ ଥିଲା। ଏମାନଙ୍କ ମଧ୍ୟରୁ ୫.୬ ନିୟୁତ ହେଉଛନ୍ତି ପାଲେଷ୍ଟିନୀୟ ଶରଣାର୍ଥୀ। ଏମାନେ ୧୯୪୮ରେ ନକବା ଏବଂ ଇଜ୍ରାଇଲ ବିସ୍ତାର ହୋଇ ପାଲେଷ୍ଟିନୀୟ ଟେରିଟୋରୀ ଭାବେ ବିସ୍ତାର ହେବା ସମୟରେ ବିସ୍ଥାପିତ ହୋଇଥିଲେ।

ୟୁଏନଏଚସିଆର ତଥ୍ୟ ଅନୁଯାୟୀ, ସମୁଦାୟ ଶରଣାର୍ଥୀଙ୍କ ଦୁଇ ତୃତୀୟାଂଶ କେବଳ ୫ଟି ଦେଶ ସିରିୟା, ଆଫଗାନିସ୍ତାନ, ଦକ୍ଷିଣ ସୁଦାନ, ମିଆଁମାର ଓ ଭେନେଜୁଏଲାରୁ ଆସିଛନ୍ତି। ତେବେ ୩.୬ ନିୟୁତ ଜନସଂଖ୍ୟା ସହିତ ତୁର୍କୀରେ ଅନ୍ୟ ଦେଶ ଅପେକ୍ଷା ସର୍ବାଧିକ ଶରଣାର୍ଥୀ ଥିବା ରିପୋର୍ଟ କହୁଛି। ଏହା ପଛକୁ ରହିଛି କଲମ୍ୱିଆ, ଯେଉଁଠାରେ ୧.୮ ନିୟୁତ ଶରଣାର୍ଥୀ ରହିଛନ୍ତି। ସେହିପରି ୧.୪ ନିୟୁତ ଶରଣାର୍ଥୀ ଥିବା ପାକିସ୍ତାନ ତୃତୀୟ ସ୍ଥାନରେ ରହିଛି।

ତେବେ ସବୁଠାରୁ ଦୁଃଖଦ ବିଷୟ ହେଉଛି, ଗତ ଦୁଇ ଦଶନ୍ଧି ମଧ୍ୟରେ କେବଳ ୩.୯ ନିୟୁତ ଶରଣାର୍ଥୀ ଓ ବିସ୍ଥାପିତ ନିଜ ନିଜ ଦେଶକୁ ଫେରିଛନ୍ତି। ଅନ୍ୟପଟେ ବିଶ୍ୱ ମହାମାରୀ ମୁକାବିଲା ଲାଗି ବିଭିନ୍ନ ଦେଶରେ ଲକଡାଉନ ଓ ସୀମାକୁ ଆବଦ୍ଧ କରାଯାଇଥିବା ବେଳେ ସଶସ୍ତ୍ର ବିବାଦ ତଥା ସ୍ଥାନାନ୍ତର ପ୍ରକ୍ରିୟାକୁ କିନ୍ତୁ ରୋକାଯାଇପାରି ନାହିଁ। ନରଓ୍ୱେ ଶରଣାର୍ଥୀ ପରିଷଦ ଅନୁଯାୟୀ, ମାର୍ଚ୍ଚ ୨୩ରୁ ମେ ୧୫ ମଧ୍ୟରେ ୧୯ଟି ଦେଶରେ ସଶସ୍ତ୍ର ସଂଘର୍ଷ ଅତି କମରେ ୬୬୧,୦୦୦ ଲୋକଙ୍କୁ ବିସ୍ଥାପିତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story