ନୂଆଦିଲ୍ଲୀ: ପିଲାଙ୍କୁ ସ୍ମାର୍ଟଫୋନ୍ ଓ ଟ୍ୟାବ୍ଲେଟ୍ ଖେଳିବାକୁ ଦେଉଥିବା ଅଭିଭାବକ ସତର୍କ ହୋଇଯାଆନ୍ତୁ। ସ୍ମାର୍ଟଫୋନ୍ ଓ ଟ୍ୟାବଲେଟ୍ ସହ ଖେଳିବା ଅଭ୍ୟାସରେ ପରିଣତ ହୋଇଯିବା ପରେ ସେମାନଙ୍କର ବାକ୍ ଶକ୍ତି ବିକଶିତ ହେବାରେ ବିଳମ୍ବ ହୁଏ। ତେଣୁ ସେମାନେ ବିଳମ୍ବରେ କଥା କହନ୍ତି। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି।
୬ ମାସରୁ ୨ ବର୍ଷର ୮୪୯ ପିଲାକୁ ନେଇ ୨୦୧୧ରୁ ୨୦୧୫ ମଧ୍ୟରେ କାନାଡ଼ାରେ ଏହି ଗବେଷଣା କରାଯାଇଥିଲା। ୨୦ ପ୍ରତିଶତ ଶିଶୁ ପ୍ରତିଦିନ ୨୮ ମିନିଟ୍ ସ୍ମାର୍ଟଫୋନ୍ ଓ ଟ୍ୟାବଲେଟ୍ ବ୍ୟବହାର କରିଥାଆନ୍ତି ବୋଲି ଏଥିରୁ ଜଣାପଡ଼ିଥିଲା।
ଯଦି ଜଣେ ଶିଶୁ ୩୦ ମିନିଟ୍ ସ୍କାର୍ଟଫୋନ୍ କିମ୍ୱା ଟ୍ୟାବ୍ଲେଟ୍ ବ୍ୟବହାର କରେ ତାର ବାକ୍ ଶକ୍ତି ୪୯ପ୍ରତିଶତ କମ୍ ହେବାର ଆଶଙ୍କା ରହିଛି।
ସୌଜନ୍ୟ-ନେଇ ଦୁନୀଆ
ଫଟୋ-ଖୁବ୍ସୁରତ ଡଟ୍ କମ୍
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।