ବିଳମ୍ୱରେ କଥା କୁହନ୍ତି ସ୍ମାର୍ଟଫୋନ୍ ଓ ଟ୍ୟାବ୍‌ଲେଟ୍‌ରେ ଖେଳୁଥିବା ଶିଶୁ

ନୂଆଦିଲ୍ଲୀ: ପିଲାଙ୍କୁ ସ୍ମାର୍ଟଫୋନ୍ ଓ ଟ୍ୟାବ୍‌ଲେଟ୍‌ ଖେଳିବାକୁ ଦେଉଥିବା ଅଭିଭାବକ ସତର୍କ ହୋଇଯାଆନ୍ତୁ। ସ୍ମାର୍ଟଫୋନ୍‌ ଓ ଟ୍ୟାବଲେଟ୍‌ ସହ ଖେଳିବା ଅଭ୍ୟାସରେ ପରିଣତ ହୋଇଯିବା ପରେ ସେମାନଙ୍କର ବାକ୍‌ ଶକ୍ତି ବିକଶିତ ହେବାରେ ବିଳମ୍ବ ହୁଏ। ତେଣୁ ସେମାନେ ବିଳମ୍ବରେ କଥା କହନ୍ତି। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ୬ ମାସରୁ ୨ ବର୍ଷର ୮୪୯ ପିଲାକୁ ନେଇ ୨୦୧୧ରୁ ୨୦୧୫ ମଧ୍ୟରେ କାନାଡ଼ାରେ ଏହି ଗବେଷଣା କରାଯାଇଥିଲା। ୨୦ ପ୍ରତିଶତ ଶିଶୁ ପ୍ରତିଦିନ […]

child 23

child 23

Rakesh Mallick
  • Published: Saturday, 06 May 2017
  • Updated: 06 May 2017, 03:08 PM IST

Sports

Latest News

ନୂଆଦିଲ୍ଲୀ: ପିଲାଙ୍କୁ ସ୍ମାର୍ଟଫୋନ୍ ଓ ଟ୍ୟାବ୍‌ଲେଟ୍‌ ଖେଳିବାକୁ ଦେଉଥିବା ଅଭିଭାବକ ସତର୍କ ହୋଇଯାଆନ୍ତୁ। ସ୍ମାର୍ଟଫୋନ୍‌ ଓ ଟ୍ୟାବଲେଟ୍‌ ସହ ଖେଳିବା ଅଭ୍ୟାସରେ ପରିଣତ ହୋଇଯିବା ପରେ ସେମାନଙ୍କର ବାକ୍‌ ଶକ୍ତି ବିକଶିତ ହେବାରେ ବିଳମ୍ବ ହୁଏ। ତେଣୁ ସେମାନେ ବିଳମ୍ବରେ କଥା କହନ୍ତି। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି।

୬ ମାସରୁ ୨ ବର୍ଷର ୮୪୯ ପିଲାକୁ ନେଇ ୨୦୧୧ରୁ ୨୦୧୫ ମଧ୍ୟରେ କାନାଡ଼ାରେ ଏହି ଗବେଷଣା କରାଯାଇଥିଲା। ୨୦ ପ୍ରତିଶତ ଶିଶୁ ପ୍ରତିଦିନ ୨୮ ମିନିଟ୍‌ ସ୍ମାର୍ଟଫୋନ୍‌ ଓ ଟ୍ୟାବଲେଟ୍‌ ବ୍ୟବହାର କରିଥାଆନ୍ତି ବୋଲି ଏଥିରୁ ଜଣାପଡ଼ିଥିଲା।

ଯଦି ଜଣେ ଶିଶୁ ୩୦ ମିନିଟ୍‌ ସ୍କାର୍ଟଫୋନ୍ କିମ୍ୱା ଟ୍ୟାବ୍‌ଲେଟ୍‌ ବ୍ୟବହାର କରେ ତାର ବାକ୍‌ ଶକ୍ତି ୪୯ପ୍ରତିଶତ କମ୍ ହେବାର ଆଶଙ୍କା ରହିଛି।

ସୌଜନ୍ୟ-ନେଇ ଦୁନୀଆ

ଫଟୋ-ଖୁବ୍‌ସୁରତ ଡଟ୍‌ କମ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos