ଭିଆଇପି ଗଛ: ଜଗୁଛନ୍ତି ୪ ଗାର୍ଡ, ବାର୍ଷିକ ଖର୍ଚ୍ଚ ୧୨ ଲକ୍ଷ

ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଭିଆଇପି ସୁବିଧା ମିଳିଥାଏ। ସେମାନେ କେଉଁଆଡେ ଗଲେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ। ହେଲେ କେବେ ଭିଆଇପି ଗଛ ବିଷୟରେ ଶୁଣିଛନ୍ତି। ଆମ ଭାରତରେ ହିଁ ରହିଛି ଏହି ଭିଆଇପି ଗଛ। ଯାହାକୁ ଜଗି ରହୁଛନ୍ତି ୪ ଜଣ ଗାର୍ଡ। ପାହାଡ ଉପରେ ୧୦୦ ଏକର ଜମିରେ ଏହି ଗଛକୁ ସୁରକ୍ଷା ଦେଉଛି ୧୫ ଫୁଟ୍ ଉଚ୍ଚର ତାର ଜାଲି। ପାଣି ପାଇଁ ମଧ୍ୟ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଗଛର ଦେଖାରକ୍ଷା ପାଇଁ ପ୍ରତିବର୍ଷ ଖର୍ଚ୍ଚ […]

bodhi

bodhi

Rakesh Mallick
  • Published: Thursday, 13 July 2017
  • Updated: 13 July 2017, 07:29 PM IST

Sports

Latest News

ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଭିଆଇପି ସୁବିଧା ମିଳିଥାଏ। ସେମାନେ କେଉଁଆଡେ ଗଲେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ। ହେଲେ କେବେ ଭିଆଇପି ଗଛ ବିଷୟରେ ଶୁଣିଛନ୍ତି। ଆମ ଭାରତରେ ହିଁ ରହିଛି ଏହି ଭିଆଇପି ଗଛ। ଯାହାକୁ ଜଗି ରହୁଛନ୍ତି ୪ ଜଣ ଗାର୍ଡ। ପାହାଡ ଉପରେ ୧୦୦ ଏକର ଜମିରେ ଏହି ଗଛକୁ ସୁରକ୍ଷା ଦେଉଛି ୧୫ ଫୁଟ୍ ଉଚ୍ଚର ତାର ଜାଲି। ପାଣି ପାଇଁ ମଧ୍ୟ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଗଛର ଦେଖାରକ୍ଷା ପାଇଁ ପ୍ରତିବର୍ଷ ଖର୍ଚ୍ଚ ହେଉଛି ୧୨ରୁ ୧୫ ଲକ୍ଷ ଟଙ୍କା। ଆସନ୍ତୁ ଜାଣିବା ଏହି ଗଛ ସମ୍ପର୍କରେ।

ଗଛଟି ରହିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଓ ବିଦେଶା ମଧ୍ୟରେ ଥିବା ସଲାମତପୁର ପାହାଡ଼ରେ। ଏହା ହେଉଛି ଏକ ବୌଦ୍ଧ ବୃକ୍ଷ। ୨୦୧୨ ଡିସେମ୍ବରରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହେନ୍ଦ୍ର ରାଜପାସ୍କେ ଏହାକୁ ଲଗାଇଥିଲେ। ବୌଦ୍ଧ ଧର୍ମଗୁରୁ ଚନ୍ଦ୍ରରତନଙ୍କ କହିବା ଅନୁସାରେ, ବୁଦ୍ଧ ବୌଦ୍ଧଗୟାରେ ବୌଦ୍ଧ ବୃକ୍ଷ ତଳେ ଜ୍ଞାନପ୍ରାପ୍ତି କରିଥିଲେ। ଅଶୋକ ସମ୍ରାଟ୍‌ ଏହାର ଏକ ଶାଖା ନେଇ ଶ୍ରୀଲଙ୍କାର ଅନୁରାଧାପୁରମ୍‌ରେ ଲଗାଇଥିଲେ। ସେଥିରୁ ଶାଖା ଅଣାଯାଇ ଏଠାରେ ଲଗାଯାଇଥିଲା।

ପୂରା ପାହାଡ଼କୁ ବୌଦ୍ଧ ବିଶ୍ୱବିଦ୍ୟାଳୟ ପାଇଁ ଆବଣ୍ଟନ କରାଯାଇଛି। ଏହାସହ ବୌଦ୍ଧ କ୍ଷେତ୍ର ଭାବେ ପାହାଡ଼କୁ ବିକଶିତ କରାଯାଉଛି।

ଗଛ ପାଇଁ ପାଣିର ଅଭାବ ଯେମିତି ନ ହେବ ସେଥିପାଇଁ ସ୍ୱତନ୍ତ୍ର ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି। କୃଷି ବିଭାଗର ଅଧିକାରୀ ସପ୍ତାହକୁ ଥରେ ଆସି ଗଛର ପରୀକ୍ଷା ନିରୀକ୍ଷା କରୁଛନ୍ତି। ଗଛର ଗୋଟେ ପତ୍ର ଶୁଖିଗଲେ ପ୍ରଶାସନ ତତ୍ପର ହୋଇ ଉଠନ୍ତି। ଗଛ ପାଖକୁ ଯିବାକୁ ଭୋପାଲ-ବିଦେଶା ହାଇୱେରୁ ପାହାଡ଼ ପର୍ଯ୍ୟନ୍ତ ପକ୍କା ସଡ଼କ ନିର୍ମାଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story