ସ୍ୱଚ୍ଛତା ଅଧିକାରୀଙ୍କ ନିଆରା ଉଦ୍ୟମ; ନିମନ୍ତ୍ରଣ କାର୍ଡରେ ସ୍ୱଚ୍ଛ ଭାରତ ମିଶନ୍‌ର ସ୍ଲୋଗାନ୍

ନୂଆଦିଲ୍ଲୀ: ସାଧାରଣତଃ ବାହାଘର ପାଇଁ ଉଦ୍ଦିଷ୍ଟ ନିମନ୍ତ୍ରଣ କାର୍ଡ ଗୁଡ଼ିକରେ ବିଭିନ୍ନ ଶ୍ଳୋକ ଲେଖାଯାଇଥିବା  ଦେଖିବାକୁ ମିଳିଥାଏ।  ତେବେ ରାଜସ୍ଥାନର ଝାଲାୱାଡାରେ ଆଜି ହେବାକୁ ଥିବା ଏକ ବିବାହ ପାଇଁ ଦିଆଯାଇଥିବା ନମନ୍ତ୍ରଣ କାର୍ଡ ଥିଲା ଟିକେ ଅଲଗା। ଶ୍ଳୋକ ଜାଗାରେ ସ୍ଥାନ ପାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ମିଶନ୍‌ର ସ୍ଲୋଗାନ୍। ଏବେ ଏହି ନିମନ୍ତ୍ରଣ କାର୍ଡ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏହି ନିମନ୍ତ୍ରଣ କାର୍ଡରେ ଗୋଟିଏ କିମ୍ୱା ଦୁଇଟି ନୁହେଁ ପୂରା […]

shadi-card

shadi-card

Rakesh Mallick
  • Published: Saturday, 29 April 2017
  • Updated: 29 April 2017, 10:15 AM IST

Sports

Latest News

ନୂଆଦିଲ୍ଲୀ: ସାଧାରଣତଃ ବାହାଘର ପାଇଁ ଉଦ୍ଦିଷ୍ଟ ନିମନ୍ତ୍ରଣ କାର୍ଡ ଗୁଡ଼ିକରେ ବିଭିନ୍ନ ଶ୍ଳୋକ ଲେଖାଯାଇଥିବା  ଦେଖିବାକୁ ମିଳିଥାଏ।  ତେବେ ରାଜସ୍ଥାନର ଝାଲାୱାଡାରେ ଆଜି ହେବାକୁ ଥିବା ଏକ ବିବାହ ପାଇଁ ଦିଆଯାଇଥିବା ନମନ୍ତ୍ରଣ କାର୍ଡ ଥିଲା ଟିକେ ଅଲଗା। ଶ୍ଳୋକ ଜାଗାରେ ସ୍ଥାନ ପାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ମିଶନ୍‌ର ସ୍ଲୋଗାନ୍। ଏବେ ଏହି ନିମନ୍ତ୍ରଣ କାର୍ଡ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏହି ନିମନ୍ତ୍ରଣ କାର୍ଡରେ ଗୋଟିଏ କିମ୍ୱା ଦୁଇଟି ନୁହେଁ ପୂରା ୫ଟି ସ୍ଳୋଗାନ୍‌ ରହିଛି।

ଏହି କାର୍ଡକୁ ପ୍ରସ୍ତୁତ କରିଛନ୍ତି ବରର କାକା ରାମବିଳାସ ମୀନା।  ସେ ପଞ୍ଚାୟତ ପ୍ରସାର ଓ ସ୍ୱଚ୍ଛତା ଅଧିକାରୀ ଭାବେ କାର୍ଯ୍ୟ କରନ୍ତି। ଏହି ନିମନ୍ତ୍ରଣ କାର୍ଡ ଜରିଆରେ ପ୍ରତି ଘରେ ଶୌଚାଳୟ ନିର୍ମାଣ କରିବାକୁ ସନ୍ଦେଶ ଦିଆଯାଇଛି। ରାମବିଳାସ ଏହି କାର୍ଡରେ ବାଲ୍ୟବିବାହ ରୋକିବା ପାଇଁ ମଧ୍ୟ ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story