ବିବାହରେ ବନ୍ଧୁ ଦେଲେ କ’ଣ ଉପହାର: ପଢନ୍ତୁ ଏ ରିପୋର୍ଟ

ଜବଲପୁର: ସମସ୍ତେ ଚାହାନ୍ତି ତାଙ୍କର ଭଲ ବନ୍ଧୁ ରୁହନ୍ତୁ। ଯେଉଁ କଥା ପରିବାର ଲୋକଙ୍କ ସହ ଆଲୋଚନା କରି ନ ହେବ ବନ୍ଧୁ ସହ କରିବେ। ଅସୁବିଧା ବେଳେ ବନ୍ଧୁ ସହଯୋଗର ହାତ ବଢାଇବେ। ଆଉ ବହୁ ସମୟରେ ଏପରି କିଛି ଦେଇ ଦିଅନ୍ତି ଯାହା ପରିବାର ଲୋକଙ୍କ ପକ୍ଷେ ମଧ୍ୟ ସମ୍ଭବ ନୁହେଁ। ବିଶେଷ ମୁହୂର୍ତ୍ତରେ ବନ୍ଧୁଙ୍କୁ ଉପହାର ଦେବାକୁ ସମସ୍ତେ ଭଲ ପାଆନ୍ତି। ହେଲେ ଜବଲପୁର ଜନପଦ ପଞ୍ଚାୟତରେ ଜଣେ ବନ୍ଧୁ ତାଙ୍କ ସାଙ୍ଗକୁ […]

toilet_gift

toilet_gift

Rakesh Mallick
  • Published: Sunday, 07 May 2017
  • Updated: 07 May 2017, 05:05 PM IST

Sports

Latest News

ଜବଲପୁର: ସମସ୍ତେ ଚାହାନ୍ତି ତାଙ୍କର ଭଲ ବନ୍ଧୁ ରୁହନ୍ତୁ। ଯେଉଁ କଥା ପରିବାର ଲୋକଙ୍କ ସହ ଆଲୋଚନା କରି ନ ହେବ ବନ୍ଧୁ ସହ କରିବେ। ଅସୁବିଧା ବେଳେ ବନ୍ଧୁ ସହଯୋଗର ହାତ ବଢାଇବେ। ଆଉ ବହୁ ସମୟରେ ଏପରି କିଛି ଦେଇ ଦିଅନ୍ତି ଯାହା ପରିବାର ଲୋକଙ୍କ ପକ୍ଷେ ମଧ୍ୟ ସମ୍ଭବ ନୁହେଁ। ବିଶେଷ ମୁହୂର୍ତ୍ତରେ ବନ୍ଧୁଙ୍କୁ ଉପହାର ଦେବାକୁ ସମସ୍ତେ ଭଲ ପାଆନ୍ତି। ହେଲେ ଜବଲପୁର ଜନପଦ ପଞ୍ଚାୟତରେ ଜଣେ ବନ୍ଧୁ ତାଙ୍କ ସାଙ୍ଗକୁ ଦେଇଥିବା ଉପହାର ସମ୍ପର୍କରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଗୃହସ୍ଥି ବସାଇବାକୁ ଯାଉଥିବା ବନ୍ଧୁଙ୍କୁ ତାଙ୍କ ସାଙ୍ଗ ଉପହାରରେ ଏକ ଶୌଚାଳୟ ନିର୍ମାଣ କରି ଦେଇଛନ୍ତି।

ଏହି ଗାଁରେ ରହୁଥିବା ମହେଶ ଗୌଡଙ୍କ ଘରେ ଶୌଚାଳୟ ନ ଥିବରୁ ତାଙ୍କ ବିବାହ ହୋଇପାରୁ ନ ଥିଲା। ବାହାଘର ପ୍ରସ୍ତାବ ଆସୁଥିଲେ ମଧ୍ୟ ଏହି କାରଣରୁ ଭାଙ୍ଗି ଯାଉଥିଲା। ପରେ ସେହି ଗାଁରେ ରହୁଥିବା ଶେଖ୍‌ ମୋହତସ୍ତନୀ ବନ୍ଧୁ ମହେଶଙ୍କ ଘରେ ଏକ ଶୈଚାଳୟ ନିର୍ମାଣ କରିବାକୁ ଚାହିଁ ଥିଲେ।

ଏହାପରେ ଶେଖ୍‌ ନିଜ ଆୟରୁ ସ୍ୱଚ୍ଛ ଭାରତ ମିଶନ୍‌ ଜରିଆରେ ଶୌଚାଳୟ ତିଆରି କରି ମହେଶଙ୍କୁ ଉପହାର ସ୍ୱରୂପ ଦେଇଛନ୍ତି। ଘରେ ଶୌଚାଳୟ ତିଆରି ହେବା ପରେ ମହେଶଙ୍କ ବିବାହ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story