ହ୍ୱାଟ୍ସଆପ ଆଣିଲା ୩ଟି ନୂଆ ଫିଚର,ପଠାଇପାରିବେ ୧୦୦ ଏମ୍‌ବି ପର୍ଯ୍ୟନ୍ତ ଡାଟା,ଡିଜାଇନ କରିହେବ ଟେକ୍ସଟ୍

ହ୍ୱାଟ୍ସଆପ ବ୍ୟବହାରକାରୀମାନଙ୍କ ପାଇଁ ଖୁସୀ ଖବର। ହ୍ୱାଟ୍ସଆପ ଆଣିଲା 3ଟି ନୂଆ ଫିଚର। ଆପଣ ବି ଉଠାଇ ପାରିବେ ଏହାର ଲାଭ। ତୁରନ୍ତ ଆପଣଙ୍କ ଆଣ୍ଡ୍ରଏଡ ଫୋନରେ ଥିବା ହ୍ୱାଟ୍ସଆପକୁ ଅପଡେଟ କରନ୍ତୁ। ଆଉ ଏହାର ଲାଭ ଉଠାନ୍ତୁ। ଆସନ୍ତୁ ଜାଣିବା ଏହି ସେବାର କିପରି ଲାଭ ଉଠାଇ ପାରିବେ। ୧-ପୂର୍ବରୁ ହ୍ୱାଟ୍ସଆପରେ କେବଳ ପିଡିଏଫ ଫାଇଲ ପଠାଯାଇ ପାରୁଥିଲା। କିନ୍ତୁ ଏବେ ଆପଣ ଯେକୌଣସି ଫର୍ମାଟର ଫାଇଲ ଫଠାଇ ପାରିବେ। ଏଥିରେ ସର୍ବାଧିକ ୧୦୦ ଏମ୍‌ବି […]

whtsp

whtsp

Rakesh Mallick
  • Published: Friday, 14 July 2017
  • Updated: 14 July 2017, 10:36 PM IST

Sports

Latest News

ହ୍ୱାଟ୍ସଆପ ବ୍ୟବହାରକାରୀମାନଙ୍କ ପାଇଁ ଖୁସୀ ଖବର। ହ୍ୱାଟ୍ସଆପ ଆଣିଲା 3ଟି ନୂଆ ଫିଚର। ଆପଣ ବି ଉଠାଇ ପାରିବେ ଏହାର ଲାଭ। ତୁରନ୍ତ ଆପଣଙ୍କ ଆଣ୍ଡ୍ରଏଡ ଫୋନରେ ଥିବା ହ୍ୱାଟ୍ସଆପକୁ ଅପଡେଟ କରନ୍ତୁ। ଆଉ ଏହାର ଲାଭ ଉଠାନ୍ତୁ। ଆସନ୍ତୁ ଜାଣିବା ଏହି ସେବାର କିପରି ଲାଭ ଉଠାଇ ପାରିବେ।

୧-ପୂର୍ବରୁ ହ୍ୱାଟ୍ସଆପରେ କେବଳ ପିଡିଏଫ ଫାଇଲ ପଠାଯାଇ ପାରୁଥିଲା। କିନ୍ତୁ ଏବେ ଆପଣ ଯେକୌଣସି ଫର୍ମାଟର ଫାଇଲ ଫଠାଇ ପାରିବେ। ଏଥିରେ ସର୍ବାଧିକ ୧୦୦ ଏମ୍‌ବି ଫାଇଲ ପଠାଇବାର ବ୍ୟବସ୍ଥା ରହିଛି। ଆଇଫୋନ ବ୍ୟବହାରକାରୀ ଅଧିକ ଏମ୍‌ବିର ଫାଇଲ ପଠାଇ ପାରିବେ।

୨-ଏହି ଫିଚର ମାଧ୍ୟମରେ ଏକରୁ ଅଧିକ ଫଟୋକୁ ଏକା ସାଙ୍ଗରେ ପଠାଇହେବ। ଅର୍ଥାତ ଫଟୋ ପଠାଇଲା ବେଳେ ଗୋଟିଏ ଗୋଟିଏ ସିଲେକ୍ସନ କରି ଫଟୋ ନ ପାଠାଇ ଆପଣ ବଣ୍ଡଲ କରି ପଠାଇପାରିବେ ଓ ଗ୍ରହଣ କରିପାରିବେ।

୩-ଏହି ଫିଚର ମାଧ୍ୟମରେ ଟେକ୍ସ୍ଟ ଫର୍ମାଟରେ ବିଭିନ୍ନ ପରିବର୍ତ୍ତନ କରି ଲେଖିପାରିବେ। ସାଇନ ବ୍ୟବହାର ନକରି ଆପଣ ଲେଖୁଥିବା ଶବ୍ଦକୁ ବୋଲ୍ଡ,,ଷ୍ଟ୍ରାଇକଥ୍ରୋ ଓ ଇଟାଲିକ ପରି ବିଭିନ୍ନ  ଷ୍ଟାଇଲ ପରିବର୍ତ୍ତନ କରିପାରିବେ। ଏଥିପାଇଁ ଲେଖିଥିବା ଶବ୍ଦକୁ ସିଲେକ୍ଟ କରନ୍ତୁ। ପରେ କଟ, କପି,ପେଷ୍ଟ ଅପଶନ ଆସିବ। ସେଠାରେ ଦିଆଯାଇଥିବା ତିନୋଟି ଡଟ ଉପରେ କ୍ଲିକ କରନ୍ତୁ , ଏହା ପରେ ଆପଣ ଇଚ୍ଛା ମୁତାବକ ଷ୍ଟାଇଲ ବଦଳାନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story