କେତେ ସମ୍ପତ୍ତି ଛାଡ଼ି ଯାଇଛନ୍ତି ବାଜପେୟୀ? ଏବେ କିଏ ନେବେ ତା’ର ମାଲିକାନା?

ନୂଆଦିଲ୍ଲୀ: ଇହ ଜଗତରେ ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ। ଏବେ କିନ୍ତୁ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ କେତେ ପରିମାଣର ସମ୍ପତ୍ତି ଛାଡ଼ି ଯାଇଛନ୍ତି ଏବଂ ସେ ସବୁକୁ କିଏ ଭୋଗ କରିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। କାରଣ ବାଜପେୟୀ ଆଜୀବନ ଅବିବାହିତ ଥିଲେ ମଧ୍ୟ ସେ ଜଣକୁ ପାଳିତା କନ୍ୟା ଭାବେ ପୌଷ୍ୟ କରିଥିଲେ। ତାଙ୍କ ପାଳିତା କନ୍ୟାଙ୍କ ନାଁ ହେଲା ନମିତା। ଅଟଳ ବିହାରୀଙ୍କ ପିତା ପଣ୍ଡିତ କୃଷ୍ଣ […]

atal

atal

Tapas Behera
  • Published: Wednesday, 22 August 2018
  • Updated: 22 August 2018, 03:07 PM IST

Sports

Latest News

ନୂଆଦିଲ୍ଲୀ: ଇହ ଜଗତରେ ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ। ଏବେ କିନ୍ତୁ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ କେତେ ପରିମାଣର ସମ୍ପତ୍ତି ଛାଡ଼ି ଯାଇଛନ୍ତି ଏବଂ ସେ ସବୁକୁ କିଏ ଭୋଗ କରିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। କାରଣ ବାଜପେୟୀ ଆଜୀବନ ଅବିବାହିତ ଥିଲେ ମଧ୍ୟ ସେ ଜଣକୁ ପାଳିତା କନ୍ୟା ଭାବେ ପୌଷ୍ୟ କରିଥିଲେ। ତାଙ୍କ ପାଳିତା କନ୍ୟାଙ୍କ ନାଁ ହେଲା ନମିତା।

ଅଟଳ ବିହାରୀଙ୍କ ପିତା ପଣ୍ଡିତ କୃଷ୍ଣ ବିହାରୀ ବାଜପେୟୀ ଜଣେ ଶିକ୍ଷକ ଥଲେ ଓ ମାଆ କୃଷ୍ଣାଦେବୀ ଜଣେ ଗୃହିଣୀ ଥିଲେ। ଅଟଳଙ୍କର ୩ ଜଣ ବଡ଼ଭାଇ ଓ ୩ ଜଣ ବଡ଼ ଭଉଣୀ ଥିଲେ। ତେବେ ୨୦୦୪ରେ ସେ ଲୋକସଭା ନିର୍ବାଚନ ପାଇଁ କରିଥିବା ସତ୍ୟପାଠ ଅନୁସାରେ, ତାଙ୍କ ନାଁରେ ୩୦ ଲକ୍ଷ ୯୯ ହଜାର ୨୩୨ ଟଙ୍କା ୪୧ ପଇସାର ସମ୍ପତ୍ତି ଥିଲା।

ପୂର୍ବତନ ପ୍ରଧାନମନ୍ତ୍ରୀ ଭାବରେ, ଅଟଳଜୀ ମାସକୁ ୨୦ ହଜାର ଟଙ୍କା ପେନ୍‌ସନ୍ ପାଉଥିଲେ। ଏଥିସହ ଅନ୍ୟାନ୍ୟ ସହାୟତା ବାବଦକୁ ୬୦୦୦ ଟଙ୍କା ମିଳୁଥିଲା। ଯଦି ତାଙ୍କ ଅସ୍ଥାବର ସମ୍ପତ୍ତି ଦେଖାଯାଏ, ତେବେ ୨୦୦୪ରେ ସେ ଦେଇଥିବା ସତ୍ୟପାଠରେ, ଦିଲ୍ଲୀର ଇଷ୍ଟ ଅଫ୍‌ କୈଲାସ୍‌ରେ ପ୍ଲଟ୍‌ ନଂ ୫୦୯ ନାମରେ ଏକ ଘର ଥିବା ଉଲ୍ଲେଖ ରହିଛି। ଯାହାର ସେ ସମୟର ମୂଲ୍ୟ ୨୨ ଲକ୍ଷ ଟଙ୍କା ହେବ। ସେହିପରି ଅନ୍ୟାନ୍ୟ ସମ୍ପତ୍ତିକୁ ମିଶାଇ ୨୦୦୪ରେ ବାଜପେୟୀଙ୍କ ପାଖରେ ୨୮ ଲକ୍ଷ ଟଙ୍କା ଥିବା ଶପଥପାଠରେ ଉଲ୍ଲେଖ ରହିଛି।

ଯଦିଓ ଏବେ ତାଙ୍କ ସମ୍ପତ୍ତିର ନିର୍ଦ୍ଦିଷ୍ଟ ହିସାବ ମିଳିନି, ତେବେ ସେ ସବୁକୁ ତାଙ୍କ ପାଳିତା କନ୍ୟା ନମିତା ହିଁ ଭୋଗ କରିବେ। ୨୦୦୫ ସଂଶୋଧିତ ହିନ୍ଦୁ ଉତ୍ତରାଧିକାରୀ ଆଇନ୍‌ ଅନୁସାରେ, ବାଜପେୟୀଙ୍କ ସମ୍ପତ୍ତିର ମାଲିକାନା ପାଳିତା କନ୍ୟା ନମିତା ଓ ଜ୍ୱାଇଁ ରଞ୍ଜନ ଭଟ୍ଟାଚାର୍ଯ୍ୟଙ୍କ ନାମରେ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story