ମଣିଷ ଶରୀରରେ ଝିଟିପିଟି ପଡିଲେ ଶୁଭ ନା ଅଶୁଭ: ଜାଣନ୍ତୁ କିଛି ଅଜଣା କଥା

ଝିଟିପିଟିକୁ ଦେଖିଲେ ସାଧାରଣତଃ ମନରେ ଘୃଣା ଆସିଥାଏ। ଏହାକୁ ଦେଖି କିଛି ଲୋକ ଡରିକି ଦୁରକୁ ଚାଲି ଯାଆନ୍ତି। କିନ୍ତୁ କିଛି ଲୋକଙ୍କର ଧରଣା ଥାଏ ଝିଟିପିଟିର ଆମ ଆଖପାଖରେ ରହିବା ଶୁଭଙ୍କର। ଶରୀରର କିଛି ଅଙ୍ଗ ଅଛି ଯେଉଁଠି ଝିଟିପିଟି ପଡିଲେ ବହୁତ ଶୁଭ ବୋଲି ଶାସ୍ତ୍ରରେ ମଧ୍ୟ କୁହାଯାଇଛି। ଜାଣନ୍ତୁ ୫ଟି ଅଜଣା କଥା। ୧-ନଖ ଉପରେ ଝିଟିପିଟି ପ଼ଡିବା ଅତ୍ୟନ୍ତ ଶୁଭଙ୍କର। ନଖରେ ଝିଟିପିଟି ପଡିବା ଦ୍ୱାରା ଧନ ପ୍ରାପ୍ତି ହେବାର ସଂକେତ […]

lizard..

lizard..

Rakesh Mallick
  • Published: Tuesday, 11 July 2017
  • Updated: 11 July 2017, 06:47 PM IST

Sports

Latest News

ଝିଟିପିଟିକୁ ଦେଖିଲେ ସାଧାରଣତଃ ମନରେ ଘୃଣା ଆସିଥାଏ। ଏହାକୁ ଦେଖି କିଛି ଲୋକ ଡରିକି ଦୁରକୁ ଚାଲି ଯାଆନ୍ତି। କିନ୍ତୁ କିଛି ଲୋକଙ୍କର ଧରଣା ଥାଏ ଝିଟିପିଟିର ଆମ ଆଖପାଖରେ ରହିବା ଶୁଭଙ୍କର। ଶରୀରର କିଛି ଅଙ୍ଗ ଅଛି ଯେଉଁଠି ଝିଟିପିଟି ପଡିଲେ ବହୁତ ଶୁଭ ବୋଲି ଶାସ୍ତ୍ରରେ ମଧ୍ୟ କୁହାଯାଇଛି। ଜାଣନ୍ତୁ ୫ଟି ଅଜଣା କଥା।

୧-ନଖ ଉପରେ ଝିଟିପିଟି ପ଼ଡିବା ଅତ୍ୟନ୍ତ ଶୁଭଙ୍କର। ନଖରେ ଝିଟିପିଟି ପଡିବା ଦ୍ୱାରା ଧନ ପ୍ରାପ୍ତି ହେବାର ସଂକେତ ବୋଲି କୁହାଯାଏ।

୨-ମୁଣ୍ଡରେ ଝିଟିପିଟି ପଡିବା ଅର୍ଥ ଆପଣଙ୍କୁ ଶୀଘ୍ର କୈାଣସି କାର୍ଯ୍ୟରେ ଲାଭ ମିଳିବ। ସେମିତି ଯଦି ପେଟ ଉପରେ ପଡିଲା ତେବେ ଆପଣଙ୍କୁ ଗହଣା ମିଳିବାର ସମ୍ଭାବନା ରହିଥାଏ ବୋଲି ବିଶ୍ୱାସ ରହିଛି।

୩-ଝିଟିପିଟି ଓଠ ଉପରେ ପଡିବା ଧନ ପ୍ରାପ୍ତିର ସଂକେତ ବୋଲି କୁହାଯାଏ। ଝିଟିପିଟିର ଅଣ୍ଟାରେ ପଡିବା ଅର୍ଥ ଆପଣ ଜଲଦି ଗାଡି କିଣିବାକୁ ଯାଉଛନ୍ତି।

୪-ଝିଟିପିଟି ଡାହାଣ କାନ୍ଧ ଉପରେ ପଡିବା କୈଣସି କାର୍ଯ୍ୟରେ ସଫଳତା ପାଇବାର ସଂକେତ ଦେଇଥାଏ।

୫- ବାମ କାନରେ ଝିଟିପିଟି ପଡିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ବାମ କାନରେ ଝିଟିପିଟି ପଡିବା ଧନ ପ୍ରାପ୍ତିର ସଂକେତ ଦେଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story