ଭାରତ ବିରୁଦ୍ଧରେ ଷଡଯନ୍ତ୍ର କରି ରାଜା ହରାଇଥିଲେ ରାଜଗାଦି: ଜାଣନ୍ତୁ ସିକିମ ସମ୍ରାଟଙ୍କ କାହାଣୀ

ଭାରତ ଠାରୁ ଅଲଗା ହେବା ପାଇଁ ଚାହୁଁଥିଲେ ସିକିମର ଶେଷ ରାଜା ‘ପାଲଦେନ ଥୋଣ୍ଡୁପ ନାଗ୍ୟାଲ’। ପତ୍ନୀଙ୍କ କଥାରେ ପଡି ଚୀନ ଓ ପାକିସ୍ତାନ ସହିତ ମିଶି ଭାରତ ବିରୋଧରେ ଷଡଯନ୍ତ୍ର ରଚୁଥିଲେ। ହେଲେ ପ୍ରଜା ହିଁ ତାଙ୍କୁ ବିତାଡିତ କରିଥିଲେ ରାଜଗାଦିରୁ। ଦେଶ ସ୍ୱାଧୀନ ହେବା ପରେ ଅନେକ ରାଜ୍ୟ ସ୍ୱତନ୍ତ୍ର ପ୍ରଦେଶ ହୋଇ ରହିଥିଲେ। ଧିରେ ଧିରେ ଏହି ରାଜ୍ୟଗୁଡିକର ଭାରତରେ ମିଶ୍ରଣ ଘଟିଲା। ପ୍ରଥମେ କିନ୍ତୁ ସିକିମ ଭାରତରେ ମିଶିବାକୁ ଚାହୁଁ ନଥିଲା। […]

SIKIM

SIKIM

Rakesh Mallick
  • Published: Sunday, 16 July 2017
  • Updated: 16 July 2017, 06:47 PM IST

Sports

Latest News

ଭାରତ ଠାରୁ ଅଲଗା ହେବା ପାଇଁ ଚାହୁଁଥିଲେ ସିକିମର ଶେଷ ରାଜା ‘ପାଲଦେନ ଥୋଣ୍ଡୁପ ନାଗ୍ୟାଲ’। ପତ୍ନୀଙ୍କ କଥାରେ ପଡି ଚୀନ ଓ ପାକିସ୍ତାନ ସହିତ ମିଶି ଭାରତ ବିରୋଧରେ ଷଡଯନ୍ତ୍ର ରଚୁଥିଲେ। ହେଲେ ପ୍ରଜା ହିଁ ତାଙ୍କୁ ବିତାଡିତ କରିଥିଲେ ରାଜଗାଦିରୁ।

ଦେଶ ସ୍ୱାଧୀନ ହେବା ପରେ ଅନେକ ରାଜ୍ୟ ସ୍ୱତନ୍ତ୍ର ପ୍ରଦେଶ ହୋଇ ରହିଥିଲେ। ଧିରେ ଧିରେ ଏହି ରାଜ୍ୟଗୁଡିକର ଭାରତରେ ମିଶ୍ରଣ ଘଟିଲା। ପ୍ରଥମେ କିନ୍ତୁ ସିକିମ ଭାରତରେ ମିଶିବାକୁ ଚାହୁଁ ନଥିଲା। ସିକିମର ଶେଷ ରାଜା ପାଲଦେନ ଥୋଣ୍ଡୁପ  ଓ ତାଙ୍କ ରାଣୀ ଭାରତ ଠାରୁ ଅଲଗା ରହି ଏକ ସ୍ୱତନ୍ତ୍ର ଦେଶ ଗଢିବାକୁ ଚାହିଁଥିଲେ। ପାଲଦେନ ଆମେରିକାର ହୋପ କୁକଙ୍କୁ ବିବାହ କରିଥିଲେ। କୁକ ପାଲଦେନଙ୍କୁ ବାରମ୍ବାର ଭାରତ ବିରୋଧରେ ଉସ୍କାଉଥିଲେ।  ସିକିମର ବଡବଡ ଅଫିସରଙ୍କୁ ଡାକି ଭାରତ ଠାରୁ ଅଲଗା ହେବା ପାଇଁ ମନ୍ତ୍ରଣା ଦେଉଥିଲେ। ଭାରତ ଠାରୁ ଅଲଗା ହୋଇଗଲେ ଆମେରିକା ସିକିମକୁ ପ୍ରଗତୀରେ ସାହାଯ୍ୟ କରିବ ବୋଲି ରାଣି କୁକଙ୍କ ମନରେ ଧାରଣା ଥିଲା। ଏନେଇ ରାଜା ପାଲଦେନ ମଧ୍ୟ ଚୀନ ଓ ପାକିସ୍ତାନର ସାହାଯ୍ୟ ନେଇ ଅସଫଳ ହୋଇଥିଲେ। କିଛି ଦିନ ପରେ କୁକ୍ ଓ ପାଲଦେନଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା। କୁକ ତାଙ୍କର ପିଲା ଦୁଇଟିକୁ ଧରି ସବୁଦିନ ପାଇଁ ଆମେରିକା ଚାଲିଯାଇଥିଲେ। ଶେଷରେ ଇନ୍ଦିରାଗାନ୍ଧିଙ୍କ ନେତୃତ୍ୱରେ ୧୯୭୫ ମସିହାରେ ସିକିମ ଭାରତରେ ମିଶିବା ନେଇ ଏକ ଜନମତ ସଂଗ୍ରହ ହୋଇଥିଲା। ଯେଉଁଥିରେ ସିକିମର ଜନତା ପାଲଦେନଙ୍କ ସପକ୍ଷରେ ନଯାଇ ଭାରତ ସପକ୍ଷରେ ମତ ଦେଇଥିଲେ। ସେହି ବର୍ଷ ମେ ୧୫ ତାରିଖରେ ସିକିମ ଭାରତରେ ମିଶିଥିଲା। ଏହାର ସାତ ବର୍ଷ ପରେ ୧୯୮୨ ମସିହାରେ ରାଜାଙ୍କ କର୍କଟରେ ରୋଗରେ ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story